ଏହି ସବୁ ବୟସରେ ବିବାହ କରନ୍ତୁ ନାହିଁ, ନହେଲେ ପଛରେ ହଇରାଣ ହେବେ…ଜାଣନ୍ତୁ ବିବାହର ସଠିକ ବୟସ !

ପ୍ରତ୍ୟେକ ବ୍ୟକ୍ତି ବିବାହର ଲଡ୍ଡୁ ଖାଇବାକୁ ପସନ୍ଦ କରିଥାନ୍ତି । କିଏ କହିଥାଏ ବିବାହ କରିବା ଠିକ ନୁହେଁ ତ କିଏ କହିଥାଏ ବିବାହ ବିନା ଜୀବନ ମୂଲ୍ୟହୀନ । ସବୁଠାରୁ ମଜାଦାର କଥା ଏହା ଅଟେ ଯେ ପ୍ରାୟତଃ ଲୋକ ନିଜର ବିବାହ ସରିବା ପରେ ହିଁ ଅନ୍ୟକୁ କହିଥାନ୍ତି କି ଭଲରେ ରହିବାର ଅଛି ତ ବିବାହ କରନ୍ତୁ ନାହିଁ । କାହାର ବିବାହ ବନ୍ଧନ ଅଧିକ ଦିନ ଧରି ଚାଲିଥାଏ ତ କାହାର ଶୀଘ୍ର ହିଁ ତଲାଖ ହୋଇଯାଇଥାଏ । କିଛି ଏହିପରି ଲୋକ ମଧ୍ୟ ଅଛନ୍ତି ଯାହାଙ୍କର ନା ତଲାଖ ହୋଇପାରେ ଓ ନା ହିଁ ଦୁଇ ଜଣ ଏକାଠି ଖୁସିରେ ରହିପାରନ୍ତି ।
କିଶୋର ଅବସ୍ଥାରେ ବିବାହ କରିବା ଆଦୌ ଠିକ ନୁହେଁ । ଏହା ସବୁଠାରୁ ଅଧିକ ଚିନ୍ତାଜନକ ହୋଇଥାଏ । ଏଥିରେ ତଲାଖ ହେବାର ସମ୍ଭାବନା ସବୁଠାରୁ ଅଧିକ ରହିଥାଏ ।
ଏବଂ ଯେଉଁ ସମୟରେ ଆପଣ ଯୁବାବସ୍ଥାରେ ରହିଥାନ୍ତି ସେହି ସମୟରେ ବହୁତ ଲୋକ ଆର୍ଥିକ ରୂପରେ ବହୁତ ଦୁର୍ବଳ ରହିଥାନ୍ତି । ଏବଂ ସେ ସମୟରେ ସେହି ବ୍ୟକ୍ତିର କ୍ୟାରିୟରକୁ ନେଇ ବହୁତ ଅଧିକ ଚିନ୍ତିତ ରହିଥାନ୍ତି ।
ଥାଏ । କାରଣ ସେମାନଙ୍କ ପାଖରେ ପ୍ରତିକୂଳ ପରିସ୍ଥିତିକୁ ଧର୍ଯ୍ୟର ସହିତ ସମ୍ମୁଖୀନ ହେବାର ଶକ୍ତି ଅଧିକ ରହିଥାଏ ।