ଜୀବନଶୈଳୀ

ମହିଳାଙ୍କ ପୋଛା ଲଗେଇବା ଦ୍ୱାରା ଘରକୁ କାହିଁକି ଆସିଥାଏ ଦରିଦ୍ରତା? ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ ଏମିତି ପୋଛା ଲଗାନ୍ତୁ ନାହିଁ..

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଜଣେ ମହିଳାଙ୍କ ପୋଛା ଲଗେଇବା ଦ୍ୱାରା ଘରକୁ କାହିଁକି ଆସିଥାଏ ଦରିଦ୍ରତା? କାହିଁକି ଏହି ସମୟ ରେ ପୋଛା ଲଗେଇବାକୁ ମନା କରାଯାଏ ଆସନ୍ତୁ ଜାଣିବା | ବନ୍ଧୁଗଣ ମାତା ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ଯେଉ ଘରେ ସଫା ସୁତର ସହ ପୋଛା ଲଗେଇବାର କିଛି ବିଶେଷ କଥାର ଧ୍ୟାନ ରଖାଯାଇଥାଏ | ଆପଣଙ୍କୁ କହିରଖୁଛୁ ଏହିପରି କଣ କରିବା ଦ୍ୱାରା ଘରକୁ ଧନର ଆଗମନ ହୋଇଥାଏ? ବନ୍ଧୁଗଣ ଆମେ ଜାଣତରେ ହେଉ କିମ୍ଵା ଅଜାଣତ ରେ କିଛି ଏହିପରି ଭୁଲ କରିଦେଉ ଯାହା କାରଣରୁ ଘରକୁ ଦରିଦ୍ରତା ଆସିଥାଏ | ଧନ ଆସିବା ବଦଳରେ ଚାଲିଯାଇଥାଏ ସେଥିପାଇଁ ଜଣେ ମହିଳାଙ୍କ ପୋଛା ଲଗେଇବା ବହୁତ ଗୁରୁତ୍ୱପୂର୍ଣ ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

1. ବନ୍ଧୁଗଣ ଆମ ଶାସ୍ତ୍ରରେ ଛୋଟ ପିଲାଙ୍କୁ ଭଗବାନଙ୍କ ଜାଗା ଦିଆଯାଇଛି | ବିଶ୍ୱାସ କରାଯାଏ କି ଛୋଟ ପିଲାଙ୍କ ଦେହରେ ଭଗବାନ ବାସ କରନ୍ତି | ତେବେ ଏଭଳି ପରିସ୍ଥିତି ରେ ଯଦି ଆପଣ ଛୋଟ ପିଲାଙ୍କୁ କୌଣସି କଠୋର କାର୍ଯ୍ୟ କିମ୍ଵା ଝାଡୁ ପୋଛା କରନ୍ତି ତେବେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି | ଏହା ଦ୍ୱାରା ଆପଣଙ୍କୁ ନର୍କର ରାସ୍ତା ମିଳିଯାଇଥାଏ | ବାନ୍ଧୁଗଣ ଗରୁଡ ପୁରାଣ ରେ ମଧ୍ୟ ଏହି ବିଷୟରେ ବିସ୍ତାର ରୂପରେ ବର୍ଣନା କରାଯାଇଛି | ତେବେ ଭୁଲ ରେ ମଧ୍ୟ ଏହିପରି କରନ୍ତୁ ନାହିଁ |

2.ବାସ୍ତୁ ଶାସ୍ତ୍ର ଅନୁସାରେ ଅପରାହ୍ନ ସମୟ ରେ ଘରକୁ ସଫା ସୁତାର କିମ୍ଵା ପୋଛା ଲଗେଇବା ଉଚିତ ନୁହେଁ | ଏହି ସମୟ ପୋଛା ଲଗେଇବା ପାଇଁ ଅତ୍ୟନ୍ତ ଖରାପ ହୋଇଥାଏ, ଏହା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ଭରିଯାଇଥାଏ | ତେବେ ସଦା ସର୍ବଦା ସକାଳ ସମୟ ରେ ଝାଡୁ ପୋଛା କରିବା ସଠିକ ସମୟ ହୋଇଥାଏ | ଏହି ସମୟ ଶାସ୍ତ୍ର ଅନୁସାରେ ସଠିକ ହୋଇଥାଏ |

3. ବନ୍ଧୁଗଣ କିଛି ନିମ ପତ୍ର ନିଅନ୍ତୁ ଏହାକୁ ପୁଟେଇକି ସେହି ପାଣି ରୁ କିଛି ପାଣି ପୋଛା ଲଗେଇବା ପାଣି ରେ ମିଶିକି ପୋଛା ଲଗାନ୍ତୁ | ସପ୍ତାହ ରେ ଗୋଟିଏ ଦିନ ଏହିପରି କରାଯିବା ଉଚିତ ବନ୍ଧୁଗଣ ନିମରେ ବହୁତ ଔଷଧୀୟ ଗୁଣ ରହିଥାଏ ଏବଂ ଏହା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଭରିଯାଇଥାଏ | ଏହା ସହିତ ସପ୍ତାହ ରେ ଥରେ ଲୁଣ ର ପୋଛା ଲଗେଇବା ଉଚିତ ହୋଇଥାଏ | ତେବେ ବନ୍ଧୁଗଣ ଲୁଣ ରେ ମଧ୍ୟ ନକାରାତ୍ମକ ଉର୍ଜା କୁ ଦୂର କରିବାର ଶକ୍ତି ରହିଛି ତେବେ ଏହିପରି କରିବା ଦ୍ୱାରା ଘରର ସମସ୍ତ ନେଗେଟିଭ ଶକ୍ତି ଦୁରେଇ ଯାଇଥାନ୍ତି |

4. ବନ୍ଧୁଗଣ ଗୁରୁବାର ଦିନ କୋୖଣସି ଘରେ ପୋଛା ଲଗେଇବା ଅତ୍ୟନ୍ତ ଅଶୁଭ ହୋଇଥାଏ | ଏହା ଦ୍ୱାରା ଘରେ ଲକ୍ଷ୍ମୀ ଛାଡ଼ି ଚାଲିଯାଇଥାନ୍ତି | ଘରେ ଦରିଦ୍ରତା ଆସିଥାଏ କାରଣ ଘରର ପୂର୍ବ ଦିଗ ଈଶାନ କୋଣ ରେ ଗୁରୁ ଗ୍ରହଙ୍କର ବାସ ହୋଇଥାଏ ତେବେ ଏହି ଦିନ ପୋଛା ଲଗେଇବା ଦ୍ୱାରା ଗୁରୁ ଅସନ୍ତୁଷ୍ଟ ହୋଇଥାନ୍ତି | ତେବେ ଗୁରୁ ଗ୍ରହ ଅସନ୍ତୁଷ୍ଟ ହେବା ଦ୍ୱାରା ଘରୁ ଲକ୍ଷ୍ମୀ ଛାଡି ଜାନ୍ତି ଏବଂ ବାସ୍ତୁ ଦୋଷ ବି ଲାଗିଥାଏ | ସନ୍ତାନ ଉପରେ ବହୁତ ଅନିଷ୍ଟ ସମୟରେ ଘେରି ରହିଥାଏ | ତେବେ ବନ୍ଧୁଗଣ ଗୁରୁବାର ଦିନ ଘରେ ପୋଛା ଲଗେଇବା ଠାରୁ ଦୂରେଇକି ରହିବା ଉଚିତ |

5.ଗର୍ଭବତୀ ମହିଳାଙ୍କୁ ଝାଡୁ ଛୁଇଁବା କିମ୍ଵା ଝାଡୁ ପୋଛା କରିବା ଉଚିତ ହୋଇନଥାଏ ଏହିପରି ସମୟ ରେ କାମ କରିବା ଉଚିତ ହୋଇନଥାଏ | ତେଣୁ ବହୁତ ଅନିଷ୍ଟ ହୋଇଥାଏ ମାତା ଲକ୍ଷ୍ମୀ ରାଗିଯାଇ ଥାନ୍ତା | ତେବେ ବାନ୍ଧୁଗଣ କୌଣସି ବ୍ୟକ୍ତିକୁ ରୋଗ ହେବା ସମୟ ରେ ଘର ପୋଛା ଲଗେଇବା ଉଚିତ ନୁହେଁ ଏହା ଦ୍ୱାରା ଘରେ ଅଶାନ୍ତି ଦେଖା ଦେଇଥାଏ | ବହୁତ ଅମଙ୍ଗଳ ହୋଇଥାଏ ତେବେ ଏହା କରିବା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ | ବନ୍ଧୁଗଣ ମାସିକ ଧର୍ମ ସମୟ ରେ ମହିଳାଙ୍କୁ ଭୁଲ ରେ ମଧ୍ୟ ଝାଡୁ ପୋଛା କରିବା ଉଚିତ ନୁହେଁ ଏହି ସମୟ ରେ ଝାଡୁ ପୋଛା କରିବା ଭୁଲ ହୋଇଥାଏ | ମାତା ଲକ୍ଷ୍ମୀ କରିଧିତ ହୁଅନ୍ତି, ଦରିଦ୍ରତା ଆସିଥାଏ | ବ୍ୟକ୍ତି କାଙ୍ଗାଳ ହୋଇଯାଏ, ଗରୁଡ଼ ପୁରାଣ ରେ ମଧ୍ୟ କୁହାଯାଇଛି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button