ଦେଶ ବିଦେଶ

ଯେଉଁ ମହିଳାଙ୍କ ଭିତରେ ଥାଏ ଏହି ଗୁଣ ସେମାନଙ୍କୁ କୁହାଯାଏ ଆଲ୍ଫା ଓମେନ, ଲକ୍ଷେରେ ଗୋଟିଏ ହେଇଥାନ୍ତି ଏମିତି ମହିଳା

ମହିଳାମାନେ ସବୁବେଳେ ଅନ୍ୟକୁ ଖୁସିରେ ରଖିଥାନ୍ତି ଏବଂ ନିଜେ ମଧ୍ୟ ଖୁସିରେ ରହିଥାନ୍ତି । ଯଦି କୌଣସି କାରଣ ପାଇଁ ତାଙ୍କ ମନ ଭଲ ନାହିଁ ତାହେଲେ ଆପଣ ସେମାନଙ୍କର ତାରିଫ କଲେ ସେମାନଙ୍କୁ ଭଲ ଲାଗିଥାଏ ଏବଂ ସେମାନେ ଖୁସି ମଧ୍ୟ ହୋଇଯାଇ ଥାନ୍ତି । ଆଜି ଆମେ ଏମିତି ମହିଳାଙ୍କ ବିଷୟରେ କଥା ହେବା ଯାହାର ଯେତେ ପ୍ରଶଂସା କଲେ ମଧ୍ୟ ସରିବ ନାହିଁ । ‘ଆଲ୍ଫା ୱୁମେନ’ କୁ ଇଂରାଜୀ ରେ ‘ସୁପର ୱୁମେନ’ ବୋଲି କୁହାଯାଇ ଥାଏ । ଏହି ମହିଳା ମାନଙ୍କ ଭିତରେ ଏତେ ଗୁଣ ଥାଏ କି ସେମାନଙ୍କୁ ପ୍ରଶଂସା ନକରି ରହିହେବ ନାହିଁ ।କେଉଁ ମହିଳା ମାନଙ୍କୁ କୁହାଯାଇଥାଏ ‘ଆଲ୍ଫା ୱୁମେନ’
ଯେଉଁ ମହିଳା ମାନଙ୍କ ଭିତରେ ଅନ୍ୟ ମହିଳାଙ୍କ ତୁଳନାରେ ବିଶେଷ ଗୁଣ ଥାଏ ସେହି ମହିଳା ମାନଙ୍କୁ ହିଁ ଏପରି ନାମ ଦିଆଯାଇ ଥାଏ । ବହୁତ ଅଧ୍ୟୟନ ପରେ ହିଁ ମହିଳା ମାନଙ୍କୁ ଏପରି ନାମ ଦିଆଯାଇଛି । ତାହେଲେ ଆସନ୍ତୁ ଜାଣିବା ସେହି ଗୁଣ ଗୁଡିକ ବିଷୟରେ ।

ଯେଉଁ ମହିଳାଙ୍କ ଭିତରେ ଅଧିକ ଆତ୍ମବିଶ୍ଵାସ ଥାଏ ସେମାନଙ୍କୁ ହିଁ ଏହି ନାମରେ ତୁଳନା କରାଯାଇ ଥାଏ । ତାଙ୍କର ଏହି ଆତ୍ମବିଶ୍ଵାସ କୁ ଓଭର କନ୍ଫିଡେନ୍ସ ବୋଲି କୁହନ୍ତୁ ନାହିଁ ।

 

ଏହି ଭଳି ମହିଳା ମାନେ ନିଜର ଆତ୍ମବିଶ୍ଵାସ କୁ ସକରାତ୍ମକ ଉପାୟରେ କରିଥାନ୍ତି ଏବଂ ସେମାନେ କୌଣସି ବି ପରିସ୍ଥିତିରେ ହାର ମାନି ନଥାନ୍ତି ଓ ନିରାଶ ମଧ୍ୟ ହୁଅନ୍ତି ନାହିଁ ।

ଏହି ମହିଳାମାନେ ସବୁ କାମକୁ ବହୁତ ସହଜରେ କରିଦେଇ ଥାନ୍ତି । ଏହା ପଛରେ ତାଙ୍କ କଠିନ ପରିଶ୍ରମ ଥାଏ । ତାଙ୍କ ଭୁଲକୁ ବି ଭୁଲ ବୋଲି କୁହାଯାଇ ନଥାଏ ।

ଏହି ମହିଳା ମାନେ କେବେ ହେଲେ କାହାକୁ ଧୋକା ଦେଇ ନଥାନ୍ତି । ତାଙ୍କର ହୃଦୟରେ ଏବଂ ମୁହଁରେ ଗୋଟିଏ ହିଁ କଥା ରହିଥାଏ । ଏହି କାରଣ ପାଇଁ କେତେକ ଲୋକଙ୍କର ମନ ମଧ୍ୟ ଦୁଃଖ ହୋଇଥାଏ । କିନ୍ତୁ ଯାହା ପାଖରେ ସତକୁ ସାମନା କରିବାର ସାହସ ଥିବ ସେ କେବେ ହେଲେ ବି ଏହି କଥାକୁ ଖରାପ ଭାବିବ ନାହିଁ ।

ଏହି ମହିଳା ମାନଙ୍କର ଭାବନା ଏହା ହୋଇଥାଏ କି ଯଦି କାହାର ଦୁର୍ବଳତା ବାହାର କରିବାରେ ସଫଳତା ମିଳିଥାଏ ତାହେଲେ ଏଥିରେ କିଛି ହେଲେ ବି ଭୁଲ ନାହିଁ । ଏମାନେ ଯେଉଁ କାମ ନିଜ ହାତକୁ ନେଇଥାନ୍ତି ତାକୁ ଯାହା ବି ହେଲେ ସମ୍ପୂର୍ଣ କରିଥାନ୍ତି ।

 

ଏହି ମହିଳା ମାନେ କାହାକୁ ହେଲେ ବି ନୀଚ ଦେଖାଇବା ପାଇଁ ଚାହାଁନ୍ତି ନାହିଁ । ଏମାନଙ୍କ ଅନୁସାରେ ଯେଉଁ ଲୋକ ପ୍ରତିଯୋଗୀତା ର ଆଡରେ ରହିଥାଏ ସେ ଜୀବନରେ ସଫଳ ହୋଇ ନଥାଏ ।

ଏହି ମହିଳା ମାନେ ସବୁ କାମକୁ ନିଜ ହିସାବରେ ହିଁ କରିଥାନ୍ତି ଏବଂ ତାଙ୍କର ଏହି କାମକୁ ଦେଖି ସମସ୍ତେ ତାଙ୍କୁ ସଲାମ ମଧ୍ୟ କରିଥାନ୍ତି । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button