ବନ୍ଧୁଗଣ ବର୍ତ୍ତମାନ ସମୟରେ ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବଜ୍ରପାତ ହେଉଛି ଆଉ ଅନେକ ଜନଜୀବନ କ୍ଷତି ହେଉଛି । ଆଜି ଆମେ ଆପଣଙ୍କୁ କହିବୁ ବଜ୍ରପାତର ହେବାର କାରଣ ଓ ଏହି ସମୟରେ କଣ କରିବା ଉଚିତ । ବଜ୍ରପାତର ମୁଖ୍ୟ କାରଣ ଗୁଡିକ ହେଉଛି ସମୁଦ୍ର ରେ ସ୍ଥଳ ଭାଗକୁ ଜଳିୟ ବାଷ୍ପ ପ୍ରବାହ ହୋଇଥାଏ । ଆଣ୍ଟି ସାଇକ୍ଳୋନ ଦ୍ଵାରା ଦକ୍ଷିଣ-ପୂର୍ବ ଦକ୍ଷିଣ ଦିଗରୁ ପବନ ବୋହିଥାଏ । by TaboolaSponsored Links You May Like The Secret Behind Successful Intraday Traders – Learn It Now! TradeWise ବାୟୁମଣ୍ଡଳର ଆଦ୍ରତା ଅଧିକ ରହିଲେ ଏଭଳି ହୋଇଥାଏ । ଭୁପୃଷ୍ଠ ଓ ବାୟୁମଣ୍ଡଳର ତଳ ସ୍ତର ତାତିବା କାରଣରୁ ଉପରକୁ ଉଠେ ଯାହା ଦ୍ଵାରା ବଜ୍ରପାତ ହୋଇଥାଏ । ଆଉ ଏକ କାରଣ ହେଉଛି ଜଳିୟ ବାଷ୍ପ ଉପରକୁ ଉଠିବା ପାଇଁ ଆଉ ଏକ ମାଧ୍ୟମ ହେଉଛି ଟ୍ରଫଲାଇନ । ବଙ୍ଗୋପସାଗର ରୁ ଉପକୂଳ ବର୍ତ୍ତୀ ଜିଲ୍ଲାକୁ ଆଦ୍ରତା ଥିବା ସାମୁଦ୍ରିକ ପବନ ବହେ ଯାହା ଦ୍ଵାରା ବଜ୍ରପାତ ହୋଇଥାଏ । ବଜ୍ରପାତ ସମୟରେ ବା ବିଜୁଳି ମାରିଲେ ଭୁଲରେ ବି ଘରୁ ବାହାରକୁ ବାହାରନ୍ତୁ ନାହି । ଘର ଭିତରେ ରୁହନ୍ତୁ । ବଜ୍ରପାତ ବେଳେ ଛାତ ଘରେ ରହିବା ସବୁଠୁ ସୁରକ୍ଷିତ ହୋଇଥାଏ । ଯଦି ଚାଳ କି ଅନ୍ୟ କୌଣସି ଘରେ ଅଛନ୍ତି ତେବେ ସେଠାରେ ରୁହନ୍ତୁ ନାହି । ଏହା ସହ ମୋବାଇଲ ଭଳି ଇଲେକ୍ଟ୍ରୋନିକ ଡିଭାଇସ ଭୁଲରେ ବି ବ୍ୟବହାର କରନ୍ତୁ ନାହି । ଏମିତି ସମୟରେ ମୋବାଇଲକୁ ସ୍ଵିଚ ଅଫ କରି ଦିଅନ୍ତୁ ନଚେତ ଦୂରେଇ ରୁହନ୍ତୁ । ଏହା ବାଦ ଯଦି ଘର ଭିତରେ ଅଛନ୍ତି ଝରକା ଓ କବାଟ ପାଖରୁ ଦୂରେଇ ରୁହନ୍ତୁ । ବାହାରେ ଥିଲେ ନଇଁ ପଡି ଆଁଠୁ କୁ ବଙ୍କା କରି ଛାତିରେ ଲଗାଇ ବସି ଆଡନ୍ତୁ । ନିଜକୁ ଯେତେ ସଙ୍କୋଚିତ କରିପାରିବେ ସେମିତି କରି ବସନ୍ତୁ । କେବେ ବି ସିଧା ସଳଖ ମାଟି ଉପରେ ଶୁଅନ୍ତୁ ନାହି ଯଦି ଆପଣ ବାହାରେ ଅଛନ୍ତି ବା ମାଟି ଘରେ ଅଛନ୍ତି । ବିଜୁଳି ମାରିବା ସମୟରେ ଯଦି ଆପଣ କାର ରେ ଥିଲେ ଗାଡି ଡୋର ବନ୍ଦକରି ଦିଅନ୍ତୁ । ଗାଡି ର ଝରକା ମଧ୍ୟ ବନ୍ଦ କରି ଦିଅନ୍ତୁ । ଏହା ଛଡା ପାଣି ଠାରୁ ସର୍ବଦା ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କୌଣସି ଜଳସାୟ ବା ଜଳ ପାଖରେ ଅଛନ୍ତି ତେବେ ବଜ୍ରପାତ ସମୟରେ ସେଠାରୁ ଦୂରେଇ ଚାଲି ଯାଆନ୍ତୁ । କାରଣ ପାଣିରେ ଇଲେକ୍ଟ୍ରିସିଟି ପ୍ରବକ ଜଲ୍ଦି ହୋଇଥାଏ । ଗୋଟେ କରେଣ୍ଟ ଉତପତି ହୁଏ ଆଉ ଆପଣଙ୍କ ଜୀବନ ଚାଲିଯିବାର ସମ୍ଭବନା ଥାଏ । ତେଣୁ ଏହି ସମୟରେ ସାୱାର ଲଗାଇ ଗାଧାନ୍ତୁ ନାହି । ମେଟାଲ ତଥା ଧାତୁ ସାମଗ୍ରୀ କୁ ସ୍ପର୍ଶ କରନ୍ତୁ ନାହି । ବଜ୍ରପାତ ସମୟରେ ତାର ବାଡ, ସାଇକେଲ ଠାରୁ ଦୁରେଇ ରୁହନ୍ତୁ । ଟିଭି ଭଳି ଇଲେକ୍ଟ୍ରି ସାମଗ୍ରୀ କୁ ବିଦ୍ୟୁଦ ବୋର୍ଡ ଥର କାଢି ଦିଅ ନ୍ତୁ ଯେବେ ବଜ୍ରପାତ ହେଉଛି । ଯଦି କୌଣସି ଇଲେକ୍ଟ୍ରି ସାମଗ୍ରୀ ବ୍ୟବହାର କରୁଛନ୍ତି ଏବେ ଏହା ଠାରୁ ଦୂରେଇ ରୁହନ୍ତୁ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

ବନ୍ଧୁଗଣ ଆପଣଙ୍କର ଝିଅ ଦରକାର ନା ପୁଅ ବହୁତ ଜଲ୍ଦି ନେଇ ପାରିବେ ଦମ୍ପତି ଆଗୁଆ ନିସ୍ପତି । ବୈଜ୍ଞାନିକ ମାନେ ଏଭଳି ଜ୍ଞାନ କୌଶଳ ପ୍ରସ୍ତୁତ କରିଛନ୍ତି ଯାହା ସାହାଯ୍ୟରେ ଦମ୍ପତି ଶିଶୁ ଙ୍କ ଲିଙ୍ଗା ନେଇ ନିସ୍ପତି ନେଇ ପାରିବେ । ବୈଜ୍ଞାନିକ ମାନେ ଦାବି କରିଛନ୍ତି ଏହି ନୂଆ ଜ୍ଞାନ କୌଶଳ ସୁରକ୍ଷିତ ଏବଂ 80 ପ୍ରତିସର ମନ ମୁତାବକ ଫଳାଫଳ ଦେଉଛି ।
ଆସନ୍ତୁ ଜାଣିବା କଣ ସେହି ଜ୍ଞାନ କୌଶଳ କେମିତି ଆପଣ ନିସ୍ପତି ନେବେ ପୁଅ ଦରକାର ନା ଝିଅ ଦରକାର । ସୂଚନା ଅନୁଯାୟୀ ନିଯୁର୍କ ର ବେଲକର୍ଣ୍ଣେଲ ମେଡ଼ିସିନ ର ଗବେଷଣା କରୁଥିବା ପ୍ରଫେସର ଜ୍ଞାନ ପିଓରୋ ନୂଆ ତଥ୍ୟ ହାସଲ କରିଛନ୍ତି । ଏହି ରିସର୍ଚ ରୁ ଆପଣଙ୍କର ଝିଅ ଦରକାର ନା ପୁଅ ତାହା ବାବଦରେ ନିସ୍ପତି ନେଇ ପାରିବେ । ଗବେଷକ ଙ୍କ କହିବା ଅନୁଯାୟୀ ଲିଙ୍ଗ ନେଇ ନିସ୍ପତି ନେଇ ସଫଳତା ମିଳିଛି ।
ତେବେ ମନ ମୁତାବକ ଏଭକି କରିବା ପ୍ରକ୍ରିୟା ବେଶ ଗମ୍ଭୀର ବିଷୟ ଅଟେ । ଏହା ଏଥିପାଇଁ ଯେ କାରଣ ବିଶ୍ଵର ଅନେକ ଦେଶରେ ଜନ୍ମ ପୂର୍ବରୁ ଶିଶୁଙ୍କର ଲିଙ୍ଗା ନିରୂପଣ କରିବା ବେଆଇନ । କେବଳ ଗୋଟେ ସର୍ତ୍ତ ରେ ଶିଶୁର ଲିଙ୍ଗ ବାବଦରେ ତଥ୍ୟ ଦିଆଯାଏ ଯେଉଁ ଥରେ ଗର୍ଭସ୍ଥ ଶିଶୁ କୌଣସି ରୋଗରେ ଆକ୍ରାନ୍ତ ଥାଏ । ଲିଙ୍ଗ ଜାଣିବା ଜନ୍ମ ପୂର୍ବରୁ ଆପଣ କେମିତି ଶିଶୁର ଲିଙ୍ଗ ବାବଦରେ ନିସ୍ପତି ନେଇ ପାରିବେ ।
ଶିଶୁ ମାନଙ୍କର ଲିଙ୍ଗ ନିରୂପଣ ପୂର୍ବରୁ କ୍ରମୋଜନ ଙ୍କୁ ମଧ୍ୟ ବୁଝି ନେବା ଦରକାର । ଆମ ଶରୀରରେ 2 ପ୍ରକାରର କ୍ରମୋଜନ ଥାଏ । ଏହା ହେଉଛି X ଏବଂ Y । ଝିଅ ମାନଙ୍କ ଜନ୍ମ ପଛରେ X କ୍ରମୋଜନ ଓ ପୁଅ ମାନଙ୍କ ଜନ୍ମ ପଛରେ Y କ୍ରମୋଜନ ଥାଏ । ବୈଜ୍ଞାନିକ ଲିଙ୍ଗ ନିରୂପଣ ପୂର୍ବରୁ ସେହି କ୍ରମୋଜନ କୁ ଚିହ୍ନଟ କରିଥିଲେ । ଯାହାର ଫଳାଫଳ ସେମାନେ ଚାହୁଁ ଛନ୍ତି ।
ଯେମିତି ପୁଅ ଙ୍କ ପାଇଁ X କ୍ରମୋଜନ ଏହାର ଫଳାଫଳ ଜାଣିବା ପାଇଁ ସେମାନେ ଡ଼େନସିଟି ଜ୍ଞାନ କୌଶଳର ସାହାରା ନେଇଥିଲେ । ବୈଜ୍ଞାନିକ ଙ୍କ କହିବା ଅନୁଯାୟୀ ଡ଼େନସିଟି ଜ୍ଞାନ କୌଶଳ ଜରିଆରେ ଆପଣ ଜାଣି ପାରିବେ ଯେ କ୍ରୋମୋଜନ ଟି X ନା Y । X କ୍ରମୋଜନ କ୍ରମୋଜନ ତୁଳନାରେ ଶକ୍ତିଶାଳୀ ହୋଇଥାଏ ।
ଏଭଳି ଆପଣ କ୍ରମୋଜନ ନିସ୍ପତି ନେବା ପରେ ସେହି ଅନୁସାରେ କ୍ରମୋଜନ ନେଇ ନିସ୍ପତି ନେଇଥାନ୍ତି । IVF ଜରିଆରେ ଲ୍ୟାବ କୁ ଭ୍ରୁଣ କୁ ବିକଶିତ କରାଯାଇ ପାରିବ । ବିଶେଷଜ୍ଞ ଙ୍କ କହିବା କଥା ଯେ ଏହି ଜ୍ଞାନ କୌଶଳ IVF ଜରିଆରେ ଲାଗୁ କରାଯାଇ ପାରିବ । ଆପଣ ଅଣ ପସନ୍ଦ ଅନୁସାରେ ଶିଶୁର ଲିଙ୍ଗ ନେଇ ନିସ୍ପତି ନେଇ ପାରିବେ ।
ଗବେଷଣା ସମୟରେ 1317 ଜଣ ଦମ୍ପତି ଙ୍କୁ ପରୀକ୍ଷା କରାଯାଇଥିଲା । 59ଟି ଯୋଡି ଝିଅ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଯେଉଁଥିରେ 79% ଓ ପୁଅ ପାଇଁ 46ଟି ଯୋଡି ପୁଅ ଚାହିଁଥିଲେ ଯେଉଁଥିରେ 79.6% ସଠିକ ସଫଳତା ମିଳିଛି ।