ବିଚାର

ସ୍ୱାମୀ-ସ୍ତ୍ରୀ ଏହି ୫ଟି କାମ ଅଧିକ ସମୟ ପର୍ଯ୍ୟନ୍ତ ଭୁଲରେ ବି କରନ୍ତୁ ନାହିଁ,ନହେଲେ ହୋଇଯିବେ ଦରିଦ୍ର

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ସ୍ୱାମୀ ସ୍ତ୍ରୀ ଏହି ୫ ଟି କାମ ଅଧିକ ସମୟ ପର୍ଯ୍ୟନ୍ତ କରନ୍ତି ସେମାନେ ଦରିଦ୍ର ରୁହନ୍ତି। ବିଷ୍ଣୁ ପୁରାଣ ଗ୍ରନ୍ଥ ପ୍ରାଚୀନ ହିନ୍ଦୁ ଧର୍ମ ଗ୍ରନ୍ଥ ମଧ୍ୟରୁ ଅନ୍ୟତମ। ଯେଉଁଥିରେ ଧାର୍ମିକ କଥାକୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଏଥିରେ ଭଗବାନ ବିଷ୍ଣୁଙ୍କର ସବୁ ଅବତାର ବିଷୟରେ ବିସ୍ତାର ପୂର୍ବକ ବର୍ଣ୍ଣନା କରାଯାଇଛି। କିନ୍ତୁ କିଛି ଏପରି କଥା ମଧ୍ୟ କୁହାଯାଇଛି ଯାହା ଘରର ପୁରୁଷ କିମ୍ବା ସ୍ତ୍ରୀଙ୍କୁ କରିବା ଉଚିତ ନୁହେଁ। ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କହିବୁ ବିଷ୍ଣୁ ପୁରାଣରେ କୁହାଯାଇଥିବା ଏପରି ୫ ଟି କାମ ବିଷୟରେ ଯାହାକୁ ସ୍ତ୍ରୀ ବା ପୁରୁଷ ଅଧିକ ସମୟ ପର୍ଯ୍ୟନ୍ତ କରିବା ଉଚିତ ନୁହେଁ। ଏହିପରି କଲେ ଘରକୁ ଦରିଦ୍ରତା କ୍ଳେଶ ଏବଂ ନକରାତ୍ମକ ଉର୍ଜାର ସଂଚାର ହେବ। ଯାହା ଦ୍ୱାରା ମନୁଷ୍ୟର ଜୀବନ ଅସ୍ତ ବ୍ୟସ୍ତ ହେବାକୁ ଲାଗେ। ଆସନ୍ତୁ ଜାଣିନେବା ସେହି କାର୍ଯ୍ୟ ବିଷୟରେ।

ବିଷ୍ଣୁ ପୁରାଣ ବେଦ ବ୍ୟାସ ଦ୍ୱାରା ରଚିତ ଗ୍ରନ୍ଥ ଯେଉଁଥିରେ ମାନବ ସମାଜକୁ ସୁଖ ଶାନ୍ତି ବନେଇବା ପାଇଁ ବହୁତ ମୂଲ୍ୟବାନ ଏବଂ ମହତ୍ତ୍ୱପୂର୍ଣ୍ଣ କଥା କୁହାଯାଇଛି। ବିଷ୍ଣୁ ପୁରାଣ ଗ୍ରନ୍ଥରେ କିଛି ଏପରି କାମକୁ ନକରିବା ପାଇଁ କୁହାଯାଇଛି ଯାହାକୁ ଯଦି ଘରର ସ୍ତ୍ରୀ ବା ପୁରୁଷ ଲମ୍ବା ସମୟ ପର୍ଯ୍ୟନ୍ତ କରନ୍ତି ତ ସେମାନଙ୍କୁ ବହୁତ ସାରା ଦୁଃଖର ସାମ୍ନା କରିବାକୁ ପଡିବ। ଏବଂ ସେ ନିରନ୍ତର ସମସ୍ୟାର ସାମ୍ନା କରିଥାଏ ଏବଂ ଆପଣ ଜାଣିଲା ପରେ ଆଶ୍ଚର୍ଯ୍ୟ ହେବେ କି ଏଥିରେ ଏପରି କାମ କୁହାଯାଇଛି ଯାହାକୁ କଲେ ଆମର ସ୍ୱାସ୍ଥ୍ୟ ପୁରା ପୁରି ବିଗିଡିଯାଇପାରେ। ଆମର ମନରେ ନକରାତ୍ମକ ବିଚାର ଉତ୍ପନ ହେବାକୁ ଲାଗେ। ଘରର ସ୍ତ୍ରୀର ଏହି ଉଦେଶ୍ୟ ମଧ୍ୟ ହୋଇପାରେ କି ସେ ଏପରି କାମ ନକରେ ଯାହା ଦ୍ୱାରା ମା ଲକ୍ଷ୍ମୀ ରାଗିଯିବେ ଏବଂ ଘରକୁ ଦରିଦ୍ରତା ଆସିଯିବ। ହିନ୍ଦୁ ଘରର ମହିଳା ସ୍ତ୍ରୀ ଝିଅଙ୍କୁ ମା ଲକ୍ଷ୍ମୀଙ୍କ ସମାନ ମାନାଯାଏ କାରଣ ଜଣେ ସ୍ତ୍ରୀ ହିଁ ଏସବୁ ହୋଇଥାଏ। ତାର କର୍ମ କାରଣରୁ ଘରେ ଦେବୀ ଲକ୍ଷ୍ମୀ ନିବାସ କରନ୍ତି ଏବଂ ଘରକୁ ସୁଖମୟ ବନାଇଥାନ୍ତି। ଧନ ଧାନ୍ୟରେ ସମ୍ପୂର୍ଣ କରିଥାନ୍ତି। ଯଦି ଘରର ସ୍ତ୍ରୀ ହିଁ ଖରାପ କାମ କରିବାରେ ଲାଗିଯାନ୍ତି ତ ଏମିତିରେ ମା ଲକ୍ଷ୍ମୀ ଘରେ ରହିବାକୁ ପସନ୍ଦ କରନ୍ତି ନାହିଁ ଏବଂ ସେହି ଘରର ନାଶ ହୋଇଯାଏ। କେବେ କେବେ କିଛି ମହିଳା ଜଣା ଅଜଣାରେ କିଛି ଏପରି କାମକୁ କରିଥାନ୍ତି ଯାହାର ପରିଣାମ ବହୁତ ଖରାପ ହୋଇଥାଏ। ଆମକୁ କେବେବି ଘରର ମହିଳାଙ୍କୁ ଅପମାନ କରିବା ଉଚିତ ନୁହେଁ ତାଙ୍କ ବିଷୟରେ ଅପଶବ୍ଦ କହିବା ଉଚିତ ନୁହେଁ କାରଣ ମହିଳାଙ୍କ ଦେହରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ତ ଏହା ସିଧା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଯାହା କାରଣରୁ ମା ଲକ୍ଷ୍ମୀ ବହୁତ ଦିନ ପର୍ଯ୍ୟନ୍ତ ଘରେ ରୁହନ୍ତି ନାହିଁ। ଆଉ ଘରକୁ ଦରିଦ୍ରତା ଆସିଥାଏ। ଆସନ୍ତୁ ଜାଣିନେବା ସେହି ୫ ଟି କାର୍ଯ୍ୟ ବିଷୟରେ ଯାହାକୁ ଅଧିକ ସମୟ ପର୍ଯ୍ୟନ୍ତ କରିବା ଉଚିତ ନୁହେଁ।

ଅଧିକ ସମୟ ପର୍ଯ୍ୟନ୍ତ ସ୍ନାନ କରିବା। ବିଷ୍ଣୁ ପୁରାଣରେ ପୁରୁଷ ବା ସ୍ତ୍ରୀଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ନାନ କରିବା ଉଚିତ ନୁହେଁ। କୌଣସି ବି ମନୁଷ୍ୟ ଅଧିକ ସମୟ ପର୍ଯ୍ୟନ୍ତ ସ୍ନାନ କଲେ ତାକୁ ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ସମସ୍ୟା ଭୋଗିବାକୁ ପଡିଥାଏ। ଯେପରି ସରଦି କାଶ ଛିଙ୍କ ଇତ୍ୟାଦି। ବିଷ୍ଣୁ ପୁରାଣରେ ଏପରି ବି କୁହାଯାଇଛି ସବୁ ଘରର ସ୍ତ୍ରୀ ଏବଂ ପୁରୁଷଙ୍କୁ ସୁର୍ଯ୍ୟ ଉଦୟ ପୂର୍ବରୁ ହିଁ ସ୍ନାନ କରିବା ଉଚିତ। ଏଥିରେ ସୂର୍ଯ୍ୟଦେବ ପ୍ରସନ୍ନ ହୁଅନ୍ତି। ତାହା ସହିତ ମା ଲକ୍ଷ୍ମୀ ବି ପ୍ରସନ୍ନ ହୁଅନ୍ତି। ଯାହା ଦ୍ୱାରା ଘରେ ସୁଖ ସମୃଦ୍ଧି ବନିରହିଥାଏ। ସ୍ନାନ କରିବା ପରେ ସୁର୍ଯ୍ୟଦେବଙ୍କୁ ପ୍ରଣାମ କରିବା ଉଚିତ।

ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା। ବିଷ୍ଣୁ ପୁରାଣ ଅନୁସାରେ ଘରେ ଯଦି କୌଣସି ବି ପୁରୁଷ ବା ମହିଳା ଡେରି ପର୍ଯ୍ୟନ୍ତ ଶୁଅନ୍ତି ତ ଏଥିରେ ଦରିଦ୍ରତା ଏବଂ ଆଳସ୍ୟତା ଉତ୍ପନ ହୋଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରେ ମଧ୍ୟ ଦେଖିଲେ ଅଧିକ ଡେରି ପର୍ଯ୍ୟନ୍ତ ଶୋଇବା ଦେହ ପାଇଁ ହାନିକାରକ ହୋଇଥାଏ। ଏଥିପାଇଁ ଆମକୁ ଅଧିକ ଡେରି ପର୍ଯ୍ୟନ୍ତ ଶୋଇବା ଉଚିତ ନୁହେଁ। ଯାହା ଦ୍ୱାରା ଦେବୀ ଦେବତା ପ୍ରସନ୍ନ ହୁଅନ୍ତି। ଘରେ ମଧ୍ୟ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ।

କାମ କ୍ରିୟା। ବିଷ୍ଣୁ ପୁରାଣ ଅନୁସାରେ କୌଣସି ବି ସ୍ତ୍ରୀ ପୁରୁଷକୁ ପରସ୍ପର ମଧ୍ୟରେ ଅଧିକ ସମୟ ପର୍ଯ୍ୟନ୍ତ କାମ କ୍ରିୟା କରିବା ଉଚିତ ନୁହେଁ। ଧାର୍ମିକ ଗ୍ରନ୍ଥ ଏବଂ ଶାସ୍ତ୍ର ଅନୁସାରେ ଅଧିକ ସମୟ ପର୍ଯ୍ୟନ୍ତ କାମ କ୍ରିୟା କରିବାକୁ ଅଶୁଭ ମାନାଯାଏ। ଏପରି କଲେ ଘରେ ଦରିଦ୍ରତା ଉତ୍ପନ ହୋଇଥାଏ।

ରାତିରେ ଡେରିରେ ଶୋଇବା। । ବିଷ୍ଣୁ ପୁରାଣ ଅନୁସାରେ କୌଣସି ବି ସ୍ତ୍ରୀ ପୁରୁଷକୁ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହିବା ଉଚିତ ନୁହେଁ। ଯଦି କୌଣସି ବ୍ୟକ୍ତି ଏପରି କରୁଛନ୍ତି ତ ତାର ଦୃଷ୍ଟି ପାଇଁ ଭଲ ନୁହେଁ। ତାହା ସହ ଡେରିରେ ଶୋଉଥିବା ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ବିଗିଡି ଯାଏ। ସ୍ତ୍ରୀ ବା ପୁରୁଷ ଧୀରେ ଧୀରେ ଆଳସ୍ୟ ହୋଇଯାଏ। ଯାହା ଦ୍ୱାରା ମା ଲକ୍ଷ୍ମୀ ରାଗିଯାନ୍ତି। ଘରେ ଦରିଦ୍ରତା ଉତ୍ପନ ହୁଏ।

ଅଧିକ ସମୟ ବ୍ୟାୟାମ କରିବା। ଏମିତିରେ ଆମେ ପ୍ରତିଦିନ ବ୍ୟାୟାମ କରିବା ଉଚିତ। ଏହା କଲେ ଆମର ସ୍ୱାସ୍ଥ୍ୟ ଠିକ ରହିଥାଏ ଏବଂ ଆମର ଦିନଚର୍ଯ୍ୟା ଭଲ ରହେ। ଆମକୁ ପୁରା ଦିନ ଭଲ ଲାଗେ ଏବଂ ଶରୀର ମଧ୍ୟ ଯବାନ ରହେ। କିନ୍ତୁ ବିଷ୍ଣୁ ପୁରାଣରେ ଅଧିକ ସମୟ ବ୍ୟାୟାମ ମଧ୍ୟ ନକରିବାକୁ କୁହାଯାଇଛି। କାରଣ ଏଥିରେ ଏହା କୁହାଯାଇଛି କି ଯଦି ଆମେ ଅଧିକ ସମୟ ବ୍ୟାୟାମ କରିବା ତ ଏହା ଆମର ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏଥିପାଇଁ ଆମେ ନିର୍ଧାରିତ ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button