ସ୍ୱାସ୍ଥ୍ୟ

ବାରମ୍ବାର ୟୁରିନ ଇନଫେକସନ ହେଉଛ କି ? କଣ ରହିଛି ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ଜାଣନ୍ତୁ Dr. Manas Ranjan Pradhan ଙ୍କ ଠାରୁ ( Healthy Tips )

ଆମେ ୟୁରିନ ଇନଫେକସନ ଯାହାକୁ କହି ଥାଉ ଏହାକୁ  ମୁତ୍ରା ମାର୍ଗ ରେ ହୋଇଥିବା ଅସୁବିଧା କୁ ଦେଖାଇ ଥାଏ । ସାଧାରଣ ଭାବେ ମୁତ୍ରା ଆମର ମୂତ୍ରାଶୟ ଦେଇ କି ଏହା ବାହାରକୁ ଆସିଥାଏ । ଆମ ଶରୀର ର ମୁତ୍ର ଆମ କିଡନୀ ରେ ତିଆରି ହୋଇ ଥାଏ ଏହା ଆମ ଶରୀର ରୁ ଏକ ପାଇପ ଦେଇକି ଆସିଥାଏ ଏହାକୁ ଆମେ ଉରେଟର କହି ଥାଉ ଏହା ମାଧ୍ୟମରେ ପରିସ୍ରା ଆସିକି ଆମ ବ୍ଳାଡର ରେ ରହି ଥାଏ ଏହା ପରେ ଏହା ଆମ ଶରୀର ରେ 3 ରୁ 4 ଘଣ୍ଟା ରହିବା ପରେ ଆମ ଶରୀର ରୁ ଏହା ବାହାରି ଯାଇ ଥାଏ । 

ଯଦି ଆମେ ପରିସ୍ରା ଇନଫେକସନ ହେବ କଥା କହୁଛୁ ତେବେ ଆମେ ଜାଣି ପାରିବା କି ଏହା ମଧ୍ୟରେ କିଛି ଜୀବାଣୁ ରହି ଯାଇଛି ଯାହା ଦ୍ଵାରା ଆମ ର ପରିସ୍ରା ଇନଫେକସନ ହୋଇଛି । ସେମାନେ ନିଜର ବହୁତ ଧ୍ୟାନ ରଖିବା କଥା ସାଧାରଣ ଭାବେ ଆମେ ଯଦି ଦେଖିବା ତା ଆମେ ଜାଣି ପରିବା ।

ଏହା ଆମର ଏକ ଗୁପ୍ତ ଅଙ୍ଗ ଆମେ ଏହାକୁ ସବୁ ବେଳେ ଢାଙ୍କିକି ରଖି ତ୍ବାଉ । ସେଇ ପାଇଁ ଆମକୁ ପରିଷ୍କାର ରହିବ ନିହାତି ବହବେ ଦରକାର । ସାଧାରଣ ଭାବେ ଏହା ମହିଳା ମାନଙ୍କ ପାଇମ ଅଧିକ ଦରକାର କାରଣ ମହିଳା ମାନେ ବହୁତ ଘର କାମ କରିଥାନ୍ତି ଏହା ମଧ୍ୟରେ   ତାଙ୍କର ପରିସ୍ରା ଜାଗା ହେଉ କିମ୍ବା ମଳଦ୍ୱାର ଜାଗା ବାର ନାର ଓଦା ହୋଇ ଥାଏ ।

ସେଇ ପାଇଁ ଆମେ ଏହାକୁ ସଫା କରିବା ପାଇଁ ଚେଷ୍ଟା କରିବା ଯେତେ ପାରିବ ଆମେ ସଫା ଜାଗାରେ ପରିଶ୍ରା କରିବା ଭଲ ହୋଇ ଥାଏ । ଆପଣ ନିନା ର ଧ୍ୟାନ ରଖିବା ନିହାତି ଭାବେ ଦରକାର କାରଣ ଅସନା ଜାଗାରେ ବ୍ୟାକ୍ଟେରିଆ ମନେ ଭରପୁର ହୋଇକି ରହିଥାନ୍ତି ଯାହା ଦ୍ୱାରା ଆମେ ଖରାପ ପରିଣାମ ପାଇଁ ଥାଉ ।

ତେବେ ଯେଉଁ ମାନେ ବିବାହିତ ମହିଳା ଅଚମଟି ଆପଣ ମାନେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ପରିସ୍ରା ଯାଇକି ଧକୁ ଭଲ ଭାବେ ସଫା କରିକି ଶୋଇବା କଥା । କାରଣ ଏହି ସମୟରେ ଅନେକ ଜୀବାଣୁ ଆମ ଶରୀର ଭିତରେ ପଶି ଯାଇ ଥାଏ । ଆପଣ କଡୀ ଗାଧୋଇବା ବେଳେ ଏହାକୁ ଭଲ ଭାବେ ସଫା କରୁଛନ୍ତି କେବଳ ପାଣି ରେ ସଫା କରନ୍ତୁ ଆପଣ ଯଦି ଏହାକୁ ସାବୁନ ଦ୍ୱାରା ସଫା କରିବେ ।

ଏହା ଆପଣଙ୍କୁ ଖରାପ ପରିଣାମ ଦେବ । ତେଣୁ ଆପଣ ଏହାକୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ଆସୁଥିବା ସାମ୍ପୂ ଦ୍ୱାରା ଏହାକୁ ଧୋଇବା ଭଲ ହୋଇଥାଏ । ଡୁନକୁ ଯଦି ହେଉଛି ଦୁଇଥର କରି ଆମେ ଆମ ଅଣ୍ଡର ଗାର୍ମମେନ୍ଟ କୁ ବଦଳାଇବା ଭଲ । ପୁଅ ପିଲାଙ୍କ ପକ । ମଧ୍ୟ ଏହା ଏକ ସମସ୍ୟା ଥାଏ ଆପଣ ଏହାକୁ ଅଟକାଇବା ପାଇଁ ସୁଷମ ଖାଦ୍ୟ ଖାଇବା ସହ ପାଣି ପିଇବା ନିହତି ଭାବେ ଦରକାର । ଆପଣ ଯଦି ପରିଶ୍ରା ବେଳେ । ପଦ ଅନୁଭଵ କରୁଛନ୍ନତି କି ଖରାପ ବାସ୍ନା ପାଉଛନ୍ତି ତେବେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ । ଏହା କୁ ସମୟ ଥିବା ବେଳେ ଦେଖାଇବା ଭଲ ହୋଇଥାଏ ଜଯ ଦ୍ୱାରା ଆମ କିଡନି ଠିକ ରହି ଥାଏ ।  

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button