ମନୋରଞ୍ଜନ

Pintu Nanda ଙ୍କ ପାଇଁ ସାହାଯ୍ୟ ମାଗୁ ମାଗୁ କାନ୍ଦି ପକେଇଲେ ଅଭିନେତା Suman

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଭିନେତା ପିନ୍ଟୁ ନନ୍ଦଙ୍କ ପାଇଁ ସାହାଜ୍ଯ ମାଗୁ ମାଗୁ କାନ୍ଦି ପକାଇଲେ ଓଡିଆ କମେଡି କଳାକାର ସୁମନ । ତେବେ ସେ ଜଣେ କଳାକାର ହିସାବରେ ଅନ୍ୟ ଜଣେ କଳାକାରଙ୍କୁ ତାଙ୍କ ଶକ୍ଷ ଅନୁସାରେ ଯେତିକି ପାରିବେ ସେତିକି ସାହାଜ୍ଯ କରିବେ ବୋଲି କହିଛନ୍ତି । ତେବେ ସେ ସମସ୍ତ ଓଡିଶାବାସୀଙ୍କୁ ମଧ୍ୟ ପିନ୍ଟୁ ଭାଇଙ୍କ ସାହାଜ୍ଯର ହାତ ମାଗିଛନ୍ତି ।

ତେବେ ଏପରି ସାହାଜ୍ଯ ମାଗୁ ମାଗୁ ମଧ୍ୟ ସୁମନଙ୍କ ଆଖିରୁ ଲୁହ ମଧ୍ୟ ଝରିଯାଇଥିଲା । ତେବେ ତାଙ୍କ କହିବା ଅନୁଯାଇ ଏ ଗୌରା ଆଜି କାଲି କଣ ଖାଉଛୁ ମାଉଁସ । ତେବେ ଏହି ଗୀତରେ ଅଭିନୟ କରିଥିବା ପିନ୍ଟୁ ଭାଇଙ୍କ ସ୍ଵାସ୍ଥ ଅବସ୍ଥା ବହୁ ମାତ୍ରାରେ ଖରାପ ହୋଇଯାଇଛି । ତେବେ ସେ ଆଉ ମାଉଁସ ଖାଇବା ଅବସ୍ଥାରେ ନାହାନ୍ତି । ପିନ୍ଟୁ ଭାଇଙ୍କୁ ବର୍ତ୍ତମାନ ରୋଗ ହିଁ ଖାଉଛି ।

ଯେଉଁ କାରଣରୁ ସେ ଲିଭର ଶିରୋସିସ ସମସ୍ଯାରେ ପୀଡିତ ଅଛନ୍ତି । ତେବେ ଅଭିନେତା ସୁମନ ଏପରି କିଛି ମଧ୍ୟ ଓଡିଶାବାସୀଙ୍କୁ କହି ପିନ୍ଟୁ ନନ୍ଦଙ୍କ ପାଇଁ ଆର୍ଥିକ ସାହାଜ୍ଯ ମାଗିଛନ୍ତି ।ତେବେ ସୁମନଙ୍କ କହିବା ଆଧାରରେ ଯଦି ଆମେ ନିଜ ଶକ୍ଷ ଅନୁସାରେ କାହାକୁ କିଛି କିଛି ଆର୍ଥିକ ସାହାଜ୍ଯ କରି ଜଣଙ୍କ ଜୀବନ ରକ୍ଷା କରି ଦେଉଛୁ ।

ତେବେ ଏହାଠୁ ବଡ ଆଉ ମହତ କଥା ଆଉ କିଛି ମଧ୍ୟ ହୋଇପାରିବ ନାହିଁ । ତେବେ ଯଦି ଆମେ କାହାକୁ କିଞ୍ଚିତ ମାତ୍ରେ ସାହାଜ୍ଯ କରିଥିବୁ । ତେବେ ଆମ ଅସୁବିଧା ସମୟରେ ଆମକୁ ମଧ୍ୟ ନିହାତି କାହାକୁ ସାହାଜ୍ଯ କରିବାକୁ ଭଗବାନ ପଠାଇବେ । ତେବେ ଏପରି ଭାବରେ ବହୁ ବିନମ୍ର କରି ଅଭିନେତା ପିନ୍ଟୁ ନନ୍ଦଙ୍କ ପାଇଁ ଓଡିଶାବାସୀଙ୍କୁ ବିନମ୍ର ସହକାରେ ଆର୍ଥିକ ସାହାଜ୍ଯ ମାଗିଛନ୍ତି । ତେବେ ଆମ ଓଡିଶାରେ ସାଢେ ୪ କୋଟି ଓଡିଆବାସୀ ରହୁଛନ୍ତି ।

ସେହି ସାଢେ ୪ କୋଟି ଲୋକ ଯଦି ଟଙ୍କାର ଟଙ୍କାଏ ଅର୍ଥ ଦେବେ । ତେବେ ସେହି ସବୁ ଟଙ୍କାକୁ ଯୋଗାଡ କରି ନିହାତି ଭାବରେ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଅବସ୍ଥାରେ ଉନ୍ନତି ଆଣିପାରିବୁ ।ତେବେ ଆପଣ ମାନେ ମଧ୍ୟ ଭଗବାନଙ୍କ ନିକଟରେ ଜଣେ ଓଡିଆ କଳାକାର ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ନିମନ୍ତେ ପ୍ରାଥନା କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button