ଦେଶ ବିଦେଶ

ତୁମେ ଆମ ଦେଶର 5ଜଣ ବୀର ଯବାନଙ୍କୁ ମାରିଛ, ଆମେ ତମର 50 ମାରିବୁ… Indian Army Revenge

ଦେବାଶିଷ ଙ୍କ ଭଳି 5 ଜଣଙ୍କୁ ତମେ ମା-ରି-ଲ । ଏବେ ଆମେ ତମର 50 ଜଣଙ୍କୁ ମା -ରି-ବୁ । ତମ ଘରେ ପଶି ତମକୁ ମା-ରି-କି ଆସିବୁ । କହି କହି ରକ୍ତ ର ପ୍ର-ତି-ଶୋ-ଧ ରକ୍ତ ରେ ନେବୁ । ଟିକେ ଏ ଦୃଶ୍ୟ କୁ ଭଲ କରି ଦେଖନ୍ତୁ । କେତେ ହୃଦୟ ବିଦରାକ ଏହି ଦୃଶ୍ୟ । ଏହାକୁ ଦେଖିଲେ ହୃଦୟ ଖାଲି ଗୋଟେ କଥା କହିବ କି ପ୍ରତିଶୋଧ ।

ପୁରା ଭାରତ ଏବେ ଚାହିଁଛି ଆ-ତ-ଙ୍କ-ବା-ଦୀ ଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ । କାରଣ ଆତଙ୍କବାଦୀ ମାନେ ଛଡାଇ ନେଇଛନ୍ତି ଆମର 5 ଜଣ ଯବାନ । କୁଞ୍ଜ ରେ ଆ-ତ-ଙ୍କ-ବା-ଦୀ ଆ-କ୍ର-ମ-ଣ ପୁରା ଦେଶକୁ ଦୋହଲାଇ ଦେଇଛି । ଆମ ଠାରୁ ଦେବାଶିଷ ଙ୍କ ଭଳି ଆହୁରି 4 ଜଣ ଯବାନ ଙ୍କୁ ଛଡାଇ ନେଇଛି ଆ-ତ-ଙ୍କ-ବା-ଦୀ ଙ୍କ ଆ-କ୍ର-ମ-ଣ ।

ଆଉ ଏହାରି ଭିତରେ ଆରମ୍ଭ ହୋଇଛି ପ୍ର-ତି-ଶୋ-ଧ ପାଇଁ ପ୍ଳାନ । ହଁ ଦର୍ଶକ ବନ୍ଧୁ ଏବେ ପ୍ର-ତି-ଶୋ-ଧ ନେବା ପାଇଁ ଚାହିଁ ରହିଛି ଭାରତୀୟ ସେନା । ଆରମ୍ଭ ହୋଇଛି ଆକ୍ସନ ପ୍ଳାନ । ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ ପରି ଶତ୍ରୁ ର ଘରେ ପଶି ଶତ୍ରୁ କୁ ମା-ରି-ବା ପାଇଁ ଚାଲିଛି ଭିତିରିଆ ଯୋଜନା । କେତେବେଳେ ବି ପାକିସ୍ତାନ ଉପରେ ଆ-କ୍ର-ମ-ଣ ହୋଇପାରେ ।

POK ଭିତରେ ଲୁଚି ରହି ଆ-ତ-ଙ୍କ-ବା-ଦୀ ମାନେ ଯେଉଁ ସାମ୍ରାଜ୍ୟ ଗଢିଛନ୍ତି ତାହାକୁ ଧୂଳିସାତ କରିବା ଭାରତ । ଏଥିପାଇଁ ନିୟୋଜିତ ହୋଇଛନ୍ତି ଭାରତିୟ ସେନା ର ଶକ୍ତିଶାଳୀ କମାଣ୍ଡୋ । ପାରା ମିଲିଟାରୀ ସେକ୍ଟର ରୁ ଆରମ୍ଭ କରି ବିଭିନ୍ନ ସେକ୍ଟର ରୁ ଆସିଛନ୍ତି ଶକ୍ତିଶାଳୀ କମାଣ୍ଡୋ । ଯେଉଁ ମାନଙ୍କର ତଥ୍ୟ କୁ ଭାରତୀୟ ସେନା ଲୁଚାଇ ରଖିଛି ।

ତେବେ ବହୁତ କମ ଦିନ ମଧ୍ୟ ରେ ହୋଇପାରେ POK ଉପରେ ଆ-କ୍ର-ମ-ଣ । ଆ-ତ-ଙ୍କ-ବା-ଦୀ ମାନେ ଯେଉଁ ସେକ୍ଟର ରୁ ଆସିଥିଲେ ସେହି ସେକ୍ଟର ଉପରେ ଭାରତୀୟ ସେନାର ପ୍ରଥମ ନଜର ରହିଛି । ପ୍ରଥମେ ସେହି ମାନଙ୍କୁ ମାରି ତା ପରେ ଅନ୍ୟ ଆ-ତ-ଙ୍କ-ବା-ଦୀ ମାନଙ୍କୁ ମାରିବ ଭାରତୀୟ ସେନା ।

ସେପଟେ ପାକିସ୍ତାନ ରେ ବଢିଥିବା ଆ-ତ-ଙ୍କ-ବା-ଦୀ ମାନଙ୍କ ଭାଗ୍ୟରେ କେତେବେଳେ ମୃ-ତ୍ୟୁ ଆସିବ ତାହା କିଏ ବା କହିବ ? ଭାରତୀୟ ସେନା କେବେ ମୃ-ତ୍ୟୁ ହୋଇ ବର୍ଷିବ ତାହା କେବଳ ଭାରତୀୟ ଯବାନ ମାନେ ହିଁ ଆଣିଛନ୍ତି । ତେବେ POK ରେ ଥିବା ଆ-ତ-ଙ୍କ-ବା-ଦୀ ମାନେ ଅପେକ୍ଷା କରିବେ ତମର ମୃ-ତ୍ୟୁ ଆସୁଛି ।

ଏଭଳି କିଛି କହିଛନ୍ତି ଭାରତୀୟ ସେନା । ତେବେ ଦେଖାଯାଉ ଭାରତୀୟ ସେନା କେବେ ନିଜର ମାଷ୍ଟର ପ୍ଳାନ ଲାଗୁ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button