ଦେଶ ବିଦେଶ

ବନ୍ଧୁଗଣ ମଣିଷ ଜୀବନରେ ସଫଳତା ଓ ବିଫଳତା ଗ୍ରହ ମାନଙ୍କର ଚଳନ କାରଣରୁ ମିଳିଥାଏ । ତେବେ ଆସନ୍ତା ଜାନୁଆରୀ 26 ତାରିଖ ପବିତ୍ର ଶ୍ରୀପଞ୍ଚମୀ ବା ସରସ୍ଵତୀ ପୂଜା ଦିନ ଗ୍ରହ ମାନଙ୍କ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଫଳରେ ଗ୍ରହ ମାନଙ୍କରେ ଏକ ମହା ସଂଯୋଗ ଘଟିବାକୁ ଯାଉଛି । ଏହି ସଂଯୋଗ ରାଶିଙ୍କ ଉପରେ ନୂତନ ପ୍ରଭାବ ପକାଇବାକୁ ଯାଉଛି । by TaboolaSponsored Links You May Like Special Offer: Save Big On Premium Watches Luxury Watches ଯାହା ଫଳରେ ରାଶି ଚକ୍ରର ଏହି 3ଟି ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବ । ଯାହା ଫଳରେ ଏମାନଙ୍କୁ ଅଧିକ ଧନ ଅର୍ଜନ କରିବାର ନୂଆ ବାଟ ଖୋଲିଯିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ବୃଷ ରାଶି : ଆପଣଙ୍କ ପାଇଁ ରାଜଯୋଗ ସୃଷ୍ଟି ହେବ ପବିତ୍ର ଶ୍ରୀପଞ୍ଚମୀ ଠାରୁ । ଆପଣ ସମସ୍ୟାର ସମଧାନ କରିବେ । ମା ସରସ୍ଵତୀଙ୍କ କୃପାରୁ ଧନ ଲାଭ ହେବ । ବ୍ୟବସାୟ ଓ ଚାକିରିରେ ଉନ୍ନତି ହେବ । ଏମାନେ ନିଜର ସବୁ ଅସୁବିଧା କୁ ସଫଳତାର ସହ ସମାଧାନ କରି ପାରିବେ । ପ୍ରେମ ଜୀବନର ନୂଆ ଆରମ୍ଭ ହେବ । ଯେଉଁ କାମ ଅଟକି ରହିଥିଲା ତାହା ପୁରା ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହଯୋଗ ପାଇ ଖୁସି ହେବେ । ପରିବାର ରେ ଧାର୍ମିକ କାର୍ଯ୍ୟ ର ଆୟୋଜନ ହୋଇପାରେ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ମାତା ପିତା ଙ୍କ ଆଶୀର୍ବାଦ ରୁ କ୍ୟାରିୟରରେ ସଫଳତା ହାସଲ କରିବେ । ମିଥୁନ ରାଶି : ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନରେ ସଫଳତା ଆଡକୁ ଆଗେଇ ଯିବେ । ଜୀବନରେ ସବୁ ଅସୁବିଧାକୁ ସହଜ ଓ ସରଳ ଭାବେ ସମାଧାନ କରି ପାରିବେ । ନିଜ ଜୀବନରେ ଏବେ ସବୁବେଳେ ସୁଖରେ ରହିବେ । ଧନର ଲାଭ ହେବ । ବ୍ୟବସାୟରେ ଉନ୍ନତି ଓ ପ୍ରଗତି ଘଟିବ । ଚାକିରି କ୍ଷେତ୍ରରେ ବି ଉନ୍ନତି ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା କାରଣରୁ ଆପଣଙ୍କ ଜୀବନରେ ଉନ୍ନତି ଦେଖାଯିବ । ଯାହା ବି କାମ କରିବେ ସେଥିରେ ସଫଳ ହେବେ । ଆତ୍ମବିଶ୍ଵାସ ରେବୃଦ୍ଧି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଲୋକେ ଆପଣଙ୍କର ରାୟ ମାଗି କାମ କରିବେ । କନ୍ୟା ରାଶି : ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନରେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ । ଧନ ପ୍ରାପ୍ତ ହେବ । ଜୀବନରେ ଥିବା ସବୁ ସମସ୍ୟାକୁ ଦୂର କରିବେ । ପରିବାରରେ ସମସ୍ତେ ଖୁସି ରେ ରହିବେ । ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଲାଭବାନ ହେବେ । ଏଥି ସହ ଚାକିରି କ୍ଷେତ୍ରରେ ପଦୋନ୍ନତି ଓ ଲାଭ ପ୍ରାପ୍ତ ହେବ । ଯାହା ଫଳରେ ଅଧିକରୁ ଅଧିକ ଧନ ଅର୍ଜନ ହେବ । ଦାଂପତ୍ଯ ଜୀବନ ବି ସୁଖମୟ ହେବ । ସମାଜରେ ପ୍ରସିଦ୍ଧି ଓ ସମ୍ମାନ ଆପଣଙ୍କୁ ମିଳିବ । ଆପଣ ମାନେ ଖୁସି ରେ ରହିବେ ।

ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ଘରର ରୋଷେଇ ଘର କେମିତି, କେଉଁଠି ଓ କିପରି ହେବା ଉଚିତ । ରୋଷେଇ ଘରର ଘରର କେଉଁ କୋଣରେ ହେଲେ ବାସ୍ତୁ ଅନୁଯାଇ ଠିକ ହେବ, ଘରେ ସୁଖ ଶାନ୍ତିର ବାତାବାରଣ ଜାରି ରହିବ । ମଣିଷର ଖାଦ୍ଯର ଆବଶ୍ୟକତାକୁ ନେଇ ରୋଷେଇ ଘରର ପରିକଳ୍ପନା । ଯଦି ରୋଷେଇ ଘର ଠିକ ନ ରୁହେ ତେବେ ଖାଦ୍ୟ ଜନିତ ସମସ୍ଯା ଦେଖାଯାଏ । ଘରେ ଝଗଡା ହେବାର ମୁଖ୍ୟ କାରଣ ବାସ୍ତୁ ଅନୁଯାୟୀ ରୋଷେଇ ଘର ଠିକେ ଭାବେ ହୋଇ ନାହି ।

ଘରର ଦକ୍ଷିଣ-ପୁର କୋଣରେ ରୋଷେଇ ଘରେ ହେବା ଉଚିତ । ଯେଉଁ ସ୍ଥାନରେ ହଳଦିଆ ରଙ୍ଗ ଲଗାଯାଇ ରୋଷେଇ ଘର ଲେଖା ଯାଇଥାଏ ସେହି ସ୍ଥାନରେ ଦକ୍ଷିଣ-ପୂର୍ବ ବା ଆଗ୍ନେୟ କଣରେ ରୋଷେଇ ଘର ହେବା ଉଚିତ । ରୋଷେଇ ଘରର କବାଟ କେଉଁ କୋଣରେ ହେବା ଉଚିତ । ରୋଷେଇ ଘରର କବାଟ ଉତ୍ତର ବା ପୂର୍ବ ଦିଗରେ ହେବା ଶୁଭ । ରୋଷେଇ ଘରେ ଝରକା ବା ଆଡଯଷ୍ଟ ଫ୍ୟାନ ରହୁଛି ତେବେ ଏହା ପୂର୍ବ ଦିଗରେ ହେବା ଉଚିତ ।

ଯଦି ରୋଷେଇ ଘରେ ଚୁଲି ବା ରୋଷେଇ ଘରର କବାଟର ଠିକ ଆଗରେ ଚୁଲି ରଖିବା ଅନୁଚିତ । ରୋଷେଇ ଘରର କାନ୍ତର ରଙ୍ଗ ହଳଦିଆ, କମଳା, ଗୋଲାପି, ଚକଲେଟ ରଙ୍ଗ ହେବା ଉଚିତ । କୌଣସି ସ୍ଥିତିରେ କଳା ବା ଧଳା ରଙ୍ଗ କରନ୍ତୁ ନାହି । ରୋଷେଇ ଘରେ ଓଭନ, ଅଟା, ଚାଉଳ ରଖୁଛନ୍ତି ଏହି ଜିନିଷକୁ ରୋଷେଇ ଘରର ଦକ୍ଷିଣ କାନ୍ଥରେ ରଖନ୍ତୁ । ଗ୍ଯାସରେ ରଖୁଥିଲେ ରୋଷେଇ ଘରର ଦକ୍ଷିଣ-ପୂର୍ବ ଦିଗରେ ରହିବା ଉଚିତ ।

ରୋଷେଇ ଘରେ ସଫା ରଖିବା କୁଣ୍ଡ, ପାଣି ଜାଗା ରହୁଛନ୍ତି ତେବେ ଉତ୍ତର-ପୂର୍ବ ବା ପୂର୍ବ ଦିଗରେ ରଖାଯାଇ ପାରେ । ରୋଷେଇ ଘରେ ଅଲଗା ଜିନିଷ ଯଥା ମସଲା ଡବା, ବାସନ ହେଉ ସେସବୁ ପଶ୍ଚିମ ବା ଦକ୍ଷିଣ ଦିଗରେ ରଖାଯାଇପାରେ । ରୋଷେଇ ଘରେ ଫ୍ରିଜ ରଖୁଥିଲେ ଦକ୍ଷିଣ-ପଶ୍ଚିମ କୋଣରେ ରଖିବା ଉଚିତ । ଯଦି ଫ୍ରିଜ ରଖିବାକୁ ଏଠାରେ ସ୍ଥାନ ନାହି ତେବେ ଉତ୍ତର- ପୂର୍ବ ଦିଗରେ ଏହାକୁ ରଖିପାରେ । ରୋଷେଇ ଘରେ ଆପଣ ଖାଇବା ଟେବଲ ରଖୁଛନ୍ତି ଏହା ଉତ୍ତର-ପଶ୍ଚିମ ବା ପଶ୍ଚିମ ଦିଗରେ ପକାଇବା ଉଚିତ ।

ଖାଇବା ସମୟରେ ଉତ୍ତର ବା ପୂର୍ବ ଦିଗରେ ମୁହଁ କରି ଖାଇବା ଉଚିତ । ରୋଷେଇ ସରଞ୍ଜାମ ଦକ୍ଷିଣ ଦିଗରେ ରହିବା ଉଚିତ । ପାଣି ବେଶିନ ଉତ୍ତର-ପୂର୍ବ ରେ ରହିବା ଉଚିତ । ଏହି ସବୁ କଥା ପ୍ରତି ଧ୍ୟାନ ଦେବେ ରୋଷେଇ ଘର ବାସ୍ତୁ ଅନୁଯାୟୀ ସଠିକ ହୋଇଥାଏ ।

ଯେଉଁ ମାନେ ନୂଆ ଘର ତିଆରି କରୁଛନ୍ତି ସେମାନେ ଏ ସବୁ ଦିଗ ପାର୍ଟି ଧ୍ୟାନ ଦେବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button