Vastu Tips – ଧନକୁ ଚୁମ୍ବକ ପରି ଟାଣୁଥିବା ଗଛ, ଘର ର ଏହି ଜାଗାରେ ଲଗେଇଲେ ବଢିଚାଲେ ଧନ ସମ୍ପତ୍ତି

ପ୍ରତେକ ଲୋକମାନେ ଧନ କେମିଇବା ପାଇଁ ଚାହିଁ ଥାନ୍ତି ମାତ୍ର ଏହା କିଛି ଜଣଙ୍କ ପାଇ ସୁବିଧା-ଜନକ ହୋଇ ଥାଏ କି ସେମାନେ ଧନ କମେଇକି ଏହାକୁ ରଖି ପାରିବେ । ଆଜି ଆମେ କହିବା କି ଆପଣ ବଗିଚା କିମ୍ବା ଘରେ ଥିବା ବାରି ରେ କେଉଁ କେଉଁ ଗଛ ଲଗାଇବା ଦ୍ଵାରା ଆପଣଙ୍କ ଘରେ ମା ଲକ୍ଷ୍ମୀ ଙ୍କ ଦୟା ହୋଇ ପାରେ । ଆପଣଙ୍କ ଘରେ ମା ଲକ୍ଷ୍ମୀ ସବୁ ଦିନ ପାଇଁ ରହି ଯାଇ ପାରନ୍ତି । ତେବେ ଆଜି ଆମେ କହିବା କି କେଉଁ କାମ କରିବା ଦ୍ଵାରା ଆମ ଘରେ ମା ଲକ୍ଷ୍ମୀ ଙ୍କ ଦୟା ହୋଇ ଥାଏ ।
ଶାସ୍ତ୍ର ଅନୁସାରେ ଏହା କୁହାଯାଇଛି କି କିଛି ଗଛ ମାନେ ଅଛନ୍ତି ଯେଉଁ ମାନେ ଆମ ଘର ଆଖ ପାଖରେ ରହିବା ଦ୍ଵାରା ଆମର ଲାଭ ହୋଇଥାଏ ଓ ମା ଲକ୍ଷ୍ମୀ ଙ୍କ ଦୟା ହୋଇଥାଏ । ଆଜି ଆମେ କହିବା ବାସ୍ତୁଶାସ୍ତ୍ର ଅନୁସାରେ ଆମେ କେଉଁ ଗଛ ଲଗାଇବା ଭଲ ହୋଇଥାଏ ।
ଆଜି ଆମେ କହିବା ଅନୁସାରେ ଆମେ ତୁଳଶି ଗଛ କୁ ଆଇସୋନ୍ୟ କୋଣ ରେ ଲଗାଇବ୍ବା ଭଲ ହୋଇଥାଏ । ଯାହା ଦ୍ଵାରା ଆମେ ବହୁତ ଭଲ ପରିଣାମ ପାଇବା । ଏହାକୁ ଆଉ କେଉଁ ଜାଗାରେ ଲଗାଇବା ଦ୍ଵାରା ଆମର କ୍ଷତି ହୋଇଥାଏ । ଆମେ ଏହାକୁ ଗାଧୋଇକି ପୂଜା କରିବା ଭଲ ହୋଇଥାଏ ।
ଏହାକୁ ସବୁ ଗୁରୁବାର ରେ କ୍ଷୀର ଛିଞ୍ଚିବା ଦ୍ଵାରା ଓ ସବୁ ଦିନ ସଞ୍ଜରେ ଏହା ମୂଳରେ ଦୀପ ଲଗାଇବା ଦ୍ଵାରା ଆମର ଶୁଭ ହୋଇଥାଏ । ଏହା ପର ଗଛ ହେଉଛି ବେଲ ଗଛ । ଏହି ଗଛ ମୂଳରେ ସବୁ ଦିନ ପାଣି ଦେବା ଦ୍ଵାରା ଆମର ମଙ୍ଗଳ ହୋଇଥାଏ । ଆମେ ଯଦି ଏହା ମୂଳରେ ପୂଜା ଅକରିବା ତ ଆମ ପିତୃପୁରୁଷ ଙ୍କ ଆତ୍ମା କୁ ଶାନ୍ତି ମିଳିଥାଏ ।
ଏହା ମୂଳରେ ଭଗବାନ ଶିବ ଭଗବାନ ଥିବାର ମଧ୍ୟ ବିଶ୍ବାଶ କରାଯାଏ ତେଣୁ ଆପଣ ଯଦି କେଉଁ ଶୁଭକାମରେ ଯାଉ ଛନ୍ତି ତ ଆପଣ ନିଶ୍ଚିତ ଭାବେ ଏହି ଗଛ ମୂଳରେ ପୂଜା କରିକି ଯିବା ଭଲ ହୋଇଥାଏ । ଏହା ମଧ୍ୟ ମାନ୍ୟତା ଅଛି କି ବେଲ ଗଛ ସହ ଆମେ ଯଦି ଶ୍ଵେତ ଅରଖ ଗଛକୁ ରଖିକି ପୂଜା କରିବା ତେବେ ଏହା ଆମକୁ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଦେବ ।
ଏହି ଭଳି କରିବା ଦ୍ଵାରା ଅନେକ ପାପ ନାସ ହୋଇଥାଏ । ଆପଣ ଶମୀ ଗଛ ବିଷୟରେ ଜାଣି ଥିବେ । ଏହାକୁ ଆମେ ଘରର ବାମ ପାର୍ଶ୍ଵରେ ଲଗାଇବା ଭଲ ହୋଇଥାଏ । ଏହି ଗଛ ମୂଳରେ ଆମେ ସବୁ ଦିନ ସୋରିଷ ତେଲ କିମ୍ବା ରାଶି ତେଲ ର ଦୀପ ଲଗାଇବା ଭଲ ହେବ । ଶନି ଦଶା ରୁ ଆମେ ମୁକ୍ତ ହୋଇଯିବା । ବିଜଯ ଦଶମୀ ଦିନ ଆମେ ଏହି ଗଛ କୁ ପୂଜା ଅକରିବା ଦ୍ଵାରା ଆମର ଶୁଭ ପରିଣାମ ଦିନ ଖୁବ ଶୀଘ୍ର ଆସିଯିବ ।
ଅଶ୍ଵଗନ୍ଧା ଗଛ ଏହାକୁ ଶୁଭ ଗଛ କୁହାଯାଏ । ଏହାକୁ ଲଗାଇବା ଦ୍ଵାରା ଏହା ଆମ ଘର ବାସ୍ତୁ ଦୋଷ କୁ କମାଇ ଦେଇ ଥାଏ । ଏହାକୁ ଆମେ ଲଗାଇବା ଦ୍ଵାରା ଔଷଧ ମିଳିବା ସହ ଆମ ଘର ପାଇଁ ଭଲ ପ୍ରଭାବ ମଧ୍ୟ ଏହା ଦେଇ ଥାଏ । ଆଉ ଏକ ଗଛ ଅଂଳା ଗଛ ଏହି ଗଛ ମଧ୍ୟ ଘରର ଉତ୍ତର ପୂର୍ବ ଦିଗରେ ରହିବା ଭଲ ହୋଇଥାଏ ।