ସ୍ୱାସ୍ଥ୍ୟ

ଶା-ରିରୀକ ସ-ମ୍ବନ୍ଧ ରଖିବା ପାଇଁ ବଟିକା ଖାଇଲେ କଣ ହୁଏ ଜାଣନ୍ତୁ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ କି ସେ-କ୍ସ୍ ପାଇଁ ଔଷଧ ଖାଇଲେ କଣ ହୋଇଥାଏ। ତେବେ ଆପଣ ମାନେ ଜାଣିଥିବେ କି ମାର୍କେଟ ରେ ଅନେକ ପ୍ରକାରର ଆୟର୍ବେଦିକ ଓ ଏଲୋପଥିକ୍ ଏଭଳି ଅନେକ ସେ-କ୍ସୁ-ଆ-ଲ ମେଡିସିନ ବାହାରୁ ଅଛି। ହେଲେ ତାହା ଶରୀର ପାଇଁ କେତେ ଯେ କ୍ଷତି କାରକ ଅଟେ ବୋଧ ହୁଏ ତାହା କେହୀ ମଧ୍ୟ ଜାଣି ପାରୁ ନାହାଁନ୍ତି।
ଏହା ନିଜ ଗୋଡ଼ରେ ନିଜେ କୁରାଢି ମାରିବା ସଦୃଶ୍ୟ ଅଟେ। ଯେଉଁମାନେ ମେଡିସିନ କହୁଛନ୍ତି ତାଙ୍କ ଶରୀରରେ କିଛି ନା କିଛି ବେମାରୀ ହେଉଛି ମାତ୍ର ସେମାନେ ଜାଣିବା ସମୟକୁ କିଛି ନଥାଏ। ତେଣୁ ଟ୍ୟାବଲେଟ ଖାଇ ସେ-କ୍ସୁ-ଆ-ଲ ହେବା ଏହା ଶରୀର ପକ୍ଷେ ଘୋର ଖରାପ୍ ଅଟେ। ନିଜର ସକ୍ଷମ ହିସାବ ରେ କାମ କରିବା ଉଚିତ। ନିଜର ଷ୍ଟେଜ କୁ ଦେଖି କରିବାର ଅଛି। ସେଥିପାଇଁ ସେ-କ୍ସୁ-ଆ-ଲ ଟ୍ୟାବଲେଟ ଖାଇବା ଅନେକ ମାରାତ୍ମକ ଅଟେ।
ଏହି ସମ୍ପର୍କ ରେ ଜଣେ ଡାକ୍ତର ଉଦାହରଣ ଦେବାକୁ ଯାଇ କହିଥିଲେ କି ଗୋଟେ ଗଛ ଲଗାଇଲେ ଯେଭଳି ଗଛ ଟି ଉର୍ବର ହୋଇ ବଢେ ମାତ୍ର ସାର ଦେଲେ ଫଳନ୍ତି ଗଛ ରେ ମଧ୍ଯ ପୋକ ଲାଗି ଯାଇଥାଏ। ସେଭଳି ମଣିଷ ଅତ୍ୟଧିକ ସେ-କ୍ସୁ-ଆ-ଲ ଟ୍ୟାବଲେଟ ଖାଇଲେ ମଧ୍ୟ ତାଙ୍କର ମଧ୍ୟ ଏହି ଅବସ୍ଥା ଦେଖା ଦେବ। ଏହାର ଏକ ଷ୍ଟେଜ ଥାଏ ଏବଂ ଏହାକୁ କଣ୍ଟ୍ରୋଲ କରିବା ମଧ୍ଯ ନିହାତି ଦରକାର୍ ହୋଇଥାଏ।
ଏଥିପାଇଁ ଆପଣ ମାନେ ଟ୍ୟାବଲେଟ ଖାଇ କେବେ ହେଲେ ମଧ୍ୟ ସେ-କ୍ସୁ-ଆ-ଲ ଯାଆନ୍ତୁ ନାହିଁ। ଏଭଳୀ କରିବା ଦ୍ୱାରା ଏହା ଶରୀର ପକ୍ଷେ ବେଶ କ୍ଷତି କାରକ ହୋଇଥାଏ। ଏଥି ପାଇଁ ଆପଣଙ୍କୁ ନିଶ୍ଚିତ ଭାବରେ ସଚେତନ ରହିବା ଉଚିତ ଅଟେ। ତେବେ ଆପଣ ମାନେ ଡାକ୍ତର ଙ୍କ ପରାମର୍ଶ ନେଇ ଯେଉଁ ମେଡିସିନ ଖାଇବା କଥା ଖାଆନ୍ତୁ। ଏଭଳି ନକଲେ ଏହା ଅନେକ ବେମାରୀ ର କରଣ ହୋଇ ଯାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button