ଜୀବନଶୈଳୀ

କଣ ଆପଣ ବି ରାତିରେ ଖାଉଛନ୍ତି କି ରୁଟି ? ଜାଣନ୍ତୁ ଭୟଙ୍କର କଥା

ଆମ ଭାରତରେ ପୂର୍ବ ଭାରତୀୟ ଲୋକ ମାନେ ଅଧିକ ଗହମ ଖାଦ୍ୟ ଖାଇଥାନ୍ତି, ତେବେ ଏହା କାହିଁକିନା ଶେଠୀ ଗହମ ଅଧିକ ପରିମାଣରେ ହୋଇଥାଏ, ଏହା ଛଡା ଦକ୍ଷିଣ ଭାରତ ଆଉ ଆମ ଓଡିଶାରେ ଲୋକ ଅଧିକ ଭାତ ସେବନ କରନ୍ତି କିନ୍ତୁ ଏବେ ଆମ ଓଡିଶାରେ ମଧ୍ୟ ରୁଟି ବହୁତ ଅଧିକ ପରିମାଣରେ ସେବନ କରା ଯାଉଛି ।

ତେବେ ରୁଟି ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ବାହାର ଦେଶରେ ରୁଟିକୁ ବ୍ରେଡ କୁହା ଯାଇଥାଏ, ଶେଠୀ ବି ଲୋକ ଏହାର ସେବନ କରନ୍ତି କାହିଁକିନା ଗହମ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ରୁଟିରେ ବିଟାମିନ୍ସ ର ଭଣ୍ଡାର ହୋଇଥାଏ ଯେଉଁ ଲୋକ ରୁଟି ସେବନ କରନ୍ତି ନାହିଁ ତାଙ୍କ ଶରୀରରେ ବହୁତ କିଛି ବିଟାମିନ ଅଭାବ ଦେଖିବାକୁ ମିଳିଥାଏ, ତେବେ ଆସନ୍ତୁ ରୁଟି ଖାଇବାର ଲାଭ ବିଷୟରେ ଜାଣିବା ।

୧. ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ରୁଟି ଖାଇବା ଦ୍ଵାରା ଆମ ଶରୀରରେ ନୂଆ ରକ୍ତ ନିର୍ମାଣ ହୋଇଥାଏ, ତେବେ ଏହା ଛଡା ରୁଟି ଖାଇବା ଦ୍ଵାରା ଆମ ରକ୍ତରେ ଥିବା ଅଶୁଦ୍ଧି ସବୁ ନଷ୍ଟ ହୋଇଥାଏ ଆଉ ଆମ ଶରୀରକୁ ରୋଗରୁ ଲଢିବା ପାଇଁ ଶକ୍ତି ମିଳିଥାଏ । ରୁଟି ଖାଇବା ଦ୍ଵାରା ଆମ ଶରୀର ରକ୍ତ ଅଭାବ ଦୂର ହୋଇଥାଏ କାହିଁକିନା ଗହମରେ ଆଇରନ ହୋଇଥାଏ ଯାହା ଆମ ଶରୀରରେ ନୂଆ ରକ୍ତ ନିର୍ମାଣ କରିବାରେ ସାହାଯ୍ୟ କରିଥାଏ ।

୨. ଯଦି ଆପଣଙ୍କୁ ଆଣ୍ଠୁ ଗଣ୍ଠି ବିନ୍ଧା ରହିଥାଏ ତେବେ ଆପଣଙ୍କୁ ଏହି ରୁଟି ସେବନ କରିବା ଆବଶ୍ୟକ ହୋଇଥାଏ କାହିଁକିନା ରୁଟିରେ ଭରପୁର ମାତ୍ରାରେ ବିଟାମିନ ଆଉ କ୍ୟାଲସିଅମ ରହିଥାଏ ଯାହା ଦ୍ଵାରା ଆମ ଶରୀର ହାଡ ମଜବୁତ ହୋଇଥାଏ ଆଉ ହାଡ ବିନ୍ଧା ଦରଜ ସବୁ ଦୂର ହୋଇଥାଏ ।

୩. ଯଦି ଆପଣଙ୍କୁ ହାଇ ବିପି ବା ଲୋ ବିପି ଅଛି ତେବେ ଆପଣଙ୍କୁ ରୁଟି ସେବନ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ବିପି ନିୟନ୍ତ୍ରଣରେ ରହିଥାଏ । ଯଦି ଆପଣଙ୍କୁ କିଡନିରେ ଷ୍ଟୋନ ଭଳି ଅନୁଭବ ହେଉଛି ତେବେ ଆପଣଙ୍କୁ ରୁଟି ସେବନ କରିବା ଉଚିତ କାହିଁକିନା ରୁଟିରେ ଫାଇବାର ମାତ୍ରା ବହୁତ ଅଧିକ ହୋଇଥାଏ ଆଉ ରୁଟି ଖାଇଲେ ଆପଣଙ୍କ ଷ୍ଟୋନ ମେଲ୍ଟ ହବାର ଚାନ୍ସ ରହିଥାଏ ।

୪. ଆଜିକା ସମୟରେ ପ୍ରାୟତଃ ଲୋକଙ୍କୁ ମଧୁ ମେହ ସମସ୍ଯା ଅଛି ତେବେ ରୁଟି ଖାଇଲେ ଆପଣଙ୍କ ମଧୁ ମେହ ନିୟନ୍ତ୍ରଣରେ ରହିଥାଏ କାହିଁକିନା ଏହା ଆପଣଙ୍କ ଇନସୁଲିନ ନାମକ ହାର୍ମୋନକୁ ସଠିକ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ ଯାହା ଦ୍ଵାରା ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button