ମାତ୍ର 2 ମିନିଟ ଏହାର ପ୍ରୟୋଗ କରନ୍ତୁ, ଆପଣଙ୍କ ହଳଦିଆ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ…. ଶୀଘ୍ର ଦେଖନ୍ତୁ

ଆପଣ ମାନେ ଜାଣିଥିବେ ଦାନ୍ତ ପ୍ରତେକ ବ୍ୟକ୍ତିର ସୁନ୍ଦରତାକୁ ବୃଦ୍ଧି କରିଥାଏ । କିନ୍ତୁ ଦାନ୍ତ ହଳଦିଆ ବା କଳା ଦେଖାଗଲେ ଏହାର ସୁନ୍ଦରତାରେ କମି ଆସିଥାଏ । ଏମିତି କି ଦାନ୍ତ ହଳଦିଆ ବା କଳା ଦେଖାଗଲେ ବ୍ୟକ୍ତି ଅନ୍ୟ ଆଗରେ ଠିକ ଭାବେ ହସି ମଧ୍ୟ ପାରେ ନାହି । ଏହା ସହ ଆହୁରି ଅନେକ ସମସ୍ଯାର ସମୁଖିନ୍ନ ବ୍ୟକ୍ତି ହୋଇଥାଏ । ଦାନ୍ତ ଜନିତ ସମସ୍ଯା ହେଲେ ଅନେକ ରୋଗର ସମ୍ଭାବନା ରହିଥାଏ । ଯେମିତି ଦାନ୍ତ ବିନ୍ଧିବା, ମାଢି ଫୁଲିବା ଏମିତି ଅନେକ କିଛି ସମସ୍ଯା ଉତପନ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଅନେକ ହଇରାଣ ହରକତ ହୋଇଥାଏ ।
ଆଜି ଆମେ ଆପଣ ମାନଙ୍କୁ ଦାନ୍ତ ଧଳା କରିବାର ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀ ହେଉଛି କଫି ପାଉଡର ଯାହା ଦାନ୍ତ ଚମକାଇବାରେ ସାହାଜ୍ଯ କରିଥାଏ । ଏହା ପରେ ଆବଶ୍ୟକ ରହିଛି ଅଦା ଯାହା ଦାନ୍ତର ଚମକ ବଢାଇବାରେ ସହାୟକ ହୋଇଥାଏ । ଯେଉଁ ମାନେ ନିଶା ଦ୍ରବ୍ଯ ସେବନ କରିଥାନ୍ତି ସେମାନଙ୍କ ଦାନ୍ତ ଧଳା କରିବା ପାଇଁ ଅଦାର ଆବଶ୍ୟକ ରହିଛି । ଏହା ପରେ ଆବଶ୍ୟକ ରହିଛି ପେଷ୍ଟ ଯାହା ଆପଣ ନୀତିଦିନ ବ୍ୟବହାର କରିଥାନ୍ତି ।
ଶେଷରେ ଆବଶ୍ୟକ ରହିଛି ନଡିଆ ତେଲ ଯାହା ଆମ ମାଢି ସମାୟାର ନିବାରଣ ପାଇଁ ସହାୟକ ହୋଇଥାଏ । ଏକ ଚାମଚ ନଡିଆ ତେଲ ସହ ଖଣ୍ଡେ ଅଦା, ଏକ ଚାମଚ କଫି ପାଉଡର ମିଶାଇ ଏହରା ଭଲ ଭାବେ ମିଶ୍ରଣ କରନ୍ତୁ । ଦୁଇରି ତିନି ମିନିଟ ଯାଏଁ ଏହାକୁ ଭଲ ଭାବେ ମିଶାନ୍ତୁ ।
ଏହି ରେମେଡିର ପ୍ରୟୋଗ ଆପଣ ନିଜ ବ୍ରସ ଦ୍ଵାରା ଦାନ୍ତ ରେ ପ୍ରୟୋଗ କରନ୍ତୁ । ଆପଣଙ୍କ ଦାନ୍ତ ହଳଦିଆ ହୋଇଛି ବା ନିଶା ଦ୍ରବ୍ଯ ସେବନ ଦ୍ଵାରା ଦାନ୍ତ କଳା ହୋଇଛି ତେବେ ଏହାର ପ୍ରୟୋଗ କରନ୍ତୁ । କାରଣ ଏହି ସବୁ ସାମଗ୍ରୀର ପ୍ରୟୋଗ ଦ୍ଵାରା ଦାନ୍ତ ଧଳା ଭଲାଇ ଚମକିବାକୁ ଲାଗିବ ।
ଏହି ରେମେଡି କୁ ଦାନ୍ତ ରେ ଲଗାଇବା ପରେ ଦୁଇ ରୁ ତିନି ମିନିଟ ଯାଏଁ ସେମିତି ରହିବାକୁ ଦିଅନ୍ତୁ । ଏହା ପରେ ନରମାଲ ପାଣି ରେ ପାଟି ଧୋଇ ଦିଅନ୍ତୁ । ଏହି ରେମଡି ର ପ୍ରୟୋଗ ଆପଣ ମାନେ ସପ୍ତାହ କୁ ୩ ଥର କରି ପାରିବେ । ଆପଣ ଦେଖିବାକୁ ପାଇବେ ପ୍ରଥମ ଥର ଏହି ରେମେଡି ର ପ୍ରୟୋଗ ଦ୍ଵାରା ଆପଣଙ୍କ ଦାନ୍ତ ରେ କେତେ ଫରକ ଦେଖିବାକୁ ମିଳିବ ।
ଏହା ଏକ ଘରୋଇ ଚିକିତ୍ସା ହେବା ସହ ଆୟୁର୍ବେଦିକ ଉପଚାର ଅଟେ । ଯାହା ଏକ ପ୍ରାକୃତିକ ଉପାୟ ଅଟେ । ଏହା ଦ୍ଵାରା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯିବ ନାହି । ଏହି ରେମେଡି ଲଗାଇ ପାଟି ଧୋଇବା ପରେ ଆପଣ ପୂର୍ବରୁ ଯେମିତି ପେଷ୍ଟ ଦ୍ଵାରା ବ୍ରସ କରନ୍ତି ସେମିତି କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।