ବିଚାର

ବାଛନ୍ତୁ ଗୋଟେ ମୁଦି ଆଉ ଜାଣନ୍ତୁ ନିଜ ଜୀବନର କିଛି ସତ୍ୟ ( Personality Test )

ଶାସ୍ତ୍ର ଅନୁସାରେ ଆମ ପସନ୍ଦ ଆମ ପାଇଁ ଖୁବ ମହତ୍ଵ ରଖିଥାଏ । ଯାହା ଦ୍ଵାରା ଆମେ ଜାଣୀ ଥାଉ କି ଆମେ କାହାକୁ ପସନ୍ଦ କରୁଛେ ଏହା ଦ୍ଵାରା ଏହା ମଧ୍ୟ ଜଣା ଯାଇ ଥାଏ କି ଏହା ଆମ ପାଇଁ କେତେ ମାନେ ରଖୀ ଥାଏ । ଆମେ ଆଜି କହିବା କି ଯେଉଁ ମାନେ ନିଜର ପସନ୍ଦ ଜାହିର କରିଥାନ୍ତି ଆମେ ତାଙ୍କ ପସନ୍ଦ ଦ୍ଵାରା  ମଧ୍ୟ ସେମାନଙ୍କ ସ୍ଵଭାବ କଥା ଜାଣି ପାରିବା । ଏହା ସହ ଆମେ ଏହା ମଧ୍ୟ ଜାଣି ପାରିବା କି ଆମେ କେଉଁ କାମରେ ଖରାପ ଓ କେଉଁ କାମରେ ଭଲ ଅଟୁ ।

ଆମର କହିବାର ମାନେ ହେଉଛି କି ଆମେ ହା ଦ୍ଵାରା ଏହା ଜାଣି ପାରିବା କି ଆମ ପାଖରେ କଣ ଭଲ ଗୁଣ ଅଛି ଓ କଣ ଖରାପ ଗୁଣ ଅଛି । ତେବେ ଆମେ ଆପଣଙ୍କୁ  ଟି ରିଙ୍ଗ ଦେଖାଇବୁ । ଯାହାକୁ ଆପଣ ପସନ୍ଦ କରିବେ । ଆପଣଙ୍କ ପସନ୍ଦର ଆଧାର ରେ ଆମେ  ଆପଣଙ୍କୁ କହିବା କି  ଆପଣ କେଉଁ ଭଳି ବ୍ୟକ୍ତି ଅଟନ୍ତି । ଆପଣ ଯଦି ପ୍ରଥମ ମୁଦି ବାଛି ଛନ୍ତି ତେବେ ଆପଣ ଏକ ସ୍ଵତନ୍ତ୍ର ଓ ପ୍ରିୟା ମନୁଷ୍ୟ ଅଟନ୍ତି  ।

ଆପଣ କାହା ତଳେ କାମ କରିବା ପାଇଁ ଭଲ ପାଇ ନଥାନ୍ତି । ଆପଣ ସବୁ ବେଳେ ମନ ମଉଜର ହୋଇଥାନ୍ତି । ଆପଣ ସବୁ ବେଳେ ନିଜ କାମକୁ ଅନ୍ୟ ମାନଙ୍କ ଉପରେ ରଖିବା ପାଇଁ ଭଲ ପାଇ ଥାନ୍ତି । ଆପଣ ସବୁ ନିଷ୍ପତ୍ତି ଭବାଇ ଚିନ୍ତି ନେଇ ଥାନ୍ତି । କିନ୍ତୁ ଅନେକ ସମୟରେ ଆପଣ ତର ତର ହୋଇକି କିଛି ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇ ଥାନ୍ତି ।

ଆପଣଙ୍କ କଥା ବହୁତ ମଧୁର ଅଟେ । ଆଜାକୁ ଏହା ପସନ୍ଦ ଆସିଥାଏ ସେ ଆପଣଙ୍କ ଆଡକୁ ଟାଣି ହୋଇ ଯାଇଥାଏ । ଆପଣ ଯଦି କାହାକୁ ଦେଖା କରିବା ପାଇଁ ଯାଉଛନ୍ତି ତେବେ ଆପଣଙ୍କ କଥା ଶୁଣିବା ମାତ୍ରେ ସେ ଆପଣଙ୍କ  ପ୍ରେମରେ ପଡି ଯାଇଥାଏ । ସେମନେ ଆପଣଙ୍କ ପାଖରେ ରହିବା ପାଇଁ ଭଲ ପାଇ ଥାନ୍ତି ।

ସେମାନଙ୍କ ପାଖରୁ କାମ କିଭଳି କାଢିବା ପାଇଁ ହୁଏ ଆପଣ ବହୁତ ଭଲ ଭାବେ ଜାଣିଛନ୍ତି । ଆପଣ ଯଦି ଦ୍ଵିତୀୟ ରିଙ୍ଗ ବାଚିଛନ୍ତି । ଆପଣ ଅଲଗା ରହିବା ପାଇଁ ଭଲ ପାଇ ଥାନ୍ତି । ଆପଣ ନିଜକୁ ନିଜ ଭିତରେ ରଖିବା ପାଇଁ ଭଲ ପାଇ ଥାନ୍ତି ଅଯଥା କଥାରେ ମୁଣ୍ଡ ଖେଳାଇବା ପାଇଁ ଆପଣ ଭଲ ପାଇ ନଥାନ୍ତି ।

ଆପଣ ସବୁ ବେଳେ ଅଲଗା ଅଲଗା କାମରେ ରୁଚି ଦେଖାଇ ନିଜକୁ ବ୍ୟସ୍ତ ରଖିବା ପାଇଁ ଭଲ ପାଇ ଥାନ୍ତି । ଚୁଗୁଲି କରିବା କିମ୍ବା ଚୋରା ଚମ୍ପଟ କାମକୁ ଆପଣ କେବେହେଲେ  ପସନ୍ଦ କରି ନଥାନ୍ତି । ଆପଣ ସବୁ ବେଳେ ହୃଦୟରୁ ଭଲ ହୋଇଥାନ୍ତି । ଆପଣ କମ କଥା କହୁଥିବାରୁ କିଛି ଜଣ ଆପଣଙ୍କୁ ଗର୍ବୀ ବୋଲି ଭାବି ଥାନ୍ତି । ଆପଣ ବହୁତ ଉଦାର ହୋଇଥାନ୍ତି ପ୍ରକୃତରେ ।

ଆପଣ 3 ମୁଦି ବାଚିଛନ୍ତି ଆପଣ ଲୋକଙ୍କ ସହ ମିଶିବା ପାଇଁ ଭଲ ପାଇ ଥାନ୍ତି ଆପଣ ସଚୋଟ କଥା କହିବା ପାଇଁ ଭଲ ପାଇ ଥାନ୍ତି । ଏହା ଆପଣଙ୍କ ପାଖା ପାଖି ଲୋକଙ୍କୁ କଷ୍ଟ ଦେଇଥାଏ । କିନ୍ତୁ ଆପଣଙ୍କ ପସନ୍ଦର ଲୋକମାନେ ଆପଣଙ୍କ ପାଖରେ ସବୁ ଥାନ୍ତି । ଆପଣ ଧାର୍ମିକ ସ୍ଥାନ କିମ୍ବା ଭଗବାନ ଙ୍କ କଥା ଶୁଣିବା ପାଇଁ ଅଧିକା ଭଲ ପାଇ ଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button