ଦେଶ ବିଦେଶ

ସୁନ୍ଦରୀ ଯୁବତୀକୁ ବନ୍ଦ କୋଠରୀ ଭିତରେ ଶାରୀରିକ ସମ୍ପର୍କ ରଖି ମାରିଦେଲେ ଆଇଆରଏସ ଅଫିସର, ଜାଣନ୍ତୁ ପୁରା ଘଟଣା

ପ୍ରେମ କରୁଥିଲେ ସରକାରୀ ବାବୁ । ବିବାହ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଯୁବତୀଙ୍କ ସହ ଅନେକ ଦିନ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ବନ୍ଦ କୋଠରୀରୁ ମିଳିଛି ଯୁବତୀଙ୍କ ମୃତ ଦେହ ।

ଯୁବତୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ସରକାରୀ ବାବୁ ତାଙ୍କ ଝିଅକୁ ପ୍ରେମ କରି ତାଙ୍କୁ ଜୀବନରୁ ମାରି ଦେଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ନୋଏଡା ଅଞ୍ଚଳରେ ।

A

ଅଭିଯୁକ୍ତ ଯୁବକଙ୍କ ନାମ ହେଉଛି ସୌରଭ ମୀନା ଏବଂ ମୃତ ଯୁବତୀଙ୍କ ନାମ ହେଉଛି ଶିଳ୍ପା ଗୌତମ । ସୌରଭ ଜଣେ ଆଇଆରଏସ ଅଫିସର ଅଟନ୍ତି । ସୌରଭ ଏବଂ ଶିଳ୍ପା ଦୁହେଁ ଦୁହିଁଙ୍କୁ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭେଟିଥିଲେ ।

ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବିବାହ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । ହେଲେ ହଠାତ୍ ଶିଳ୍ପାଙ୍କ ମୃତ ଦେହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିଳ୍ପା ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ସୌରଭ ମିନାଙ୍କୁ ଗିରଫ କରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button