ଜୀବନଶୈଳୀ

ଭାଉଜ କରୁଥିଲେ ଲୀଳା ପଡିଗଲେ ଧରା ଦେଖନ୍ତୁ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁ ପ୍ରକାରର ଖବର ପାଇପାରିବେ । ସୋସିଆଲ ମିଡ଼ିଆ ହେଉଛି ଏଭଳି ଏକ ସାଇଟ୍ ଯାହା ଦ୍ଵାରା ଆମେ ଅନେକ ଖବର ବିଷୟରେ ଜାଣିଥାଉ ।
ଆପଣମାନେ ସମସ୍ତେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ସବୁ ପ୍ରକାରର ଆଉ ସବୁ ଅଞ୍ଚଳର ଖବର ପାଇ ପାରୁଥିବେ । ଆପଣମାନେ ସମସ୍ତେ ଏଭଳି କିଛି ଭିଡିଓ ଦେଖିବେ ଯାହା ଦେଖିଲେ ମନରେ ଅନେକ ଭାବନା ଆସିବ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଭିଡିଓ ଦେଖିପାରିବେ ଯାହା ଦେଖିଲେ ଆପଣଙ୍କ ମନରେ ଅନେକ ଭାବନା ଆସିବା ସହ ମନରେ ଆସିବ ଏହି ଘଟଣା ସମାଜ ପାଇଁ କଳଙ୍କ ଅଟେ ।
ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଖୁଡି ଆଉ ପୁତୁରା ଏଭଳି ହେଉଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ସମାଜରେ ଏଭଳି ଅନେକ ପ୍ରକାରର ଘଟଣା ଘଟୁଛି ଯାହା ଖରାପ ବାର୍ତ୍ତା ଦେଉଛି ।
ଖୁଡି ଆଉ ପୁତୁରାର ସମ୍ପର୍କ ମାଆ ଆଉ ପୁଅର ସମ୍ପର୍କ ଭଳି । କିନ୍ତୁ ଏଭଳି କିଛି ନିର୍ଲଜ୍ଜ ଲୋକ ଅଛନ୍ତି ଯେଉଁମାନେ ଖୁଡି ହୋଇ ପୁତୁରା ସହ ଖରାପ କାମ କରୁଛନ୍ତି ।
ଆଉ କିଛି ଲୋକ ଏଭଳି ନିନ୍ଦନୀୟ କାମ କରିବା ପୂର୍ବରୁ ସମ୍ପର୍କ ବିଷୟରେ ଜାଣିବା ଉଚିତ୍ । ଖୁଡି ସହ ପୁତୁରା ଏଭଳି କାମ କରିବା ପୂର୍ବରୁ ଭାବିବା ଉଚିତ୍ । ଖୁଡି ଆଉ ପୁତୁରା ଏଭଳି କାମ କରୁଥିବା ସମୟରେ ଅର୍ଥାତ୍ ଏକାଠି ଥିବା ସମୟରେ ତାଙ୍କୁ ଦେଖି ଦେଇଥିଲେ ।
ଆଉ ଏହାପରେ ସେଠାରେ ଅନେକ ଲୋକ ଅର୍ଥାତ୍ ସ୍ଥାନୀୟ ଲୋକ ପହଞ୍ଚି ସେହି ଖୁଡି ଆଉ ପୁତୁରାର ବାହାଘର କରି ଦେଇଥିଲେ । ଅର୍ଥାତ୍ ପୁତୁରାକୁ କହିଥିଲେ ଖୁଡି ମଥାରେ ସିନ୍ଦୂର ଦେବାକୁ । ଆଉ ସେହି ପୁତୁରା ଖୁଡି ମଥାରେ ସିନ୍ଦୂର ଦେଉଛି ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଏବେ ଏହି ଭିଡିଓ ଭାଇରାଲ ହେଉଛି । ଏଭଳି ନିର୍ଲଜ୍ଜ କାମ କରି ଏଭଳି ସବୁ କରିବା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button