ଦେଶ ବିଦେଶ

କେବେଠାରୁ ସୃଷ୍ଟି ହୋଇଥିଲେ କିନ୍ନର!- ଜାଣନ୍ତୁ କଣ ରହିଛି ପୌରାଣିକ ମାନ୍ୟତା

ଆଜି ଆମେ କହିବା କି ଶାସ୍ତ୍ର ପୁରାଣରେ କି-ନ୍ନ-ର ମାନଙ୍କ ମହତ୍ଵ କଣ ଅଛି । ଆପଣ ମାନେ ତ ଜାଣି ଥିବେ କି କି-ନ୍ନ-ର ଆମେ କାହାକୁ କହି ଥାଉ ଓ ଏହା କଣ ପାଇଁ କହୁ । ଭଗବାନ ସୃଷ୍ଟି କରିବା ବେଳେ ଆଗ ଦୁଇଟି ଲୀଙ୍ଗ ଆରମ୍ଭ କରି ଥିଲେ ଓ ସେମାନଙ୍କ ବଂଶ କୁ ବଢାଇବା ପାଇଁ କହି ଥିଲେ । କିନ୍ତୁ କଣ ଆପଣ ଆନେ ଜାଣିଛନ୍ତି କି ଏମାନଙ୍କ ସୃଷ୍ଟି କିଭଳି ହୋଇ ଥିଲା ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

କି-ନ୍ନ-ର ଯାହାକୁ ଆମେ ଦୁଇ ଭାଗରେ କରି ଥାଉ ଆପଣ ମାନେ ବୋଧେ ହୁଏ ଜାଣି ନଥିବେ କିନ୍ତୁ ଏମାନେ ମଧ୍ୟ ଦୁଇ ପ୍ରକାର ଅଟନ୍ତି ପ୍ରଥମ ହେଉଛନ୍ତି କିନ୍ନ ପୁରୁଷ କୁହାଯାଏ ଓ ଦ୍ଵିତୀୟ ହେଉଛି କି-ନ୍ନ-ରୀ ଯାହାକୁ କିନ୍ନ ପୁରୁଷି କୁହାଯାଏ । ଏହି କି-ନ୍ନ-ର ମାନଙ୍କ ସୃଷ୍ଟି କଣ ପାଇଁ ହେଲା ଓ କିଭଳି ହେଲା ଚାଳନ୍ତୁ ଜାଣିବା ଏକ କାହାଣୀ ରୁ । ବହୁ ପୁରତାନ କାଳରେ ପ୍ରଜାପତି କର୍ଦମ ଙ୍କ ର ଏକ ପୁତ୍ର ଥିଲେ ଇଲ ଶେ ଜଣେ ଧର୍ମାତ୍ମା ରାଜା ଥିଲେ ସେ ଥରେ ନିଜ ସେନା ସହ ଏକ ଜଙ୍ଗଲ କୁ ଶି-କା-ର କରିବା ପାଇଁ ଯାଇଥିଲେ କିଛି ଶି-କା-ର କରିବା ପରେ ମଧ୍ୟ ତାଙ୍କ ମନ ଭାରି ନଥିଲା ଆହୁରି ଶି-କା-ର କରିବା ପାଇଁ ସେ ଜଙ୍ଗଲ ମଧ୍ୟକୁ ପଶି ଯାଇ ଥିଲେ ।

କିନ୍ତୁ ସେହି ଦିନ ଭଗବାନ ଶିବ ମା ପାର୍ବତୀ ଙ୍କ ସହ ବିଳାସ ବେସନ ରେ ଥିଲେ ସେ ମା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାରୀ ବେଶ ଧାରଣ କରି ଥିଲେ ଏହା ହେତୁ ସେଠାକାର ସବୁ ଜୀବ ମାନେ ଏମିତିକି ଗଛ ଲତା ମାନେ ମଧ୍ୟ ସତ୍ରା ହୋଇ ଯାଇଥିଲେ ତ ରାଜା ଅଓ ତାଙ୍କ ସେ-ନା ମଧ୍ୟ ନାରୀ ପାଲଟି ଯାଇ ଥିଲେ । ଏହା ଜାଣି ବା ପରେ ସେ ଭଗବାନ ଶିବ ଙ୍କ ପାଖକୁ ଯାଇ ବିନତି କରି ଥିଲେ କିନ୍ତୁ ଭଗବାନ କହି ଥିଲେ କି ତୁମେ କୂହ କି ତୁଆମକୁ କଣ ଦରକାର କିନ୍ତୁ ମୁ ତୁମକୁ ପୁରୁଷତ୍ଵ ଦେଇ ପାରିବି ନି । ଏହା ପରେ ସେ ମା ଏନକେ ଆରାଧନା ଅକ୍ରିୟ ତାଙ୍କୁ ପ୍ରସନ୍ନ କଲେ ମା କହିଲେ କି ମୁ ତୁମକୁ ଅଧା ବାର ଦେଇ ପାରିବି ।

ତୁମେ ଅଧା ମାସ ପୁଅ ଓ ଅଧା ମାସ ଝିଅ ହୋଇ ରହିବ । ଏହା ରାଯାଙ୍କୁ ସ୍ଵୀକାର ଥିଲା ସେ ଇଲା ହୋଇ ରହୁ ଥିଲେ ଓ ଇଲ ହୋଇ ମଧ୍ୟ । କିନ୍ତୁ ସେ-ନା ରେ ଏଖି ଭି ଆଉ ପୁଅ ହୋଇ ପାରି ନଥିଲେ । ଦିନେ ସେମାନେ ଏକ ଭ୍ରମଣ କରିବା ପାଇଁ ଯିବା ବେଳେ ଦେଖିଲେ କି ଚନ୍ଦ୍ରମା ଙ୍କ ପୁତ୍ର ବୁଦ୍ଧ ଙ୍କ ଆଶ୍ରମ ଅଛି ସେଠାରେ ବୁଦ୍ଧ ତାଙ୍କୁ କହିଲେ କି ତୁମେ ମାନେ ଏହି ଜାଗାରେ ରହି ପାର ସେଠାରେ ସେମାନେ ରହିଲେ ବୁଦ୍ଧ କହିଲେ କି ତୁମେ ଆଗକୁ ଯାଇ କିନ ପୁରୁଷି ହେତୁ ତୁମେ କିନ ପୁରୁଷ ମନାଙ୍କୁ ପ୍ରାପତ କରିବ । ଏହା ପରେ ସବୁ ସେଠାରେ ରହିବା କୁ ଲାଗିଲେ । ଏହା ବାଲ୍ମୀକି ଙ୍କ ଉତ୍ତରା କା-ଣ୍ଡ-ରେ ମଧ୍ୟ ଲେଖା ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button