ମନୋରଞ୍ଜନ

ପୁରୁଣା ସୋଫା ରୁ ବାହାରିଲା କିଛି ଏମିତି ଜିନିଷ ଏବେ ତିନି ସାଙ୍ଗ ମସ୍ତି କରୁଛନ୍ତି

କେହିବି ଭାବି ନଥିଲେ କବାଡି ବାଲାଠୁ କିଣା ଯାଇଥିବା ଏହି ସୋଫାରୁ ବାହାରିବ ଏତେ ଟଙ୍କା, ଜୀବନ ସାରା ବି ଖଟିଲେ ଏତେ ରୋଜଗାର କରି ପାରିବେନି ଆପଣ

ଆଜ୍ଞା କେହି ଜଣେ ସତ କହିଛି କି ଭାଗ୍ୟ ରେ ଜାହା ଥାଏ ତାହା ,ସତ ହିଁ ହୋଇ ଥାଏ । ଏମିତି କିଛି ଜଣଙ୍କ ଭାଗ୍ୟ ରେ କିଛି ବି ନଥାଏ ସେମାନେ ଯେତେ ମାତ୍ରା ରେ ଚେଷ୍ଟା କରିଲେ ମଧ୍ଯ ସେମାନେ କେବେ ବି ସଫଳ ହୋଇ ପାନ୍ତି ନାହିଁ . କିନ୍ତୁ କିଛି ଲୋକ ଏମିତି ବି ରହିଛନ୍ତି ଯେଉଁମାନେ କି କିଛି ଜିବନ ରେ ସ୍ବପ୍ନ ନ ଦେଖି ମଧ୍ଯ ସେମାନେ ବହୁତ କିଛି ପାଇ ପାରନ୍ତି । ଖାଲସ ସେଇଥି ପାଇଁ ଆମେ ଆଜି କିଛି ଏମିତି ଘଟଣା କହିବା ପାଇଁ ଜାଉଛୁ ଜାହାକୁ ଶୁଣି ଆପଣ ହୁଏତ ବହୁତ ଆଶ୍ଚର୍ଯ୍ଯ ହୋଇ ପାରନ୍ତି ଓ ଏହା ସହିତ ବହୁତ ଖୁସି ହୋଇ ପାନ୍ାତି । ବା ଇର୍ସା ରେ ଜଳି ପରନ୍ତି । ତେବେ ଆସନ୍ତୁ ଟିକିଏ ଜାଣି ନେବା ସଂମ୍ପର୍ଣ୍ଣ ଘଟଣା ଟି କଣ ।

ଆଜ୍ଞା କଥା କଣ କି ତିନି ବିଦ୍ଯାର୍ଥି ସହରରେ ଗୋଟିଏ ପୁରୁଣା ପ୍ଲାଟ ଭଡ଼ା ରେ ନାବା ପାଇଁ ଗଲେ ଓ ବହୁତ କଷ୍ଟ ରେ ସେମାନଙ୍କୁ ସେହି ଭଡା ଫ୍ଲାଟ ଟି ମିଳି ଥିଲା । ପରେ ସେମାନେ ସେଠାରେ ରହି ପାଠ ପଢିବା ପାଇଁ ଠିକ୍ କଲେ କିନ୍ତୁ ଏମିତି ବେଳେ ପ୍ରଥମେ ସେହି ଘରର ପରିସ୍ଥିତି ଖରାପ ଥିବାରୁ ସେମାନେ ସେହି ଘରକୁ ସଜାଡିବା ପାଇଁ ଚେଷ୍ଚା କରିଲେ ପରେ ସେମାନେ ଆଗରୁ ରହୁଥିବା ସେହି ଘରର ଲୋକଙ୍କ କିଛି ଜିନିଷ ପତ୍ର ପାଇଲେ କିନ୍ତୁ ସେମାନେ ଜାଣି ନଥିଲେ କି ସେହି ପୁରୁଣା ଜିନିଷ ହିଁ ସେମାନଙ୍କ ଭାଗ୍ଯ ଖୋଲି ଦେବ ବୋଲି ।

 

ଏମିତି ରେ ସେମାନେ ସେହି ଜିନିଷ ରେ ଥିବା ଗୋଟିଏ ପୁରୁଣଆ ସଫା କୁ ଫୋପାଡି ବା କୁ ଯିବା ବେଳେ ଜଣଙ୍କ ମନ ରେ ବହୁତ ମାତ୍ରା ରେ ସନ୍ଧେହ ହେଲା ପରେ ସେମାନେ ସେହି ସଫା କୁ ଫୋପାଡି ବା ପୂର୍ବ ରୁ ହିଁ ଥରେ ଜାଞ୍ଚ କରିବା ପାଇଁ ଚେଷ୍ଟା କରିଲେ କିନ୍ତୁ ସେମାନେ ସେହି ଗୁଡିକୁ ଜାଞ୍ଚ କରିବା ପରେ ଜାହା ପାଇଲେ ଆପଣବି ବହୁତ ଡରି ଯିବେ । କଣ ଭାବିଲେ ସାପ କି ନାହିଁ ଆଜ୍ଞା ସେଥିରେ ସାଫ ନଥିଲା ବରଂ ସେଥିରେ ପ୍ରାୟ ବର୍ତ୍ତି ରହିଥିବା ଟଙ୍କା ରହିଥିଲା । ସେହି ସଫା ରେ ଲୁଚି ଥିବା ଟଙ୍କା କୁ ଦେଖି ସେମାନେ ବହୁତ ଖୁସି ହୋଲେ ଏମିତି ରେ ଜଣା ପଡିଛି କି ସେଥିରେ ପ୍ରାୟ 50 ହଜାର ଡଲ୍ଲର ରୁ ଅଧିକା ଟଙ୍କା ଥିଲା ଏହି ଘଟଣା ଟି ଆମେରିକା ରେ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button