ଜୀବନଶୈଳୀ

ମନ୍ତ୍ର ପଢୁଥିଲେ ପୁରୋହିତ କିନ୍ତୁ ବାହା ମଣ୍ଡପରେ ଶୋଇପଡିଲେ କନିଆଁ, ଆଉ ତା ପରେ ଯାହା ହେଲା ଦେଖି ହସି ହସି ଗଡିବେ ଆପଣ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବିବାହ ହେଉଛି ପ୍ରତେକ ପୁଅ ଓ ଝିଅ ପାଇଁ ଏକ ସ୍ଵପ୍ନ । ନିଜର ବିବାହକୁ ନେଇ ପୁଅ ହେଉ କି ଝିଅ ହେଉ କିଛି ନିଆରା କରିବାକୁ ଆଶା ବାନ୍ଧି ଥାନ୍ତି । ପ୍ରତେକ ଯୁବତୀ ଯୁବକ ଉଶ୍ଚାହ ର ସହ ଏହି ଦିନକୁ ଅପେକ୍ଷା କରିଥାନ୍ତି । ବିବାହରେ ରୀତି ନୀତି ଅନେକ ଦିନ ପୂର୍ବରୁ ଆରମ୍ଭ ହୋଇ ଯାଇଥାଏ । ଏଣୁ ବିବାହ ଦିନ ଆସିବା ବେଳକୁ କନ୍ୟା ଓ ବର ଥକି ଯାଇଥାନ୍ତି ।

ବିବାହ ରେ ଏମିତି ଅନେକ ରୀତି ନୀତି ହୋଇଥାଏ ଯାହାକୁ କରିବା ପାଇଁ ବର କନ୍ୟା ବାଧ୍ୟ ଅଟନ୍ତି । ତେବେ ବିବାହ ରେ କିଛି ଏମିତି ବି ମଜାଦାର ଘଟଣା ଘରେ ଯାହାକୁ ସାରା ଜୀବନ ମନେ ରଖି ହୁଏ । ତେବେ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଭାଇରାଲ ହେବାର ଲାଗିଛି । ଯାହା କ୍ୟାମେରା ରେ କଏଦ ହୋଇଛି । ଏକ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର କରା ଯାଇଛି ।

ବିବାହରେ ମନ୍ତ୍ର ପଢୁ ଥିଲେ ପୁରୋହିତ । ଆଉ ମଣ୍ଡପରେ ଶୋଇ ପଡିଲେ କନିଆ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ରେ ବିବାହର ରୀତି ନୀତି ଚାଲିଛି । ଆଉ ପୁରୋହିତ ମାତ୍ର ପଢୁ ଛନ୍ତି । ଆଉ ଠିକ ସେହି ସମୟରେ କନ୍ୟା ଆଖି ବୁଜି ବସିଥିବା ବେଳେ ଶୋଇ ପଡିଛନ୍ତି ଯାହାକୁ ଦେଖି ଖୁବ ମଜାଳିଆ ଲାଗୁଛି ।

ଆଉ ନିଜ କନ୍ୟା କୁ ଏମିତି ଦେଖି ତାଙ୍କ ପାଖରେ ବସିଥିବା ତାଙ୍କ ବର ଶୋଇ ଥିବାର ଦେଖି ଡାକୁଛନ୍ତି । କନ୍ୟା ଜଣକ ହଠାତ ଉଠି ପଡି ଏମିତି ପ୍ରତିକ୍ରିୟା ଦେଲେ ଯେ ଯିଏ ଦେଖୁଛି ସେ ହସିବାରେ ଲାଗିଛି । ୟୁଜର୍ସ ମାନେ ମଧ୍ୟ  ଭିଡିଓ କୁ ବେସ ଉପୋଯୋଗ କରିଛନ୍ତି । ଜଣଙ୍କ ପରେ ଜଣେ କମେଣ୍ଟ ମଧ୍ୟ ଦେଇ ଚାଲିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ମାଡାମ ତୁମ ପାଇଁ ବିବାହ ଶୋଇବା ସବୁଠାରୁ ଜରୁରୀ ନୁହେଁ ।

ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ ସେ ଆଉ କଣ କରିବେ ଶୁଭ ମୂହୁର୍ତ୍ତ ରାତି ଦୁଇ ରୁ ତିନି ଟା ଥିବ । ଅନ୍ୟ ଜଣେ ଲେଖିଛନ୍ତି ସକାଳ ବିବାହ ଏହି ପରି । ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି ଆଉ ନିଜର ମତାମତ କମେଣ୍ଟ ଜରିଆରେ ଜଣାଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button