ସ୍ୱାସ୍ଥ୍ୟ

ବାତ ରୋଗ,Joint Pain,ଶିର ବ୍ଳକେଜ,ହାତ ଗୋଡ କାଲୁଆ ପଡିବା,ହାଡ ଦୁର୍ବଳତା ଠିକ ହେବ

ଆପଣ ମାନେ ସମସ୍ତେ ଜାଣିଥିବେ କି ବୟସ ବଢିବା ସହିତ ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଥାଏ | ଆଉ ଏହି ଭଳି ସମସ୍ୟା କୁ ନେଇକି ଆମେ ସବୁବେଳେ ଚିନ୍ତିତ ହୋଇକି ରହିଥାଉ |ତେବେ ଆମର ସ୍ୱାସ୍ଥ୍ୟ ହେଉଛି ମଣିଷ ର ସବୁଠାରୁ ଅମୂଲ୍ୟ ସମ୍ପଦ | ଆଉ କୁହାଯାଉଛି କି ବାତ, ସହିତ ଜୋଏଣ୍ଟ ବେନ, ହାଡ଼ ଦୁର୍ବଳ ହେବା, ଶିର ବ୍ଲକେଜ ହେବା ଭଳି ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଥାଏ ମଣିଷ ଶରୀରରେ ସବୁବେଳେ| ଆଉ ଏହି ଭଳି ସମସ୍ୟା କୁ ନେଇକି ଆମେ ସବୁବେଳେ ଚିନ୍ତା ରେ ଥାଉ |

ଏହା ସହିତ କୁହାଯାଉଛି କି ଆଜି କାଲି ଲୋକ ମାନଙ୍କର ନିଜ ଶରୀର ପ୍ରତି ଧ୍ୟାନ ଦେବା ପାଇଁ ସମୟ ମିଳୁନି ତାହା ସହିତ ଫିଜିକାଲ ୱାକ ମଧ୍ୟ ଆମର ହେଉନି ଯାହା ଜିଡୁ ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଉଛି |ତେବେ ଆସନ୍ତୁ ବନ୍ଧୁଗଣ ଏହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କେତେକ ଉପାୟ ବିଷୟରେ ନଜର ପକାଇବା |

କୁହାଯାଉଛି କି ପ୍ରଥମେ ଆମେ ସବୁବେଳେ ବସି ରହିବା ଵା ରେଷ୍ଟ ନେବା ଭଳି କାର୍ଯ୍ୟ ନ କରି ସକାଳେ ଉଠି କିଛି ସମୟ ପାଇଁ ଫିଜିକାଲ ୱାକ କରିବାର ଆବଶ୍ୟକତା ରହିଛି ଯାହା ଯୋଗୁଁ ଆମର ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦୂର ହୋଇଯାଇଥାଏ |

ତାହା ସହିତ କୁହାଯାଉଛି କି କୋପାଳଭାତି ଭଳି ବ୍ୟାୟାମ କରିବାର ଆବଶ୍ୟକତା ମଧ୍ୟ ରହିଛି ପ୍ରତେକ ଦିନ ଯାହା କାରଣରୁ ଆମ ଶରୀରରେ ମାନସିକ ସହିତ ଶାରୀରିକ ଅସୁବିଧା ମଧ୍ୟ ସବୁଦିନ ପାଇଁ ଦୂର ହୋଇଯିବ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଆମେ ଏହି ଭଳି ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରୋଇ ଉପଚାର ବିଷୟରେ ଆସନ୍ତୁ ଜାଣିବା |

ଆବଶ୍ୟକୀୟ ଉପକରଣ :- ଅଦା, ଡାଲଚିନି, ମହୁ

ପ୍ରସ୍ତୁତି ପ୍ରଣାଳୀ :-ଏହି ଘରୋଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆମେ ମାନେ ପ୍ରଥମେ ଗଢେଇ ରେ ଦୁଇ କୋପ ପାଣି ନେବା ଆଉ ତାହାକୁ ଭଲ ଭାବରେ ଫୁଟାଇବା | ଆଉ ପାଣି ଟି ଫୁଟୁଥିବା ସମୟରେ ଆମେ ମାନେ ଖଣ୍ଡିଏ ଅଦା କୁ ଆଣି ତାହାକୁ ଛୋଟ ଛୋଟ ଖଣ୍ଡ କରିଦେବା ଆଉ ତାହାକୁ ଛେଞ୍ଚି ଦେବା |ତାହା ପରେ ସେହି ପାଣି ରେ ଅଦା ଛେଞ୍ଚା କୁ ପକାଇବା ଓ ତାହା ପରେ ସେଥିରେ ଡାଲଚିନି ଖଣ୍ଡ କୁ ମଧ୍ୟ ପକାଇବା | ଆଉ ତାହା ପରେ ଆମେ ମାନେ ସେହି ପାଣି ଫୁଟି ଗୋଟିଏ କପ ହେବା ଯାଏ ଫୁଟାଇବା | ତାହା ପରେ ସେହି ପାଣି କୁ ଛାଣି ଦେଇ ଥଣ୍ଡା ହେବା ପରେ ଗୋଟିଏ ଚାମଚ ମହୁ କୁ ମିଶାଇ ସେବନ କରିବା |

ବ୍ୟବହାର :-ଏବେ ପ୍ରସ୍ତୁତ କରିଥିବା ସେହି ଡ୍ରିଂକ୍ସ କୁ ଆମେ ମାନେ ସକାଳେ ଓ ସନ୍ଧ୍ୟାରେ ଖାଇ ସାରିଲା ପରେ ବ୍ୟବହାର କରି ପାରିବା |ଏହି ଭଳି ଭାବରେ ଘରୋଇ ଉପାୟରେ ଆମେ ମାନେ ବାତ ରୋଗ, ଜୋଏଣ୍ଟ ପେନ ସହିତ, ଶିର ବ୍ଲକେଜ ଓ ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇ ପାଇବା|ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button