ଦେଶ ବିଦେଶ

ବୁଦ୍ଧିଆ ଭାଲୁ ଆଗରେ ମାନିଲା ହାର ମଣିଷର ବୁଦ୍ଧି…ଭିଡିଓ ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ, ଭାଲୁକୁ ମଣିଷ ଦେଖିଲେ ଭୟରେ ଥର ଥର ହେବା ନିଶ୍ଚିନ୍ତ କିନ୍ତୁ ଭାଲୁର କାରନାମା ମଣିଷ ଜୀବନ ବଞ୍ଚାଇବା ପାଇଁ ଚାଲିଛି । ଏହା ଆପଣଙ୍କୁ ବିଶ୍ଵାସ ହେଉ ନଥିବା କିମ୍ବା ଆଓନ କିଛି ବୁଝିପାରିନଥିବେ । ତେବେ ଚାଲନ୍ତୁ ଆଉ ଡେରି କଣ ପାଇଁ କରିବା ଆସନ୍ତୁ ଜାଣିବା କିଭଳି ଭାବରେ ଭାଲୁ ନିଜର ବୁଦ୍ଧିକୁ ଦେଖାଇଛି ଏବଂ ତା ବୁଦ୍ଧି ଆଗରେ ମଣିଷ ବି ହାର ମାନିବ । କାରଣ ମଣିଷ ଠାରୁ ଭାଲୁ ଆହୁରି ଅଧିକ ସଚେତନ ଥିବା ଜଣା ପଡିଛି ଯାହା ଆଶ୍ଚର୍ଯ୍ୟଜନକ ନିହାତି ଅଟେ ।

ବିଶାଳ କାୟ ଭାଲୁଟି ରାସ୍ତାରେ ବୁଲୁଥିବାର ନଜର ଆସିଥିଲା । ଏହି ଏଭଳି ରାସ୍ତାରେ ଭୁଲୁଥିବା ଭାଲୁର କାର୍ଯ୍ୟକଳାପ ମଧ୍ୟ ନଜର ଆସିଥିଲା । ଏଭଳି ଏକ ଭାଲୁକୁ ଆପଣ ରାସ୍ତାରେ ବୁଲୁଥିବାର ଦେଖି ଭୟଭୀତ ହୋଇ ଥରିବାକୁ ଲାଗିବେ ନିହାତି ଭାବରେ । ହେଲେ ତାର କାର୍ଯ୍ୟ ଦେଖିବା ପରେ ଆପଣ କହିବେ ଭାଲୁ ବାହାରେ ବୁଲିଲେ ଆମର ମଙ୍ଗଳ ହେବ ।

କାରଣ ତାର କାର୍ଯ୍ୟ  ସେହିଭଳି ହିଁ କିଛି ଆଶ୍ଚର୍ଯ୍ୟକର । ଭିଡିଓରେ ନଜର ଆସିଥିବା ଭାଲୁଟି ମଣିଷ ଭଳି ଅଭିନୟ କରିଛି ଅର୍ଥାତ ରାସ୍ତା କଡରେ ଏକ ଟ୍ରାଫିକ କୋଣ ପଡିଥିଲା । ଆଉ ତାହାକୁ ଭାଲୁ ଅତି ଚତୁରତା ସହ ଉଠାଇ ସିଧା କରି ଠିଆ କରାଇଲା ଆଉ ସେହିଠାରୁ ଆଗକୁ ଚାଲିଗଲା । ଯେମିତି ଭାଲୁଟି କେବଳ ସେହି ଟ୍ରାଫିକ କୋଣଟିକୁ ଉଠାଇବା ପାଇଁ ଆସିଥିଲା ।

ଭାଲୁଟି ନିଜ ପାଟିରେ ତାହାକୁ କାମୁଡି ସିଧା କରି ଠିଆ କରିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ଯେକେହିବି ଦେଖିବ ଚକିତ ନିହାତି ଭାବରେ ହୋଇଯିବ । ଏହାକୁ ଦେଖିବା ପରେ ଲାଗୁଛି ଯେମିତି ଯାହାକୁ ମଣିଷ ବୁଝିପାରୁନାହାନ୍ତି ତାହାକୁ ଭାଲୁଟି ବୁଝିଯାଇଛି ବୋଧ ହୁଏ । ଭାଲୁ ଏକ ଭୟଙ୍କର ପ୍ରାଣୀ ହେବା ସତ୍ବେ ମଧ୍ୟ ନିଜର ପ୍ରଖର ବୁଦ୍ଧି ଦେଖାଇଛି ।

ଭାଲୁର ଏହି ବୁଦ୍ଧି ଆଗରେ ସତରେ କୌଣସି ମଣିଷର ବୁଦ୍ଧି ମଧ୍ୟ ସରି ହେବ ନାହିଁ । ଭାଲୁକୁ ସଲାମ ଏଠାରେ ଭାଲୁ ମଣିଷକୁ ଏକ ବହୁତ ବଡ ଶିକ୍ଷାଟିଏ ଦେଇଗଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button