ଦେଶ ବିଦେଶ

ବିବାହ ଆଗରୁ ବୟଫ୍ରେଣ୍ଡ ନେଲା ନିଜ ଗର୍ଲଫ୍ରେଣ୍ଡର ଏଭଳି ଟେଷ୍ଟ, ଯାହା ପରେ ସାରା ଦୁନିଆ ତାର ଉଡାଉଛି ମଜାକ

ଆମ ଦେଶ ପରମ୍ପରା ବହୁତ ମାନ୍ୟତା ରଖେ ଏବଂ ଏଠାର ଲୋକ ନୀଜ ପରମ୍ପରାକୁ ବହୁତ ମାନ୍ୟତା ଦେଇ ଥାନ୍ତି, କିନ୍ତୁ ଏବେକା ଯୁଗ ମର୍ଡନ ଯୁଗ ଅଟେ । ଆଜିକା ଲୋକ ପୁରୁଣା ରୀତି ରିବାଜ ବହୁତ ପଛ ରେ ଛାଡି ଆଗକୁ ବଢି ଯାଇଛନ୍ତି, ଆଜିକା ଲୋକ ଖୋଲା ଆକାଶ ରେ ଜୀବନ ବିତେଇବା ପସନ୍ଦ କରନ୍ତି । କେହି ବି କାହା ଠାରୁ ଛୋଟ ବା ତଳେ ରହିବା ପସନ୍ଦ କରୁ ନାହିଁ । ସମସ୍ତେ ନିଜ ଜୀବନ ନିଜେ ସମ୍ଭାଳିବାକୁ ଚାହୁଁଛନ୍ତି କେହି ଚାହୁଁ ନାହାନ୍ତି ଯେ କେହି ତାଙ୍କ ଜୀବନ ରେ ହସ୍ତକ୍ଷପ କରୁ ସମସ୍ତଙ୍କୁ ନିଜ ଲାଇଫ ନିଜ ମନ ଅନୁଯାଇ ବଞ୍ଚିବାକୁ ଇଛା କରି ଥାନ୍ତି ।

ପୁରୁଣା ସମୟରେ ଲୋକ ପୁରୁଷଙ୍କୁ ବହୁତ ମହତ୍ଵ ଦେଇ ଥାନ୍ତି, ଏବଂ ତାଙ୍କ ଅନୁଯାଇ ସ୍ତ୍ରୀ ନିଜ ପୁରା ଜୀବନ ବ୍ୟତୀତ କରୁ ଥିଲେ କିନ୍ତୁ ଏବେ ଜମାନା ବଦଳି ଯାଇଛି ଏବେ ସ୍ତ୍ରୀ ଓ ପୁରୁଷ ଦୁହେଁ ସମାନ ଅଛନ୍ତି ଏବେ ସ୍ଵାମୀ ନିଜ ଇଛା ସ୍ତ୍ରୀ ଉପରେ ଜବରଦସ୍ତି ରଖି ପାରିବ ନାହିଁ ।

ଆଜିକା ସ୍ତ୍ରୀ ନିଜ ସ୍ଵାମୀ ବା ପୁରୁଷ ସହ ସମାନ ଭାବରେ ପରିଶ୍ରମ କରୁଛନ୍ତି ଏବଂ ନିଜ କାମ ଦ୍ଵାରା ବହୁତ ସଫଳତା ମଧ୍ୟ ପ୍ରାପ୍ତ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ଆପଣ ନିଜ ଜୀବନରେ କେବେ ଭାବି ନଥିବେ । ଗୋଟେ ପୁଅ ନିଜ ଗର୍ଲଫ୍ରେଣ୍ଡର ଟେଷ୍ଟ କଲା ଏବଂ ସେଇଟା ବି ଏହା ଜାଣିବା ପାଇଁ ଯେ ଝିଅ ବିବାହ ଯୋଗ୍ୟ ଅଟେ କି ନାହିଁ, ପୁରୁଣା ଭାବନା ରଖୁଥିବା ଲୋକ ଆଜି ମଧ୍ୟ ଅଛନ୍ତି । ସେହି ଯୁବକ ଏହା ଜାଣିବା ପାଇଁ ଚାହୁଁ ଥିଲା ଯେ ଝିଅ ବିବାହ ପାଇଁ ଯୋଗ୍ୟ ବା ନାହିଁ ।

ସେ ନିଜ ଗର୍ଲଫ୍ରେଣ୍ଡ ଟେଷ୍ଟ କରିବା ପାଇଁ କିଛି ଏମିତିକା ଉପାୟ ବାହାର କଲେ ଯାହା ବହୁତ ଅଜବ ଥିଲା, ସର୍ବ ପ୍ରଥମେ ସେ ଝିଅକୁ ଏମିତି ଗୋଟେ ଘରେ ଡାକିଲା ଯେଉଁଠି ସବୁ ଜିନିଷ ଏପଟ ସେପଟ ହୋଇ ଅଗଣା ରେ ପଡି ଥିଲା । ପୁଅ ଭାବିଲା ଝିଅ ଆସୁ ଆସୁ ଘର ସଫା କରିବା ଆରମ୍ଭ କରିବ ତେବେ ସେ ବିବାହ ଯୋଗ୍ୟ ଅଟେ । କିନ୍ତୁ ଭାଗ୍ୟ ଖରାପ ସେହି ଝିଅ ଆସିଲା ଖାଇଲା ଏବଂ ତା ପର ଦିନ ଘରକୁ ସେହି ଅବସ୍ତା ରେ ଛାଡି ପଳେଇଲା ।

କିନ୍ତୁ ଏବେ ବି ପୁଅ ମନ ଶାନ୍ତ ହେଲା ନାହିଁ ଏହା ପରେ ସେ ଟ୍ଵିଟର ରେ ଲେଖିଲା ମୋ ଗର୍ଲଫ୍ରେଣ୍ଡ ସକାଳେ ଆସିଲା ଏବଂ ବିନା ବାସନ ସଫା କରି ଫେରି ଗଲା ମତେ ଲାଗୁ ଥିଲା ଯେ ସେ ମେରେଜ ମେଟେରିଆଲ କିନ୍ତୁ ମୋର ଏହି ଟେଷ୍ଟ ରେ ସେ ସମ୍ପୂର୍ଣ ଫେଲ ହୋଇ ଯାଇଛି । ପୁରୁଷବାଦୀ ଭାବନା ବହୁତ ଲୋକ ରଖନ୍ତି କିନ୍ତୁ କେହି ସମସ୍ତଙ୍କ ଆଗରେ ସୋଶିଅଲ ମିଡିଆ ରେ କହିବା ନିଜ ଉପରେ ଲୋକଙ୍କୁ ହସିବା ପାଇଁ ଚାନ୍ସ ଦବା କଥା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button