ବିଚାର

ଚଳନ୍ତା ବସ୍ ଉପରେ ପଡିଲା ୧୧ କେଭି ବିଜୁଳି ଖୁଣ୍ଟି : ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଚଳନ୍ତା ବସ୍ ଉପରେ ପଡ଼ିଗଲା 11 କେଭିର ବିଜୁଳି ଖୁଣ୍ଟି । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଘଟିଛି ଏହି ଘଟଣା। ବିଦ୍ୟୁତ ତାର ବସରେ ନଲାଗିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । କ୍ରିଷ୍ଣା ନାମକ ଏହି ଘରୋଇ ବସ୍‌ଟି ପାରାଦୀପରୁ ବାଲିପଡ଼ା ଯାଉଥିଲା ବେଳେ ଏହି ଘଟଣା ଘଟିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button