ମନୋରଞ୍ଜନ

Kajol ଙ୍କ ସହିତ Bollywood ର ଏହି 5 ଜଣ ଫେମସ ଅଭିନେତ୍ରୀ କାହିଁକି ସୁପର ହିଟ ଫିଲ୍ମ ର ଅଫର କୁ କରିଦେଲେ ମନା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଏଭଳି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ଯେଉଁମାନେ କିଛି ସୁପରହିଟ ଫିଲ୍ମ ରେ ଅଭିନୟ କରିବାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।
ବନ୍ଧୁଗଣ କିଛି ଫିଲ୍ମ ର ଅଫର କୁ ରିଜେକ୍ଟ କରିବାର ପରମ୍ପରା ବହୁତ ଆଗରୁ ଚାଲି ଆସୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର କିଛି ଏଭଳି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସୁପରହିଟ ଫିଲ୍ମ ର ଅଫର କୁ ମଧ୍ୟ ରିଜେକ୍ଟ କରୁଛନ୍ତି।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ବଲିଉଡ ଏବଂ ସାଉଥ ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବ୍ଲକ ବଷ୍ଟର ଫିଲ୍ମ ର ଅଫର କୁ ରିଜେକ୍ଟ କରିଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘କାଜଲ ଅଗ୍ରୱାଲ’। ଏହି ଅଭିନେତ୍ରୀ ଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସୁପରହିଟ ଫିଲ୍ମ ‘ରାଧେ ଶ୍ୟାମ’ ଫିଲ୍ମ ରେ ଅଭିନେତା ପ୍ରଭାସ ଙ୍କ ଅପୋଜିଟ ପ୍ରେରଣା ନାମକ ଚରିତ୍ରରେ ଅଭିନୟ କରିବାର ଅଫର ଆସିଥିଲା। କିନ୍ତୁ ସେ ଏହି ଅଫର କୁ ରିଜେକ୍ଟ କରିଥିଲେ। କାରଣ ସେହି ସମୟରେ ସେ ନିଜର ବ୍ୟକ୍ତିଗତ ଜୀବନ ରେ ବ୍ୟସ୍ତ ରହିଥିଲେ।ଏହା ପରେ ଏହି ଫିଲ୍ମ ରେ ଅନ୍ୟ ସାଉଥ ଅଭିନେତ୍ରୀ ‘ପୂଜା ହେଗଡେ’ ଏହି ଫିଲ୍ମ ରେ ଅଭିନୟ କରି ଥିବାର ଦେଖିବାକୁ ମିଳୁଛି।

୨. ବନ୍ଧୁଗଣ ଦ୍ବିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘ଶ୍ରଦ୍ଧା କପୁର’।ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅପ କମିଙ୍ଗ ଫିଲ୍ମ ‘ଆନିମଲ’ ରେ ମୁଖ୍ୟ ଚରିତ୍ର ରୂପରେ ଅଭିନୟ କରିବାର ଅଫର ଆସିଥିଲା କିନ୍ତୁ ଏହାର ସର୍ତ୍ତ ଥିଲା ତାଙ୍କୁ ନିଜର ସମସ୍ତ ଅପ କମିଙ୍ଗ ପ୍ରୋଜେକ୍ଟ କୁ ଛାଡ଼ିବାକୁ ପଡ଼ିବ। ତେଣୁ ସେ ଏହି ଅଫର କୁ ରିଜେକ୍ଟ କରିଥିଲେ। ଏହା ପରେ ଏହି ଫିଲ୍ମ ରେ ଅଭିନେତ୍ରୀ ‘ପରିଣୀତି ଚୋପ୍ରା’ ଙ୍କୁ ସିଲେକ୍ଟ କରା ଯାଇଛି ଏବଂ ଏହି ଫିଲ୍ମ ର ସୁଟିଂ ମଧ୍ୟ ଆରମ୍ଭ ହୋଇ ସାରିଛି।

୩. ବନ୍ଧୁଗଣ ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି,ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ‘ନେନତାରା’। ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅପ କମିଙ୍ଗ ଫିଲ୍ମ ‘ମାଷ୍ଟର’ ରେ ଲିଡ଼ ରୋଲ ର ଅଫର ଆସିଥିଲା ଏବଂ ତାଙ୍କ ଅପୋଜିଟ ରେ ଅଭିନେତା ବିଜୟ ଏହି ଫିଲ୍ମ ରେ ଅଭିନୟ କରିଛନ୍ତି। କିନ୍ତୁ ଏହି ଅଫର କୁ ନେନତାରା ରିଜେକ୍ଟ କରିଥିଲେ। କାରଣ ସେ କହିଥିଲେ ଯେ ତାଙ୍କର ଏବଂ ବିଜୟ ଙ୍କ ଯୋଡି କୁ ଦର୍ଶକ ମାନେ ପସନ୍ଦ କରି ପାରନ୍ତି ନାହିଁ। ଯାହାଫଳରେ ଏହି ଫିଲ୍ମ ଫ୍ଲଫ ମଧ୍ୟ ହୋଇପାରିବ। ଏହା ପରେ ଏହି ଫିଲ୍ମ ରେ ଲିଡ଼ ରୋଲ ରେ ଅଭିନୟ କରିବା ନିମନ୍ତେ ଅଭିନେତ୍ରୀ ‘ମାଳବିକା ମୋହନ’ ଙ୍କୁ ସିଲେକ୍ଟ କରାଯାଇଛି।

୪. ବନ୍ଧୁଗଣ ଚତୁର୍ଥ ଅଭିନେତ୍ରୀ ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ରେ ବର୍ତ୍ତମାନ ପାଦ ରଖିଥିବା ଅଭିନେତ୍ରୀ ‘ଅନନ୍ୟା ପାଣ୍ଡେ’। ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କୁ ସଲମାନ ଖାଁ ଙ୍କ ଅପ କମିଙ୍ଗ ଫିଲ୍ମ ‘ରାଧେ’ ରେ ଲିଡ଼ ରୋଲ ର ଅଫର ଆସିଥିଲା କିନ୍ତୁ ସେ ଏହାକୁ ରିଜେକ୍ଟ କରିଥିଲେ। କାରଣ ସେ କହିଥିଲେ ସଲମାନ ଙ୍କ ସହ ଅଭିନୟ କରିବାରେ ସେ କମ୍ଫରଟେବଲ ଫିଲ କରିବେ ନାହିଁ ତେଣୁ ସେ ଏହି ଅଫରକୁ ରିଜେକ୍ଟ କରିଥିଲେ। ଏହାପରେ ଏହି ଫିଲ୍ମ ରେ ଲିଡ଼ ରୋଲ ଭାବରେ ଅଭିନେତ୍ରୀ ‘ଦିଶା ପଟାନୀ’ ଙ୍କୁ ସିଲେକ୍ଟ କରାଯାଇଥିଲା।

୫. କାଜୋଲ- ଏହି ଲିଷ୍ଟ ର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ର ଫେମସ ଅଭିନେତ୍ରୀ କାଜୋଲ । ସେ ଅପକମିଙ୍ଗ ଫିଲ୍ମ KGF 2 ର ରବୀନା କରିଥିବା ନକରାତ୍ମକ ଚରିତ୍ର ରମିକା ସେନ କ୍ୟାରେକ୍ଟର ପ୍ଲେ କରିବାକୁ ମନା କରି ଦେଇଥିଲେ । ତାଙ୍କୁ ରବିନା ଙ୍କ ପୂର୍ବରୁ ରମିକା ଚରିତ୍ର ଟି ଅଫର ହୋଇଥିଲା । ସେ ଏହା କହି ମନା କରି ଦେଇଥିଲେ କି ନକରାତ୍ମକ ଚରିତ୍ର କରିବାକୁ ଚାହାଁନ୍ତି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button