ନୀତି

Interesting Odia Gk- ପ୍ରସାଦରେ ତୁଳସୀ ପତ୍ର କାହିଁକି ପଡେ ? କଣ ଆପଣ ଜାଣିଛନ୍ତି ?

ବନ୍ଧୁଗଣ, କିଛି ଏଭଳି ପ୍ରଶ୍ନ ଉତ୍ତର ରହିଥାଏ ଯାହାକୁ ଆମ୍ଭେ ସାଧାରଣଜ୍ଞାନ କହିଥାଉ । ଏହା କିଛି ମାତ୍ରାରେ ଆମ୍ଭକୁ ଜଣାଥିଲେ ଆଉ କେତେକ ପ୍ରଶ୍ନ ମାନଙ୍କର ଉତ୍ତର ଆମ୍ଭକୁ ଜଣା ନଥାଏ । ତେବେ ଆଜି ଆମ୍ଭେ ଆପଣଙ୍କୁ ସେହିଭଳି କିଛି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା କି ବିଦ୍ୟାର୍ଥୀ ମାନଙ୍କ ପାଇଁ ଉପଯୋଗୀ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- କେଉଁ ଦେଶରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମାତ୍ର ୧ ବର୍ଷ ହୋଇଥାଏ ?

ଉତ୍ତର;- ସୁଇଜରଲ୍ୟାଣ୍ଡ ।

୨;- ଗାନ୍ଧୀଙ୍କ ପୂର୍ବରୁ ଭାରତୀୟ ନୋଟରେ କାହାର ଚାବି ଥିଲା ?

ଉତ୍ତର;- ଅଶୋକସ୍ତମ୍ଭ ।

୩;- କେଉଁ ଦେଶ QR code ଆବିଷ୍କାର କରିଥିଲା ?

ଉତ୍ତର;- ଜାପାନ ଆବିଷ୍କାର ।

୪;- ଗୌତମ ବୁଦ୍ଧଙ୍କ ପିଲା ଦିନର ନାମ କଣ ?

ଉତ୍ତର;- ସିଦ୍ଧାର୍ଥ ।

୫;- ପୁଲୱାମା ଆକ୍ରମଣ କେଉଁ ପୁସ୍ତକରୁ ଅଣାଯାଇଅଛି ?

ଉତ୍ତର;- ରୁକବେଦ ।

୬;- instagram କେବେ ସ୍ଥାପନ କରା ଯାଇଥିଲା ?

ଉତ୍ତର;- ୨୦୧୦ ।

୭;- parle-g ବିସ୍କୁଟ ଉପରେ ଥିବା ଝିଅର ନାମ କ’ଣ ?

ଉତ୍ତର;- ନିରୁ ଦେଶପାଣ୍ଡେ ।

୮;- ଭାରତରେ ସର୍ବ ପ୍ରଥମେ କେଉଁ ମସିହାରେ ରେଳସେବା ଆରମ୍ଭ ହୋଇଥିଲା ?

ଉତ୍ତର;- ୧୮୫୩ ମସିହାରେ ।

୯;- କେଉଁ ରାଜ୍ୟରେ ସବୁଠୁ ଅଧିକ ଏୟାରପୋର୍ଟ ଅଛି ?

ଉତ୍ତର;- କେରଳ ।

୧୦;- ଭାରତର କେଉଁ ରାଜ୍ୟରେ ରାବଣଙ୍କ ମନ୍ଦିର ଅଛି ?

ଉତ୍ତର;- ମହାରାଷ୍ଟ୍ର ।

୧୧;- ୧ କିଲୋମିଟରରେ କେତେ ମିଟର ହୋଇଥାଏ ?

ଉତ୍ତର;- ୧୦୦୦ ମିଟର ।

୧୨;- “କର ବା ମର” ସ୍ଲୋଗାନ ଟି କିଏ ଦେଇଥିଲେ ?

ଉତ୍ତର;- ମହାତ୍ମାଗାନ୍ଧୀ ।

୧୩;- ମଣିଷର ଆଖି କେତେ ଦୂର ପର୍ଯ୍ୟନ୍ତ ଦେଖିପାରେ ?

ଉତ୍ତର;- ୨୦ କିଲୋମିଟର ।

୧୪;- ଚୀନରେ ସମୁଦାୟ କେତୋଟି ରାଜ୍ୟ ଅଛି ?

ଉତ୍ତର;- ୩୪ ଟି ।

୧୫;- ମଣିଷ କେଉଁ ଗ୍ଯାସ ଶୁଙ୍ଘିଲେ ହସିଥାଏ ?

ଉତ୍ତର;- ନାଇଟ୍ରସ ଆକ୍ସାଇଡ ଗ୍ୟାସ ।

୧୬;- କପିଳାସ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉତ୍ତର;- ଢେଙ୍କାନାଳ ।

୧୭;- ପ୍ରଥମ ମହିଳା ଲୋକସଭା ବାଚସ୍ପତି କିଏ ?

ଉତ୍ତର;- ମୀରା କୁମାରୀ ।

୧୮;- ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ କିଏ ?

ଉତ୍ତର;- ମଙ୍ଗଳ ପାଣ୍ଡେ ।

୧୯;- ରବୀନ୍ଦ୍ର ନାଥ ଠାକୁର କେଉଁ ମସିହାରେ ଜନ୍ମ ଗ୍ରହଣ କରିଥିଲେ ?

ଉତ୍ତର;- ୧୮୬୧ ମସିହାରେ ।

୨୦;- ପ୍ରସାଦରେ ତୁଳସୀ ପତ୍ର କାହିଁକି ପଡେ ?

ଉତ୍ତର;- ତୁଳସୀ ପତ୍ର ରେ ଔଷଧୀୟ ଗୁଣ ରହିଥାଏ, ଯାହାକି ବାୟୁ ମଣ୍ଡଳରେ ଥିବା ସଂକ୍ରମିତ ରୋଗ ତଥା ଜୀବାଣୁ ଅଛନ୍ତି, ସେହି ରୋଗ ଜୀବାଣୁ ରୁ ପ୍ରସାଦ କୁ ରକ୍ଷା କରିଥାଏ ତୁଳସୀ ପତ୍ର, ଏହା ସହିତ ପ୍ରସାଦ କୁ ପବିତ୍ର କରିଥାଏ ତୁଳସୀ ପତ୍ର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button