ବିଚାର

ମହିଳା ନିଜ ବୟଫ୍ରେଣ୍ଡ ସହ ଦେଖା କରିବା ପାଇଁ ପୁରା ଶହର ରେ କରିଦେଲେ କାଣ୍ଡ, ସୋଶିଅଲ ମିଡିଆ ରେ ହେଇଛି ଭାଇରାଲ

ସୋଶିଅଲ ମିଡିଆ ରେ ଆଜି କାଲୀ ଲୋକ ନିଜ ସବୁ କଥା ଶେୟର କରୁଛନ୍ତି ସେ କୌଠି ଅଛନ୍ତି କାହା ସହ ଅଛନ୍ତି କଣ କରୁଛନ୍ତି କଣ ଖାଉଛନ୍ତି ? ସବୁ ଜିନିଷ ତେବେ ଆଜିକା ସମୟ ରେ ସୋଶିଅଲ ମିଡିଆ ସମସ୍ତେ ବ୍ୟବହାର କରୁଛନ୍ତି ଓ ଲୋକ ନିଜ ସୋଶିଅଲ ମିଡିଆ ରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ତାଙ୍କୁ ନିଜେ ଜଣା ନାହିଁ ଯେ ତାଙ୍କୁ ନିଜ ଜୀବନ ରେ କଣ ଦରକାର ।

ଏହା ଗୋଟେ ଝିଅ ବିଷୟରେ ଅଟେ ଯିଏ ରାସ୍ତା ରେ ନିଜ ବୟଫ୍ରେଣ୍ଡ ପାଇଁ ମେସେଜ ଲେଖିଥିଲେ, ଯାହା ସ୍ଥାନୀୟ ଲୋକେ ସୋଶିଅଲ ମିଡିଆ ରେ ଶେୟର କରିଥିଲେ ।

ସ୍ଥାନୀୟ ଲୋକଙ୍କ ଅନୁଯାଇ ଝିଅ ଏହି ମେସେଜ ତା ବୟଫ୍ରେଣ୍ଡ ଦେଖୁ ଓ ତା ପାଖକୁ ଫେରି ଆସୁ ବୋଲି ଲୋକେ ଏହି ମେସେଜ କୁ ଶେୟର କରିଥିଲେ । ଝିଅ ବୟଫ୍ରେଣ୍ଡ ନା କୃଶ ବୋଲି ଲୋକ କହୁଛନ୍ତି, ପିଟର ବରୋଜ ଏହା ଝିଅ ନା ଅଟେ ଯିଏ ନିଜ ବୟଫ୍ରେଣ୍ଡ ସହ ଦେଖା କରିବା ପାଇଁ ଓ ତାଙ୍କୁ ମଣେଇବା ପାଇଁ ଏହି ଭଳି ରାସ୍ତା ଆପଣେଇଛନ୍ତି ।

ବହୁତ ଲୋକ ଏହା ମଧ୍ୟ କହୁଛନ୍ତି ଯେ ପିଟର ଏହି ଆଇଡିଆ ବହୁତ ଫନି ଅଟେ, ଓ କେତେକ ଲୋକଙ୍କୁ ଏହି ମେସେଜ ପସନ୍ଦ ଆସି ନାହିଁ । ଏବେ ଲୋକ ଏହି ମେସେ ଦେଖି ଏହା ଭାବୁଛନ୍ତି ଯେ କୃଶ କିଏ ଓ ସେ ନିଜ ଗର୍ଲଫ୍ରେଣ୍ଡ କୁ ଦେଖା କରିବା ପାଇଁ କାହିଁକି ଚାହୁଁ ନାହାନ୍ତି ।

ଖବର ଅନୁଯାଇ ପିଟର କୃଶ ଛୁଆ ର ମାଁ ହବାକୁ ଯାଉଛନ୍ତି ସେଥିପାଇଁ ହଇରାଣ ହୋଇ ଏମିତିକା କାମ କରୁଛନ୍ତି । ମହିଳାଙ୍କ ଗିରଫତାର ହେଲା ପରେ ଗୋଟେ ୟୁଜର ଲେଖିଛନ୍ତି ଯେ କ୍ରିସ କିଏ ଏହା ମୁଁ ଜାଣିବା ପାଇଁ ଚାହୁଁଛୁ ଓ କଣ ଏହା ପରେ ସେ ମହିଳାଙ୍କୁ ଫୋନ କରିବ ନା ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button