ଦେଶ ବିଦେଶ

ଦୀପାବଳିରେ ରାଜଧାନୀରେ ଏଥର ବି ବାଣଫୁଟା ମନା: ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଦିଲ୍ଲୀବାସୀ ଏଥର ଦୀପାବଳିରେ ମଧ୍ୟ ବାଣ ଫୁଟାଇ ପାରିବେ ନାହିଁ। ବାଣଫୁଟା ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ମନ୍ତ୍ରୀ ଗୋପାଳ ରାୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ବିଜ୍ଞପ୍ତି ପୋଷ୍ଟ କରି ଏହି ନିର୍ଦ୍ଦେଶ ବିଷୟରେ ସୂଚନା ଦେଇଛନ୍ତି।

ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ ଶୀତ ଦିନେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆଜିଠାରୁ ୧ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ବାଣ ତିଆରି, ସଂରକ୍ଷଣ, ବିକ୍ରୟ ଏବଂ କ୍ରୟ ଉପରେ ନିଷେଧାଦେଶ ଜାରି ରହିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button