ଜୀବନଶୈଳୀ

ଋତୁସ୍ରାବ ବିଷୟରେ ପୁଅମାନେ ଜାଣିବା କେତେ ଜରୁରୀ ?

ମାନେ ଜାଣିଥିବେ ପିରିଏଡ ସମୟରେ ଯୁବତୀ ବା ମହିଳା ମାନେ ଅନେକ କଷ୍ଟ ଭୋଗ କରିଥାନ୍ତି । ପିରିଏଡ ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ ଯାହା ପ୍ରତି ମାସରେ ଥରେ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ପିରିଏଡ ବିଷୟରେ ପୁଅ ମାନେ ଜାଣିବା କେତେ ଜରୁରୀ ହୋଇଥାଏ । ପିରିଏଡ ସମୟରେ ଯେତେ ପରିଷ୍କାର ପରିଛନ୍ନ ରହିବା ଦରକାର । ପ୍ରତି ୪ରୁ ୬ ଘଣ୍ଟା ମଧ୍ୟରେ ସ୍ୟାନିଟାରି ପ୍ୟାଡକୁ ବଦଳାଇବାକୁ ହେବ ।

 

ଚେଞ୍ଜ କରିବା କାହିଁଙ୍କି ଦରକାର ନା ଯେବେ ରକ୍ତ ହେଭି ହୁଏ ସେତେବେଳେ ପ୍ୟାଡ ବଦଳାଇବା ଉଚିତ । ଯଦି ନାରୀ ମାନଙ୍କର ହେଭି ବ୍ଲଡ଼ ଯାଉଛି ଆଉ ପ୍ୟାଡ ଚେଞ୍ଜ କରୁ ନାହାନ୍ତି ତେବେ ରିୟାଶେଷ ହେବାର ଚାନ୍ସ ଅଧିକ ଥାଏ । ମଳଦ୍ଵାର ଯାଏଁ ପିରିଏଡ ସମୟରେ ଵାସ କରିବା ଉଚିତ । ସାବୁନ ପିରିଏଡ ସମୟରେ ବ୍ୟବହାର କରିବା ଉଚିତ ନୁହେଁ । ଏହି ସମୟରେ ରେଗୁଲାର ଖାଦ୍ୟ ଖାଆନ୍ତୁ । ଅଳ୍ପ ଅଳ୍ପ କରି ଖାଇବା ଉଚିତ ।

କେବେ ବି ଏହି ସମୟରେ ପେଟ ଖାଲି ରଖିବା ଉଚିତ ନୁହେଁ । ଅବିବାହିତ ଝିଅ ଅଧିକ ଚିନ୍ତା ନ କରି ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ । ପ୍ୟାଡ ଚେଞ୍ଜ କରିବା ପରେ ତାକୁ ଭଲ ଭାବେ ପରିଷ୍କାର କରି ଗୋଟେ ଜାରି ବା ପେପରରେ ବାନ୍ଧି ଫିଙ୍ଗିବା ଉଚିତ ନ ହେଲେ ବ୍ୟାକ୍ଟେରିୟା ସ୍ପ୍ରେଡ ହୋଇପାରେ । ବର୍ତ୍ତମାନ ସମୟରେ ପିରିଏଡ କୁ ନେଇ ଅନେକ ଅନ୍ଧବିଶ୍ଵାସ ରହିଛି । ଆଗରୁ କୁହା ଯାଉଥିଲା ପିରିଏଡ ସମୟରେ ରୋଷେଇ ଘରକୁ ଯାଇ ରୋଷେଇ କରିଲେ ଖାଦ୍ୟ ଖରାପ ହୋଇଥାଏ ଏହା କିନ୍ତୁ ଭୁଲ ଧାରଣ ଅଟେ ।

 

ପିରିଏଡ ସମୟରେ ମୁଣ୍ଡ ନ ଧୋଇବା ଭଳି ପ୍ରଥା ରହିଥିଲା ପୂର୍ବ କାଳରୁ । ଜଣେ ଯୁବତୀ ର ପିରିଏଡ ବିଷୟରେ ଜଣେ ଯୁବକ ଜଣାଇବା ନିହାତି ଜରୁରୀ ଅଟେ । କାରଣ ଯଦି ଆପଣଙ୍କ ପାର୍ଟନର ଏହା ବିଷୟରେ ସଠିକ ଭାବେ ଜଣାଇ ଥିବେ ତେବେ ନିଶ୍ଚୟ ଆପଣଙ୍କୁ ସାହାଜ୍ଯ କରି ପାରିବେ । ଏହି ସମୟରେ ପୁଅ ମାନେ ଝିଅ ମାନଙ୍କୁ ସାହାଜ୍ଯ କରିବା ଉଚିତ ।

ପେରିମେନୋପଜ ର କାରଣ ହେଉଛି ଯଦି ଗୋଟେ ବର୍ଷ ରୁ ଅଧିକ ପିରିଏଡ ନ ହୁଏ ତେବେ ଏହି ସମସ୍ଯା ଦେଖା ଯାଇଥାଏ । ପେରିମେନୋପେଜ ହେବାର ଲକ୍ଷଣ ହେଉଛି ଜଏଣ୍ଟ ପେନ ହେବା, ସ୍କିନ ଶୁଷ୍କ ହେବା, ସହବାସ ବେଳେ କଷ୍ଟ ଅନୁଭବ କରିବା, ପରିସ୍ରା ବାରମ୍ବାର ହେବ କିମ୍ବା ବାରମ୍ବାର ୟୁରିନ ଇନଫେକସନ ହେବା, ମୁଡ ରେ ବାରମ୍ବାର ପରିବର୍ତ୍ତନ ଘଟିବା, ପ୍ରବଳ ଗରମ ହେବା, ଝାଳ ବୋହିବା ଏବଂ ସଙ୍ଗେ ସଙ୍ଗେ ଥଣ୍ଡା ଲାଗିବା, ଅଣନିଶ୍ଵାସୀ ଲାଗିବା, ଛାତି ଧଡଧଡ ହେବା, ଗୋଡ ହାତ ବିନ୍ଧିବା ଇତ୍ୟାଦି ।

 

ଏହି ସମସ୍ଯା ହେବାର ପ୍ରପର ବୟସ ହେଉଛି ୪୦ ବର୍ଷରୁ ଆରମ୍ଭ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button