ଏହି ବିଶେଷ ଉପାୟ ଦ୍ଵାରା ଆପଣଙ୍କ ସ୍କିନ କ୍ଷୀର ଭଳି ଗୋରା ହୋଇ ଯିବ, ଦେଖନ୍ତୁ ଉପାୟ କଣ ?

ଦୁନିଆରେ ଏମିତି କେହି ନଥିବ ଯିଏ ନିଜ ଚେହେରା ଗୋରା କରିବା ପାଇଁ ଚାହୁଁ ନଥିବ, ତେବେ ଆପଣ ମଧ୍ୟ ନିଜ ଚେହେରା ଗୋରା କରିବା ପାଇଁ ଚାହାନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଖୁସି ଖବର ଆଣିଛୁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କ ଚେହେରା ଖିର ଭଳି ଧଳା ହୋଇ ଯିବ । ଆଜି କାଲୀ ମାର୍କେଟ ରେ ଗୋରା କରିବା ପାଇଁ କେତେ ପ୍ରକାର ଫେୟର୍ନେସ କ୍ରିମ ମିଳୁଛି କିନ୍ତୁ ତାହା କେମିକଲ ଦ୍ଵାରା ବନା ଯାଉଛି ଯାହା ଆମ ତ୍ଵଚା ପାଇଁ ଖରାପ ଅଟେ ।
ବହୁତ ପ୍ରକାର ପ୍ରୋଡ଼କ୍ଟ ବହୁତ ଖରାପ ହୋଇଥାଏ ଓ ଆପଣଙ୍କ ଚେହେରା ଆହୁରି ଖରାପ କରିଥାଏ ।

ଚେହେରା ଭଲ ରଖିବାର ବହୁତ ସହଜ ଉପାୟ ଏହା ଯେ ସମୟରେ ପୋଶତିକ ଖାଦ୍ଯ ଖାନ୍ତୁ ଓ ଚେହେରା ପାଇଁ ସଠିକ ପୋଶତିକ ଜିନିଷ ବ୍ୟବହାର କରନ୍ତୁ ଏହି ଦୁଇଟି କାମ ଦ୍ଵାରା ଆପଣ ବହୁତ ସୁନ୍ଦର ହୋଇ ପାରିବେ । ତେବେ ଚେହେରା ଗୋରା କରିବା ପାଇଁ ଆପଣଙ୍କୁ ଗୋଟେ କ୍ୟାପସୁଲ ଦରକାର ଅଟେ ଯାହା ଦ୍ଵାରା ଆପଣ ନିଜ ତ୍ଵଚା ସୁନ୍ଦର ଓ ସ୍ଵସ୍ଥ ରଖିପାରିବେ ।

ଏହି ବିଶେଷ ପ୍ରକାର କ୍ୟାପସୁଲ ନା ବିଟାମିନ ଈ କ୍ୟାପସୁଲ ଅଟେ ଯାହା ମେଡିକଲ ଷ୍ଟୋର ରେ ଆରମ ସେ ପ୍ରାପ୍ତ ହୋଇଯିବ । କ୍ୟାପସୁଲ ଛଡା ଆପଣଙ୍କୁ ଆହୁରି ଗୋଟେ ଜିନିଷ ଦରକାର ହବ ଯାହା ଆପଣଙ୍କ ଘରେ ବହୁତ ସହଜ ରେ ଉପଲବ୍ଧ ଥିବା ତାହା ହେଲା ନଡିଆ ତେଲ ଯାହା ସମସ୍ତଙ୍କ ଘରେ ମିଳି ଥାଏ । ତେବେ ଏହା ପରେ କ୍ୟାପସୁଲ କାଟି ତା ଭିତର ତରଳ ପଦାର୍ଥ ବାହାର କରି ନଡିଆ ତେଲ ସହ ମିକ୍ସ କରନ୍ତୁ ଓ ଏହାକୁ ଅଲଗା ଡବା ରେ ରଖି ଦିଅନ୍ତୁ ଓ ଏହି ମିଶ୍ରଣକୁ ରାତିରେ ନିଜ ଚେହେରା ଉପରେ ଲଗେଇ ସୋଇ ପଡନ୍ତୁ ।

ମନେ ରଖନ୍ତୁ ଏହାକୁ ରାତିରେ ଲଗାନ୍ତୁ କାହିଁକିନା ଚେହେରା ରାତିରେ ବହୁତ ରିଲାକ୍ସ ରହିଥାଏ ଓ ଏହି ସମୟ ରେ ମିଶ୍ରଣ ଭଲ ଭାବରେ ସେଲ୍ସ ରେ ପ୍ରବେଶ କରିଥାଏ ଓ ଆମ ତ୍ଵଚାକୁ ହେଲ୍ଦି ବନେଇ ଥାଏ । ଆପଣ ଏହି ମିଶ୍ରଣ ସପ୍ତାହ ରେ ୨ ଥର ବ୍ୟବହାର କରନ୍ତୁ ଏହାର ପ୍ରୟୋଗ ଦ୍ଵାରା ଆପଣଙ୍କ ତ୍ଵଚା ସ୍ଵସ୍ଥ ହୋଇଥାଏ ।



