ସ୍ୱାସ୍ଥ୍ୟ

ପାନ ଖାଇକି ଦାନ୍ତ ହଳଦିଆ ହୋଇଯାଇଛି କି କରନ୍ତୁ ଏହି ଉପାୟ ଗୋଟେ ଦିନରେ ଚମିକିବ ।

ଯେବେ ଆକେ ଅଧିକ ପାନ କିମ୍ଭା ଅଧିକ ସିଗାରେଟ ବ୍ୟବହାର କରିଥାଉ ଆମର ଦାନ୍ତ ଏହି ଭଳି ଭାବରେ ଦନ୍ତର ରଙ୍ଗ ହଳଦିଆ ପଡ଼ିଯାଏ ଓ କିଛି ଲୋକଙ୍କର ଦାନ୍ତ ଏତେ ନାଲି ହୋଇଯାଏ ଯେ ଏହାକୁ ସହଜରେ ପୁଣି ଥରେ ଆଗ ପରି ଧଳା କରିବା ଅସମ୍ଭବ ହୋଇଯାଏ । ଯଦି ଆପଣଙ୍କ ଦାନ୍ତର ରଙ୍ଗ ଧଳା କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହି ଘରୋଇ ଉପାୟ ଆପଣେଇ ଆପଣଙ୍କ ଦାନ୍ତକୁ ଧଳା କରିପାରିବେ । ଆମ ବ୍ୟକ୍ତିତ୍ବ ବଢ଼େଇ ବାରେ ଦାନ୍ତର ମହତ୍ତ୍ୱ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ।

କୌଣସି ସଫା ସୁତୁରା ଲୋକଙ୍କ ଦାନ୍ତ ଦେଖିଲେ ସବୁଲୋକ ସେମାନଙ୍କ ସହ ମିସିଥାନ୍ତି କିନ୍ତୁ ଯଦି ଆମେ ଆମ ଦାନ୍ତ ସଫା ନାକରୁ ତାହେଲେ ଏହା ବହୁତ ଭାବରେ ଆମ ବ୍ୟକ୍ତିତ୍ବରେ ପ୍ରଭାବ ପକେଇଥାଏ ।

ନିଜର ଦାନ୍ତ ରଙ୍ଗ ବଦଳେଇବା ପାଇଁ ଆମେ କେବେ ହେଲେ ଚେଷ୍ଟା କରୁନା ଏହାର କାରଣ ଦାନ୍ତ ସଫା କରିବା ପାଇଁ ଆମକୁ ମେଡିକାଲ ଯାଇ ପଇସା ଖର୍ଚ କରିବାକୁ ପଡେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ବାଟ କହୁବୁ ଯାହା ଦ୍ୱାରା ଆପଣଙ୍କ ଦାନ୍ତର ରଙ୍ଗ ପୁରା ବଦଳିଯିବ ।ଆସନ୍ତୁ ଜାଣିବା ସେ କଣ ?
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button