ଓଡିଶା

ପାଟଣା ପୁଲିସ ପକ୍ଷରୁ ଅବକାରୀ ଚଢ଼ାଉ

ପାଟଣା: ପାଟଣା ପୁଲିସ ପକ୍ଷରୁ ଶଙ୍ଖୁଆ ଗ୍ରାମରେ ଅବକାରୀ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ୨ ହଜାର ୫ ଶହ କେଜି ମହୁଲ ପୋଚ ଜବଦ କରାଯାଇ ନଷ୍ଟ କରିଯିବା ସହ ୫୦ ଲିଟର ଲିଟର ମହୁଲି ମଦକୁ ଜବତ କରାଯାଇଛି। ଏନେଇ ପାଟଣା ଥାନାରେ ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button