ଦେଶ ବିଦେଶ

ସବୁଠୁ ଅଧିକ ଗର୍ବୀ ହୋଇଥାନ୍ତି ଏହି 3 ଟି ନାମର ଝିଅ

ସୂଚନା ଅନୁସାରେ ଦୁନିଆରେ ପ୍ରତ୍ଯେକ ମନୁଷ୍ୟଙ୍କର ସ୍ଵଭାବ ସମାନ ପ୍ରକୃତିର ହୋଇନଥାଏ । ସେଥିମଧ୍ୟରୁ କିଛି ଲୋକଙ୍କ ସ୍ଵଭାବ ବହୁତ ଗର୍ବୀତା ବା ଘମଣ୍ଡୀ ହୋଇଥାଏ । କାହାକୁ ନିଜର ସୁନ୍ଦର ରୂପ, କାହାକୁ ନିଜର ଅଧିକ ଟଙ୍କା, କେଉଁ ବ୍ୟକ୍ତିକୁ ନିଜ ଜୀବନରେ ସଫଳତା ମିଳିଯିବା କାରଣରୁ ସେହି ବ୍ୟକ୍ତିକୁ  ଅଧିକ ଗର୍ବ ଆସିଯାଇଥାଏ । କିଛି ଲୋକମାନେ କୌଣସି କାରଣ ବଶତଃ ଯଦି ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ହୋଇଥାନ୍ତି ।

 

ତେବେ ସେହି ଲୋକମାନଙ୍କ ମନରେ ଜାଣତରେ ହେଉ ଅବା ଅଜାଣତରେ ଅଂହ ଭାବନା ଚାଲିଆସିଥାଏ । ତାଙ୍କ ମନରେ ସ୍ଵତଃ ପୂର୍ବକ ଗର୍ବ ଆସିଯାଇଥାଏ । ଏହି ୩ ଅକ୍ଷରରୁ ଆରମ୍ଭ ନାମର ଝିଅମାନେ ବହୁତ ଘମଣ୍ଡୀ ଧରଣର ହୋଇଥାନ୍ତି । ପ୍ରଥମ ଅକ୍ଷର ହେଉଛି A । ଏହି ଅକ୍ଷରରୁ ଆରମ୍ଭ ଯେଉଁ ଝିଅମାନଙ୍କର ହୋଇଥାଏ । ସେହି ଝିଅମାନେ ସାଧାରଣତଃ ଉଚ ଷ୍ଟାଟସ୍ ର ହୋଇଥାନ୍ତି ।

ଏମାନେ ନିଜ ଠାରୁ କମ୍ ଷ୍ଟାଟସ୍ ଲୋକମାନଙ୍କୁ ଏତେ ପସନ୍ଦ କରିନଥାନ୍ତି । ଏମାନଙ୍କର ପସନ୍ଦ ବହୁତ ଉଚମାନର ହୋଇଥାଏ । ଏହି କାରଣ ବଶତଃ ସେହି ଝିଅମାନଙ୍କୁ ଘମଣ୍ଡୀ ଝିଅର ଆକ୍ଷା ମିଳିଥାଏ । ସେହି ଝିଅମାନେ ପ୍ରାୟତଃ ନିଜର ଗର୍ବ ଓ ଅଂହଭାବନା ବିଷୟରେ ଜାଣିପାରିନଥାନ୍ତି । ସେଥିପାଇଁ ଏହି ଝିଅମାନଙ୍କୁ ଇମ୍ପପ୍ରେସ୍ କରିବା ଏତେ ସହଜ ହୋଇନଥାଏ । ଦିତୀୟରେ ଯେଉଁ ଝିମାନଙ୍କର ନାମର ଆରମ୍ଭ D ଅକ୍ଷରରୁ ହୋଇଥାଏ ।

 

ସେମାନଙ୍କର ସ୍ଵଭାବ ବହୁତ ଗର୍ବୀତା ହୋଇଥାଏ କିନ୍ତୁ ସେମାନେ ବାହାର ଲୋକଙ୍କ ସାମ୍ନାରେ ସେପରି ବ୍ୟବହାର କରିନଥାନ୍ତି । ଏହି ନାମର ଝିଅମାନେ ନିଜକୁ ସବୁଠାରୁ ସୁନ୍ଦର ମଣିଥାନ୍ତି।   ଯେତେବେଳେ ଦରକାର କଥା ଆସିଥାଏ । ସେତେବେଳେ ସେମାନେ ତାଙ୍କର ଅସଲ ଚେହେରା ସମସ୍ତଙ୍କୁ ଜଣାଇଥାନ୍ତି  । ଏହି ଝିଅମାନେ ପ୍ରାୟ ପୁଅକୁ ଭାଉ ମଧ୍ୟ ଦେଇନଥାନ୍ତି । ସେଥିପାଇଁ ପୁଅମାନେ ମଧ୍ୟ ଏହି ନାମର ଝିଅମାନଙ୍କୁ ଘମଣ୍ଡୀ ଝିଅର ସ୍ଥାନ ଦେଇଥାନ୍ତି ।

ଏମାନେ ନିଜ ଦୁନିଆରେ ବଞ୍ଚିବା ପାଇଁ ବହୁତ ଭଲ ପାଇଥାନ୍ତି । ତୃତୀୟରେ ଯେଉଁ ଝିଅମାନଙ୍କର ନାମର ଆରମ୍ଭ K ଅକ୍ଷରରୁ ହୋଇଥାଏ । ସେହି ଝିଅମାନେ ନିଜର ସୁନ୍ଦର ଚେହେରା, ଧନ ଓ ନିଜର କ୍ଯାରିଅରର ସଫଳତାକୁ ନେଇ ବହୁତ ଗର୍ବ କରିଥାନ୍ତି । ଏହି ଝିଅମାନେ ନିଜଠୁ କମ୍ ଷ୍ଟାଣ୍ଡାର୍ଡ ଲୋକମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ପସନ୍ଦ କରିନଥାନ୍ତି ।

 

ଏମାନେ ଅନ୍ୟକୁ ଦେଖି ବହୁତ ଈର୍ଷା ମଧ୍ୟ କରିଥାନ୍ତି । ଯଦି ଏହି ଝିଅମାନଙ୍କ ଠାରୁ କେହି ଅଧିକ ଉନ୍ନତି କରିଥାଏ । ତେବେ ସେମାନେ ତାଙ୍କୁ ଦେଖି ସହ୍ୟ କରିପାରିନଥାନ୍ତି । ଏହି ନାମର ଝିମାନଙ୍କର ଏହି ଗର୍ବ ଓ ଈର୍ଷା ଭାବନା ଥିବା କାରଣରୁ ସେମାନଙ୍କୁ ପ୍ରାୟତଃ ଲୋକ ପସନ୍ଦ ମଧ୍ୟ କରିନଥାନ୍ତି । ଏହା ସହ ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button