ଆପଣଙ୍କୁ କେଉଁ ପ୍ରକାର ଖବର ଖୁସି ମିଳିବା ପାଇଁ ଯାଉଛି ? ବଜରଙ୍ଗୀବାଲୀଙ୍କୁ ସ୍ମରଣ କରି ଏକ ନମ୍ବର ଚୟନ କରି ନିଅନ୍ତୁ… Tarot Card

ଦୁନିଆର ପ୍ରତ୍ଯେକଟି ବ୍ୟକ୍ତିଙ୍କର ଭଗବାନଙ୍କ ଉପରେ ଭରଷା ଓ ଆସ୍ଥା ରହିଥାଏ । ତେବେ ଆପଣଙ୍କ ଜୀବନରେ ଅଚାନକ ଭାବରେ କେଉଁ ଖୁସି ଖବର ଆସିବା ପାଇଁ ଯାଉଛି । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ! ତେବେ ଭଗବାନ ବଜରଙ୍ଗବାଲୀଙ୍କୁ ସ୍ମରଣ କରି 1, 2, 3 ଓ 4 ମଧ୍ୟରୁ କୌଣସି ଏକ ନମ୍ବରକୁ ବାଛନ୍ତୁ । ଆପଣଙ୍କୁ କେଉଁ ଖୁସି ଖବର ମିଳିବ । ଆପଣଙ୍କ ଭାଗ୍ୟରେ ଆଗାମୀ ସମୟ ପାଇଁ କଣ ଲେଖା ଅଛି ଜାଣନ୍ତୁ ।
1-ଆପଣଙ୍କର ଆଗାମୀ ସମୟରେ ଏକ ବହୁତ ଭଲ ସମ୍ପର୍କ ବନିବା ପାଇଁ ଯାଉଛି । ଯାହା ପାଇଁ ଆପଣ ସବୁବେଳେ ଭଗବାନଙ୍କ ନିକଟରେ ପ୍ରାଥନା କରନ୍ତି । ଆପଣ ଯାହାଙ୍କୁ ପାଇବା ପାଇଁ ମନେ ମନେ ଭାବୁଥିଲେ । ତାହା ବହୁତ ଶୀଘ୍ର ପ୍ରଭୁ ବଜରଙ୍ଗବାଲୀଙ୍କ ଦ୍ଵାରା ପୂରଣ ହେବାକୁ ଯାଉଛି । ଯଦି ଘରେ କାହା ସହିତ କୌଣସି କାରଣରୁ ମନୋମାଳିନୀ ହୋଇଥିଲା । ତେବେ ସେହି ସମ୍ପର୍କରେ ମଧ୍ୟ ମଧୁରତା ଆସିବା ପାଇଁ ଯାଉଛି ।
2-ଆପଣଙ୍କ ହୃଦୟ ବହୁତ ସଫା ଅଟେ । ବହୁତ ଭଲ ହୃଦୟର ବ୍ୟକ୍ତିତ୍ବ ଆପଣ ଅଟନ୍ତି । ଆପଣଙ୍କୁ ବହୁତ ଶୀଘ୍ର ଆପଣଙ୍କ କାର୍ଯ୍ୟରେ ସଫଳ ମିଳିବା ପାଇଁ ଯାଉଛି । ଆପଣ ଯଦି ଜଣେ ବିଦ୍ୟାର୍ଥୀ ଅଟନ୍ତି । ତେବେ ଆପଣଙ୍କ ପରୀକ୍ଷା ଭଲ ହୋଇବ । ତେବେ ଯାହା ବି କାମ ଥାଉ । ଭଗବାନଙ୍କ କୃପାରୁ ଆପଣଙ୍କର ଲକ୍ ଆପଣଙ୍କର ହିଁ ସାଥ୍ ଦେବ ।
3-ଏହି ନମ୍ବରକୁ ବାଛିଥିବା ବ୍ୟକ୍ତି ମାନଙ୍କୁ ଆମେ ଏଠାରେ କହିବା ପାଇଁ ଚାହୁଁଛୁ । ଯଦି ଏଥିମଧ୍ୟରୁ କିଛି ଦମ୍ପତ୍ତିଙ୍କୁ ସନ୍ତାନ ପ୍ରାପ୍ତିର ଖୁସି ଖବର ମିଳିବ ପାଇଁ ଯାଉଛି । ଯଦି କଂସିବ କରିବାରେ କିଛି ମଧ୍ୟ ସମସ୍ଯା ହେଉଥିଲା । ସେହି ସ୍ଥିତିରେ ଭଲ ସ୍ଥିତି ଆସିବାର ସମ୍ଭାବନା ରହିଛି । ଏହା ଛଡା ବହୁତ ଶୀଘ୍ର ଆପଣଙ୍କୁ ବହୁତ ବଡ ଏକ ଖୁସି ଖବର ମିଳିବାକୁ ଯାଉଛି । ତେଣୁ ଭଗବାନଙ୍କୁ ପ୍ରାଥନା କରିକି ସେହି ଭଲ ସମୟ ଅପେକ୍ଷାରେ ରହିଥାନ୍ତୁ । ଏଥରକ ଆପଣଙ୍କ ସମୟ ବହୁତ ଭଲ ରହିଛି ।
4-ଯଦି ଆପଣଙ୍କ ମାନଙ୍କ ଜୀବନରେ ଲଗାତର ଧରି କିଛି ଖରାପ ସ୍ଥିତି ଚାଲୁ ରହିଥିଲା । ଆପଣଙ୍କ ସମୟ ଆପଣଙ୍କର ସାଥ୍ ଦେଉନଥିଲା । ତେବେ ଭଗବାନଙ୍କ କୃପାରୁ ଲକ୍ ଆପଣଙ୍କ ଫେଭରରେ ହିଁ ରହିବ । ଆପଣଙ୍କ ପରିସ୍ଥିତି ଆପଣଙ୍କ କଣ୍ଟ୍ରୋଲରେ ରହିବ । ଆପଣ ନିଜ ଇଛା ଅନୁସାରେ ନିଜର ସବୁ ନିଷ୍ପତ୍ତି ବୁଝି ବିଚାରୀ ନେବେ ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଏଥିସହ କମେଣ୍ଟରେ ଜୟ ବଜରଙ୍ଗବାଲୀ ଲେଖି ନିହାତି ଜଣାନ୍ତୁ । ଆପଣଙ୍କ ସବୁ ୱିଶ ବହୁ ଶୀଘ୍ର ପୂରଣ ହୋଇବ । ଧନ୍ୟବାଦ