କେବଳ ଛୋଟ ପିଲାଙ୍କୁ ଖୋଜି କରୁଥିଲା ସେକ୍ସ, ଜଣଙ୍କ ପରେ ଜଣଙ୍କୁ ଧରୁଥିଲା, ଆଉ ତା ପରେ
ଯୌ-ନ ଶୋ-ଷ-ଣ କରିବା ପାଇଁ ଛୋଟ ଛୁଆଙ୍କୁ ବି ଛାଡୁ ନ ଥିଲା ମଣିଷ । 2 ବର୍ଷରୁ 12 ବର୍ଷ ଝିଅଙ୍କୁ କରୁଥିଲା ଟାର୍ଗେଟ । ଦୁ-ଷ୍କ-ର୍ମ କରିବା ପରେ ହ-ତ୍ୟା କରି ଫିଙ୍ଗି ଦେଉଥିଲା । ହଁ ଦର୍ଶକ ବନ୍ଧୁ ବୁଲି ବୁଲି ଛୋଟ ଛୁଆଙ୍କୁ ଅ-ପ-ହ-ର-ଣ କରୁଥିଲା । ତାପରେ ଦୁ-ଷ୍କ-ର୍ମ କରି ହ-ତ୍ୟା କରୁଥିଲା ।
ଏଇ ଯୁବକର ଫୋଟୋ ଟିକେ ଭଲକି ଦେଖନ୍ତୁ । ଯାହାର ନାମ ହେଉଛି ରବୀନ୍ଦ୍ର କୁମାର । ଆଉ କାମ ପୁରା ସାଂ-ଘା-ତି-କ । ରବୀନ୍ଦ୍ର ନିଜର ଟାର୍ଗେଟ ହାସଲ କରିବାକୁ ଦୈନିକ 40 କିମି ବାଟ ଚାଲି ଚାଲି ଯାଉଥିଲା । ଏହି ସମୟରେ ଯୌ-ନ ଶୋ-ଷ-ଣକୁ ମେଣ୍ଟାଇବା ପାଇଁ ଛୋଟ ପିଲାଙ୍କୁ ଟାର୍ଗେଟ କରୁଥିଲା ।
2008 ରୁ 2015 ମଧ୍ୟରେ ସେ ପ୍ରାୟ 30 ଜଣ ପିଲାଙ୍କ ସହ ଏଭଳି ଭୟଙ୍କର କାଣ୍ଡ ଘଟାଇଥିଲା । ସେ ଦୁ-ଷ୍କ-ର୍ମ ଓ ହ-ତ୍ୟା କରୁଥିବା ପିଲାଙ୍କ ମଧ୍ୟରେ ସର୍ବ କନିଷ୍ଠ ବୟସ 2 ବର୍ଷ ଓ ବରିଷ୍ଠଙ୍କ ବୟସ ଥିଲା 12 ବର୍ଷ । ଏହା ପରେ ପିଲାଙ୍କୁ ହ-ତ୍ୟା କରୁଥିଲା । ଦିଲ୍ଲୀ ଓ ଏହାର ଆଖପାଖର ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଏଭଳି କାଣ୍ଡ ଘଟାଇ ଚାଲିଥିଲା ।
ନିକଟରେ କୋର୍ଟ ଦ୍ଵାରା ଦଣ୍ଡିତ ହୋଇଥିଲା ରବୀନ୍ଦ୍ର କୁମାର । ସେ ଗୋଟେ ସିଡି ପ୍ଲେୟାର ରେ 2ଟି ସେମି ପର୍ଣ୍ଣ ହରର ର ଫିଲ୍ମ ଦେଖିବା ପରେ ମାନସିକ ସ୍ତର ପ୍ରଭାବିତ ହୋଇଥିଲା । ଏହାପରେ ସେ ଯୌ-ନ ଶୋ-ଷ-ଣ କରିବା ସହ ହ-ତ୍ୟା କରିବା ଆରମ୍ଭ କରିଥିଲା ।
କାମ ପରେ ସନ୍ଧ୍ୟାରେ କ୍ଳାନ୍ତ ହୋଇ ଘରକୁ ଫୀରୁଥିବା ଶ୍ରମିକଙ୍କ ଝିଅ ମାନଙ୍କୁ ରବୀନ୍ଦ୍ର ଟାର୍ଗେଟ କରୁଥିଲା । ପିଲାଙ୍କ ବାପା-ମା ଝୁପୂଡିରେ ଶୋଇବା ପରେ ଶିକାର କରିବାକୁ ବାହାରୁଥିଲା ରବୀନ୍ଦ୍ର । ସେ ରାତି 8ଟା ରୁ 12ଟା ମଧ୍ୟରେ ପିଲାଙ୍କୁ 10 ଟଙ୍କିଆ ନୋଟ ବା ମିଠା ଦେଖାଇ ପ୍ରଲୋଭନ କରୁଥିଲା ।
ଏହାପରେ ନିଛାଟିଆ ସ୍ଥାନକୁ ନେଇ ଦୁ-ଷ୍କ-ର୍ମ କରୁଥିଲା । ସେମାନଙ୍କ ମଧ୍ୟରୁ ଅଧିକ ପିଲାଙ୍କୁ ଧରା ପଡିବା ଭୟରେ ହ-ତ୍ୟା କରୁଥିଲା । 2015ରେ ଯେବେ ରବୀନ୍ଦ୍ରକୁ 24 ବର୍ଷ ହୋଇଥିଲା ସେ ଗି-ର-ଫ ହୋଇ ବିହାର ଜେଲ ଯାଇଥିଲା । ଆଡିସ୍ନାଲ କମିଶନର ବିକ୍ରମ ସିଂ ଡିସିପି ଥିବା ବେଳେ ରବୀନ୍ଦ୍ର ଗି-ର-ଫ ହୋଇଥିଲା ।
ତାକୁ ଜେରା କରିବା ବେଳେ ବୟାନ ଶୁଣିବା ପରେ ପୋଲିସ ସ୍ତବ୍ଧ ହୋଇଯାଇଥିଲା । ଯେଉଁ ଝିଅ ମାନେ ଦୁ-ଷ୍କ-ର୍ମକୁ ବିରୋଧ କରି ରବୀନ୍ଦ୍ରକୁ ହଇରାଣ କରୁଥିଲେ ସେମାନଙ୍କୁ ଦୁ-ଷ୍କ-ର୍ମ କରିବା ପୂର୍ବରୁ ସେ ହତ୍ୟା କରୁଥିଲା । ତେଣୁ ଦୀର୍ଘ ଦିନ ଧରି ଅ-ପ-ରା-ଧି-କ କାର୍ଯ୍ୟକଳାପ ଜାରି ରଖିଥିଲା ।
ରବୀନ୍ଦ୍ରର ବାପା ୟୁପିର କାନ୍ସାକଲିରେ ଦିନ ମଜୁରିଆ ଭାବେ କାମ କରନ୍ତି । ପରବର୍ତ୍ତୀ ଅବସ୍ଥାରେ ସେ ପାଇପ ମିସ୍ତ୍ରୀ ହେବା ସହ ମା ଘରେ କାମ କରନ୍ତି । ଯେଉଁ ଅଞ୍ଚଳରେ ବିଲଡିଙ୍ଗ ତିଆରି ହେଉଥିଲା ସେଠାରେ ରବୀନ୍ଦ୍ର ଲୁଚି ଦିନ ତମାମ ବସି ମ-ଦ ପିଉଥିଲା । ଆଉ ସନ୍ଧ୍ୟାରେ ନିଜର କାଣ୍ଡ ଘଟାଉଥିଲା । ତାହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।