ବିଚାର

ବଲିଉଡ ରୁ IPS! ସମସ୍ତ ଯୁବ ପିଢୀଙ୍କ ପାଇଁ ସାଜିଲେ ଉଦାହରଣ ଏହି ସୁନ୍ଦରୀ IPS…. ତାଙ୍କ କାହାଣୀ ଶୁଣି ଆପଣ ବି ତାରିଫ ନ କରି ରାହିପରିବେନି

ବଲିଉଡର ରଙ୍ଗୀନ ଆଲୁଅ ସେଲିବ୍ରେଟି ଜୀବନ ଶୈଳୀ ଓ ଜୀବନକୁ ଏକ ଭିନ୍ନ ଢଙରେ ବଞ୍ଚିବାର ନି-ଶା ତାଙ୍କୁ କବଳିତ କରିପାରି ନ ଥିଲା । ଏହା ପଛରେ ଥିଲା ପାରିବାରିକ ପ୍ରତିବନ୍ଧକ । ଅର୍ଥାତ ତାଙ୍କ ବାପା ଜଣେ ଅବସର ପ୍ରାପ୍ତ ଆଇଏସ ଅଧିକାରୀ ଆଉ ମା’ ଜଣେ ସୁନାମଧନ୍ୟ ଲେଖିକା ଥିଲେ ।  ଏ ସବୁ ଯେବେ ଭାବି ନେଉଥିଲେ ସେତେବେଳେ ସେ ରଙ୍ଗୀନ ଦୁନିଆରୁ ମୁହଁ ଫେରିବାକୁ ନିସ୍ପତି ନେଇଥିଲେ ।

ମଧ୍ୟ ପ୍ରଦେଶର ଆପିଏସ ଅଫିସର ସିମଲା ପ୍ରସାଦ । ୟୁଟି ଟ୍ରେନର ଜ୍ଵଳନ୍ତ ଉଦାହରଣ ବନିଛନ୍ତି ମଧ୍ୟ ପ୍ରଦେଶର ଶିମଲା ପ୍ରସାଦ । ଆପିଏସ ଶିମଲା ପ୍ରସାଦନ ସଫଳତାର କାହାଣୀ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ବଲିଉଡ ରୁ ନିଜର କ୍ଯାରିୟର ଆରମ୍ଭ କରିଥିବା ଶିମଲା ଆଜି ନିଜର ଇଚ୍ଛା ଶକ୍ତି ଓ ଦୃଢ ମନୋବଳରେ ସରକାରୀ ସ୍ତର ରେ ନିଜର ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି ।

ଯାହା ଏବେ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଉଛି । ମଧ୍ୟ ପ୍ରଦେଶର ଶିମଲା ପ୍ରସାଦ ଅକ୍ଟୋବର 8 ରେ ଭୋପାଳ ରେ ସେ ଜନ୍ମଗ୍ରହଣ କରିଥିଲେ । ଛୋଟ ବେଳୁ ପଢା କ୍ଷେତ୍ରରେ ସେ ବହୁତ ଆଗରେ ରହୁଥିଲେ । ଶିମଲା ନିଜର ପ୍ରାଥମିକ ଶିକ୍ଷା ସେଣ୍ଟ ଯୋଶେଫ ସ୍କୁଲରୁ ଆରମ୍ଭ କରିଥିଲେ । ତାଙ୍କ ବାପା ଭାଗିରଥି ରସଦ 1975 ବ୍ୟାଚ ର ଆଇପିଏସ ଅଧିକାରୀ ।

ଏହା ସହ 2ଟି ବିଶ୍ଵ ବିଦ୍ୟାଳୟରେ କୁଳପତି ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି । ଖାଲି ସେତିକି ନୁହେଁ ବରଂ ଶିମଲା ଙ୍କ ବାପା ଅବସର ନେବା  ପରେ ରାଜନୀତି କୁ ଆସିଥିଲେ । ସେ ମଧ୍ୟ ପ୍ରଦେଶର ଭିଣ୍ଡଲ ଲୋକସଭା ଆସନରୁ 2014 ରେ ସାଂସଦ ଭାବେ ବିଜୟ ହୋଇଥିଲେ । ଶିମଲା କ ମା ମେରୁନି ସବାରଭେଜ ଜଣେ ଜଣାଶୁଣା ଲେଖିକା ଅଟନ୍ତି ।

ଛୋଟ ବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା ଶିମଲା ପ୍ରଥମେ ନିଜର ପ୍ରାଥମିକ ଶିଖୟ ସେଣ୍ଟ ଯୋଶେଫ ସ୍କୁଲ ରୁ ଶେଷ କରିବା ପରେ ଇନଷ୍ଟିଚ୍ୟୁଟ ଅଫ ହାଇ ଏଜୁକେସନ ରୁ ବିକାମ ଓ ପରବର୍ତ୍ତୀ ସମୟରେ ଭୋପା ର ବାରକୋଟା ବିଶ୍ଵ ବିଦ୍ୟାଳୟରୁ ସମାଜ ଶାସ୍ତ୍ର ରେ ସ୍ନାତକ ଲାଭ କରିଥିଲେ । ପାଠ ପଢାରେ ଭଲ ପ୍ରଦର୍ଶନ କରି ବିଶ୍ଵ ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିବା ପରେ ତାଙ୍କୁ ସ୍ଵର୍ଣ୍ଣ ପଦରେ ସମ୍ମାନିତ କରାଯାଇଥିଲା ।

କଲେଜରେ ପଢା ସାରିବା ପରେ ସେ ମଧ୍ୟପ୍ରଦେଶର ସାଂସଦ ପିଏସସି ପରୀକ୍ଷାରେ ପାସ କରିଥିଲେ । ଏହା ପରେ ସେ ଡିଏସପି ଭାବେ ପୋଷ୍ଟିଂ ପାଇଥିଲେ । ଆଉ ଏହାରି ଭିତରେ ସେ ଆରମ୍ଭ କରିଥିଲେ ଆଇପିଏସ ହେବାର ଯାତ୍ରା । ସରକାରୀ ଚାକିରିରେ ରହି ନିଜକୁ ୟୁପିଏସୀ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ସତ କିନ୍ତୁ କୋଚିଙ୍ଗ ନେଇ ନଥିଲେ ।

ନିଜର ଆତ୍ମବଳ ଓ ପ୍ରଚେଷ୍ଟା ବଳରେ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ 2010 ବ୍ୟାଚର ପ୍ରଶାସନିକ ଅଧିକାରୀ । ତାଙ୍କୁ ଦେଶର ସୁନ୍ଦରୀ ମହିଳାଙ୍କ ମଧ୍ୟରେ ଗଣନା କରାଯାଏ । ତା ହେଲେ ବନ୍ଧୁଗଣ ଆପଣଙ୍କର ଆପୀଏଶ ଅଧିକାରୀ ଶିମଲା ପ୍ରସାଦଙ୍କ ଜୀବନ କାହାଣୀକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button