ପ୍ରେମ କେତେ ପ୍ରକାରର ହୋଇଥାଏ ? ସଂସାରର ଲୋକ ସବୁଠାରୁ କେଉଁ ପ୍ରେମକୁ ଅଧିକ କରିଥାନ୍ତି ?

ବନ୍ଧୁଗଣ ପ୍ରେମ ଏହି ସଂସାର ସବୁଠୁ ମୂଲ୍ୟବାନ ଅନୁଭବ ଅଟେ । ଯାହାକୁ ଥରେ ପ୍ରେମ ହୋଇଥାଏ ସେ ହିଁ ଜାଣିଛି ଏହାର ଅନୁଭବ କେମିତି ହୋଇଥାଏ । ପ୍ରେମ ଏକ ଏମିତି ଅନୁଭବ ଅଟେ ଯାହା ବିଷୟରେ ନା କହି ହୁଏ ନା ଓ ଦେଖେଇ ହୁଏ । ଏହା କେବଳ ଦୁଇ ହୃଦୟ ମଧ୍ୟରେ ଭାବନାରେ ଥାଏ । କହିବାକୁ ଗଲେ ବର୍ତ୍ତମାନ ସମୟରେ ପ୍ରାୟତଃ ଯୁବପିଢି ପରସ୍ପରକୁ ପ୍ରେମ କରୁଛନ୍ତି । ଏମିତିରେ ପ୍ରେମ ନାଁରେ କେତେକ ଲୋକ ଝିଅମାନଙ୍କର କିମ୍ବା ପୁଅମାନଙ୍କ ଲାଭ ବି ଉଠାଇଥାନ୍ତି ।
କିନ୍ତୁ ଅସଲ ପ୍ରେମରେ ଏହିଭଳି କିଛି ବି ହୋଇ ନ ଥାଏ । ଯେଉଁଠି ହୃଦୟର ସହ ପ୍ରେମ କରାଯାଏ ସେଠି ଉଭୟ ପୁଅ ଓ ଝିଅ ପରସ୍ପର ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି । ଏମିତିରେ ଅସଲ ପ୍ରେମର ଶକ୍ତି କ’ଣ ଏହା ଯିଏ ହୃଦୟର ସହ ନିଜର ସାଥିକୁ ଭଲ ପାଇଛି ତାକୁ ହିଁ ଜଣା । ଶ୍ରୀ କୃଷ୍ଣଙ୍କ ଓ ରାଧାଙ୍କ ପ୍ରେମ ବିଷୟରେ ପୁରା ଜଗତ ଜାଣିଛି । ଏମିତିରେ ଆଜି ଆମେ ଆପଣଙ୍କୁ ଶ୍ରୀ କୃଷ୍ଣ ପ୍ରେମ ସମ୍ବନ୍ଧରେ କ’ଣ କହିଛନ୍ତି ସେହି ବିଷୟରେ କହିବୁ ।
2- ଯାହାକୁ ବି ଆପଣ ପ୍ରେମ କରିବେ, ଯାହାକୁ ବି ଆପଣ ଚାହୁଁଛନ୍ତି, ସେ ଯଦି ଆପଣଙ୍କୁ ମିଳି ଯାଆନ୍ତି ତେବେ ଏହା ଆପଣଙ୍କ ପ୍ରେମର ସଫଳତା ଅଟେ । ଏହା ଆପଣଙ୍କ ଭାଗ୍ୟ ଅଟେ । କାରଣ ପ୍ରେମ ଭାଗ୍ୟଶାଳୀଙ୍କୁ ହିଁ ମିଳିଥାଏ ।
3- ଆପଣ ଏହା ଜାଣିଛନ୍ତି କି, ଆପଣ ନିଜର ସାଥିକୁ ଯେତେ ବି ଭଲ ପାଇଲେ, ଯେତେ ବି ଚାହିଁଲେ ସେ ଆପଣଙ୍କୁ କେବେ ବି ମିଳିବ ନାହିଁ, ତଥାପି ଯଦି ତାଙ୍କୁ ହିଁ ପ୍ରେମ କରୁଥିବେ, ତେବେ ଏହା ହିଁ ଅସଲ ପ୍ରେମ ହୋଇଥାଏ । କାରଣ ଅସଲ ପ୍ରେମ କେବେ ବି ବଦଳି ଯାଏ ନାହିଁ ।
ବହୁତ କମ ଲୋକ ଏହି ଦୁନିଆରେ ଅଛନ୍ତି ଯେଉଁମାନେ ଏହା ଜାଣିଛନ୍ତି କି ଯାହାକୁ ସେ ଭଲ ପାଉଛନ୍ତି ସେ ତାଙ୍କୁ କେବେ ବି ମିଳିବ ନାହିଁ ତଥାପି ତାଙ୍କର ହୃଦୟ ଯାହାଙ୍କୁ ସେ ହୃଦୟରୁ ଚାହାନ୍ତି ତାଙ୍କ ପାଇଁ ହିଁ ସ୍ପନ୍ଦନ କରୁଥାଏ । ଏହିଭଳି ପ୍ରେମ ଲକ୍ଷ ଲକ୍ଷ ମଧ୍ୟରେ ଜଣେ କେହି କରିଥାନ୍ତି । ଯଦି ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥାଏ ।