ଏହି 10 ଟି ଅକ୍ଷରରୁ ଆରମ୍ଭ ବ୍ୟକ୍ତିଙ୍କ ନାମ ବହୁତ Beautiful ହୋଇଥାଏ, ତେବେ କ’ଣ ଆପଣଙ୍କ ନାମ ଏଥିରେ ଅଛି କି !

ବନ୍ଧୁଗଣ ଆମ ନାମର ପ୍ରଥମ ଅକ୍ଷର ଆମ ବିଷୟରେ ବହୁତ କିଛି କହି ଦେଇଥାଏ । ତେଣୁ କରି ଯଦି ଆପଣ ମାନେ ନିଜ ନାମର ପ୍ରଥମ ଅକ୍ଷର ଅନୁଯାଇ ନିଜର ସ୍ଵଭାବ ବିଷୟରେ ଜାଣିବାକୁ ଚାହୁଁଛନ୍ତି । କି ଆପଣଙ୍କର ଲଭରଙ୍କ ନାମର ପ୍ରଥମ ଅକ୍ଷର ଅନୁଯାଇ ତାଙ୍କର ନେଚର ବିଷୟରେ ଜାଣିବାକୁ ଚାହୁଁଥାନ୍ତି । ତେବେ ଆମେ ଆପଣଙ୍କୁ ସେହି ନାମର ପ୍ରଥମ ଲେଟର ଅନୁଯାଇ ତାଙ୍କ ସ୍ଵଭାବ ବିଷୟରେ କହିବା ପାଇଁ ଯାଉଛୁ । ତେବେ ବିଳମ୍ବ ନକରି ଶୀଘ୍ର ଶୀଘ୍ର ନିଜର ନାମର ପ୍ରଥମ ଲେଟର ଭାବିକି ରଖି ଦିଅନ୍ତୁ ।
T-ଏହି t ଅକ୍ଷରରୁ ଆରମ୍ଭ ବ୍ୟକ୍ତିଙ୍କର ସ୍ଵଭାବ ବିଷୟରେ ଯଦି ଆମେ ଏଠାରେ ଆପଣଙ୍କୁ କହିବୁ । ତେବେ ସେମାନେ ସାମାନ୍ୟ ଡେଞ୍ଜାରିଅସ ହୋଇଥାନ୍ତି ।
A-ଯେଉଁ ମାନଙ୍କର ନାମର ଆରମ୍ଭ a ଅକ୍ଷରରୁ ଆରମ୍ଭ ହୋଇଥାନ୍ତି । ସେମାନେ ବହୁତ ହିଁ ଲକି ହୋଇଥାନ୍ତି । କାରଣ ଏମାନଙ୍କ ନାମର ପ୍ରଥମ ଲେଟର ହିଁ ତାଙ୍କୁ ଲକି ଫିଲ୍ କରାଇଥାଏ ।
F-ଏହି ଲେଟରରୁ ଆରମ୍ଭ ନାମ ଯାହାର ସେହି ନାମ ଗୁଡିକ ସବୁ ନଟି ହୋଇଥାନ୍ତି । ଯାହାକୁ ଆମେ ସାଧରଣତଃ କହିଥାଉ naughty name ।
B-ଯଦି ଆପଣଙ୍କ ମାନଙ୍କ ମଧ୍ୟରୁ କାହାର ନାମ b ଲେଟରରୁ ଆରମ୍ଭ ହୋଇଥାଏ । ତେବେ ତାଙ୍କ ନାମ ବହୁତ ହିଁ ସ୍ଵୀଟ୍ ହୋଇଥାଏ । ଏହି ନାମର ବ୍ୟକ୍ତିଙ୍କ ସ୍ଵଭାବ ବହୁତ ମଧୁର ହୋଇଥାଏ ।
V-ଏହି ଲେଟରର ନାମ ଯାହାର ସେମାନେ ବହୁତ ହ୍ୟାଣ୍ଡସମ ହୋଇଥାନ୍ତି । କାରଣ v ଲେଟରର ନାମ ଲୋକ ମାନେ ବହୁତ ଆକର୍ଷଣୀୟ ଦେଖିବାକୁ ହୋଇଥାନ୍ତି ।
M-ଏହି ବ୍ୟକ୍ତିର ନାମ ପ୍ରକୃତ ନାମ ଅଟେ । ଏମାନେ ଅନ୍ୟ କାହାକୁ ଧୋକା ଦେବାକୁ ପସନ୍ଦ କରନ୍ତି ନାହିଁ ।
H-h ଲେଟରର ନାମର ବ୍ୟକ୍ତିଙ୍କର ସାମାନ୍ୟ ଆଟିଟ୍ଯୁଡ ରହିଥାଏ ।
Y-ଏମାନଙ୍କ ନାମ ହିଁ ଏମନଙ୍କୁ କରିଥାଏ ବହୁତ ବିଉଟିଫୁଲ୍ । କାରଣ y ଅକ୍ଷରରୁ ଆରମ୍ଭ ନାମ ବହୁତ ସୁନ୍ଦର ହୋଇଥାଏ ।
S-ଯାହାର ନାମ s ଲେଟରରୁ ଆରମ୍ଭ ହୋଇଥାଏ । ସେମାନଙ୍କ ପର୍ସୋନାଲିଟି ବହୁତ ଲଭଲି ହୋଇଥାଏ ।
R-ଏହି ନାମର ଲୋକ ବହୁତ କ୍ୟୁଟ ହୋଇଥାନ୍ତି । କାରଣ ଏହି ଲେଟରରୁ ଆରମ୍ଭ ବ୍ୟକ୍ତିଙ୍କର ନାମ ହିଁ କହିଥାଏ । ସେମାନେ ବହୁତ ସୁନ୍ଦର ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଆପଣଙ୍କ ନାମର ପ୍ରଥମ ଲେଟର ଅନୁସାରେ ଆପଣଙ୍କ ସ୍ଵଭାବ କିଭଳି ? ଆମକୁ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ