ଜୀବନଶୈଳୀ

ଏହି ୮ଟି କାମ କଲେ ଆପଣ ହୋଇଜିବେ ଭିକାରୀ

ଶନିବାର ଦିନ କିଛି ଜିନିଷ ଘରକୁ ଆଣିବା ବର୍ଜିତ ଅଟେ, କିଛି ମହାନ ପୁରୁଷ ମାନେ ଏହା ବିଷୟରେ କହିଛନ୍ତି, ତେବେ ଆପଣ ମାନେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଶନିଦେବ ନ୍ୟାୟ ଦେବତା ଅଟନ୍ତି କେଉଁଠାରେ ଅନ୍ୟାୟ ହେଲେ ସେ ଅନ୍ୟାୟୀ ଲୋକଙ୍କୁ କଠୋର ଦଣ୍ଡ ଦେଇଥାନ୍ତି, ଶନିଦେବ ଗରିବ ଓ ଦରିଦ୍ର ଲୋକଙ୍କ ଉପରେ ବହୁତ ଦୟା କରନ୍ତି ତେବେ ଏହି ଭଳି ଲୋକଙ୍କୁ ଅସୁବିଧା କରୁଥିବା ଲୋକଙ୍କୁ ଶନିଦେବ କଠୋର ଦଣ୍ଡ ଦେଇଥାନ୍ତି, ତେବେ ଆସନ୍ତୁ ଜାଣିବା ଶନିବାର ଦିନ କେଉଁ ଜିନିଷ ଘରକୁ ଆଣିବା ଉଚିତ ନୁହ ।

Image Courtesy: Google

୧. ଲୁହା ଜିନିଷ :

ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଶନିବାର ଦିନ ଘରକୁ ଲୁହା ଜିନିଷ ଆଣିବା ଉଚିତ ନୁହ, ତେବେ ଛୁଞ୍ଚି ଠାରୁ ଆରମ୍ଭ କରି ଗାଡି ବା ଅନ୍ୟ କୌଣସି ଲୁହା ଜିନିଷ ଘରକୁ ଆଣିବା ଉଚିତ ନୁହ, ଏହା ଦ୍ଵାରା ଘରକୁ ଦରିଦ୍ରତା ଏବଂ ଦୁଃଖ ଆସିଥାଏ ଏବଂ ଆପଣ କିଛି ଭଲ କାର୍ଯ୍ୟ କରି ପାରନ୍ତି ନାହିଁ, ତେବେ ଏହା ଦ୍ଵାରା ଆପଣଙ୍କ ଉପରେ ଶନି ଦଶା ଆସିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଲୁହା ଜିନିଷ ଶନିବାର ଘରକୁ ଆଣିବା ଉଚିତ ନୁହ କିନ୍ତୁ ଲୁହା ଜିନିଷ ଦାନ କରିବା ବହୁତ ଶୁଭକାରୀ ହୋଇଥାଏ ଏହା ଦ୍ଵାରା ଶନିଦେବ ବହୁତ ପ୍ରଶନ ହୋଇଥାନ୍ତି ।

Image Courtesy: Google

୨. ଚମଡା :

ଚମଡା ଜିନିଷ କେବେ ବି ଶନିବାର ଦିନ ଘରକୁ ଆଣିବା ଉଚିତ ନୁହ କାହିଁକିନା ଚମଡା ଜିନିଷ ଆଣିଲେ ଏହା ସହ ଆପଣଙ୍କ ଘରକୁ ଅଶୁଭ ଶକ୍ତି ଆସିଥାଏ ତେବେ ଆପଣ ସପ୍ତାହ ଅନ୍ୟ ଦିନ ଏହି ଚମଡା ଜିନିଷ ଆଣିଲେ କିଛି ଅସୁବିଧା ହୋଇନଥାଏ । ତେବେ ଚମଡା ଜିନିଷ ଯେମିତିକି ପର୍ସ, ବେଲ୍ଟ ବା ଅନ୍ୟ ଚମଡା ଜିନିଷ ଘରକୁ ଆଣିବା ଉଚିତ ନୁହ ।

Image Courtesy: Google

୩. ତେଲ :

ତେବେ ଶନିବାର ଦିନ ଭୁଲରେ ମଧ୍ୟ ତେଲ ଘରକୁ ଆଣନ୍ତୁ ନାହିଁ କାହିଁକିନା ତେଲ ସହ ଘରେ ଦରିଦ୍ରତା, ଦୁଃଖ ଏବଂ ଚିନ୍ତା ଆସିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ସେ ରୋଷେଇ ପାଇଁ ତେଲ ହେଉ ବା ପୂଜା ପାଇଁ ଶନିବାର ଦିନ ଘରକୁ କୌଣସି ପ୍ରକାର ତେଲ ଆଣିବା ଉଚିତ ନୁହ । ତେବେ ଯଦି ଆପଣଙ୍କ ଉପରେ ଶନି ଦଶା ଚାଲିଛି ତେବେ ଆପଣଙ୍କୁ ରାଶି ତେଲ ଦୀପ ଶନିଦେବଙ୍କ ଆଗରେ ଜାଳିବା ଉଚିତ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button