ଜୀବନଶୈଳୀ

ଏହି ୧୦ଟି ଉପାୟ ଆପଣାଇବେ ତ ଯାଁଳା ସନ୍ତାନ ହିନ ଜନ୍ମ ହେବେ- Pregnancy Tips

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବିବାହ ପରେ ସମସ୍ତଙ୍କ ମନରେ ସନ୍ତାନ ଲୋଭ ଆସିଥାଏ, ସମସ୍ତେ ମା ବାପା ହବାକୁ ଇଛା ରଖନ୍ତି ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ବହୁତ ଏମିତି ଦମ୍ପତି ଅଛନ୍ତି ଯିଏ ଯାଁଆଳା ଛୁଆ ପାଇବାକୁ ଇଛା ରଖନ୍ତି କିନ୍ତୁ ଜାଣି ପାରନ୍ତି ନାହିଁ ଯେ କଣ କଲେ ସେ ଏହା କରି ପାରିବେ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ଯାଁଆଳା ଛୁଆ ଜନ୍ମ ହୋଇବେ । ଯାଁଆଳା ଛୁଆ ଗର୍ଭରେ ରହିବା ପାଇଁ ଆଗ ମହିଳାଙ୍କ ଗର୍ଭରେ ଗୋଟେ ଜାଗାରେ ଦୁଇଟି ଅଣ୍ଡାସୟ ରହିବା ଆବଶ୍ୟକ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କ ଶରୀର ଦୁଇଟି ଅଣ୍ଡା ଗର୍ଭରେ ରହିବ ଆଉ ଅନ୍ୟ ପ୍ରକ୍ରିୟା ମଧ୍ୟ ଭଲରେ ହୋଇବ ।

ତେବେ ଆସନ୍ତୁ ଜାଣିବା କେମିତି ନିଜ ଶରୀରରେ ଏମିତି କିଛି କରିବା ଯାହା ଦ୍ଵାରା ଆମ ଶରୀରରେ ଶକ୍ତି ହେଉ ଆଉ ଯାଁଆଳା ଛୁଆ ରହିବାର ସମ୍ଭାବନା ବଢି ଯାଉ । ଡକ୍ଟର ମାନେ ଫର୍ଟିଲିଟି ବଢାଇବା ପାଇଁ କିଛି ଔଷଧ ଦେଇଥାନ୍ତି ଏହା ସହ କିଛି ଆସନ ମଧ୍ୟ କହିଥାନ୍ତି ଯାହା କରିବା ଦ୍ଵାରା ଆପଣଙ୍କ ଗର୍ଭରେ ଦୁଇଟି ଅଣ୍ଡା ରହି ପାରିବ, ତେବେ ଏହାକୁ ସଠିକ ଭାବରେ କରନ୍ତୁ ।

ଆପଣ ନିଜ ଫର୍ଟିଲିଟି ବଢାଇବା ପାଇଁ ବହୁତ ପ୍ରକାର ଜିନିଷ ସେବନ କରି ପାରନ୍ତି ଯେମିତିକି ଆପଣ ଲବଙ୍ଗ ପାଣି ସେବନ କରି ପାରିବେ, ପାନ ମାଧୁରୀ ପାଣି ସେବନ କରି ପାରିବେ, ଓସ୍ତ ପତ୍ର ଔଷଧ ନେଇ ପାରନ୍ତି, ଡାଲଚିନୀ ସେବନ କରି ପାରନ୍ତି ଯାହା ଦ୍ଵାରା ଆପଣଙ୍କ ଗର୍ଭ ମଜବୁତ ହବା ସହ ଆପଣଙ୍କ ଗର୍ଭରେ ଯାଁଆଳା ଛୁଆ ରହି ପାରନ୍ତୁ । ବୈଜ୍ଞାନିକ ମାନଙ୍କ ଖିବା ଅନୁଯାଇ ଯଦି ୩୫ ବର୍ଷ ଠାରୁ ଅଧିକ ମହିଳା ମାନେ ଛୁଆ ପାଇଁ କିଛି ଔଷଧ ସେବନ କରୁଛନ୍ତି ତେବେ ୬୦% ଚାନ୍ସ ରହିଥାଏ ଯେ ତାଙ୍କୁ ଯାଁଆଳା ଛୁଆ ହୋଇବେ ।

ତେବେ କିଛି ମହିଳା ମାନେ କନସିବ କରିବା ଆଗରୁ ବିଟାମିନ ଆଉ ମିନେରାଲ ସେବନ କରନ୍ତି ଯାହା ଦ୍ଵାରା ଛୁଆ ଔ ସେ ସ୍ୱାସ୍ଥ୍ୟ ରହିବେ, ତେବେ ଯେଉଁ ମହିଳା ମାନେ କନସିବ କରିବାର କିଛି ମାସ ଆଗରୁ ଫଲିକ ଏସିଡ ଔଷଧ ସେବନ କରନ୍ତି ତାଙ୍କୁ ଯାଁଆଳା ଛୁଆ ହବାର ୪୦% ଚାନ୍ସ ବଢି ଯାଇଥାଏ । ଯେଉଁ ମାନେ କ୍ଷୀର ଜିନିଷ ଅଧିକ ସେବନ କରନ୍ତି ତାଙ୍କର ମଧ୍ୟ ଯାଁଆଳା ଛୁଆ ହବାର ଚାନ୍ସ ବହୁତ ଅଧିକ ବଢି ଯାଇଥାଏ କାହିଁକିନା କ୍ଷୀରରେ କ୍ୟାଲସିୟମ ମାତ୍ରା ଅଧିକ ରହିଥାଏ ଔ ଏହା ଗର୍ଭାଶୟକୁ ସ୍ତିମୁଲେଟ କରିଥାଏ ।

ଯେଉଁ ମହିଳାଙ୍କ ଉଚ୍ଚ ଅନ୍ୟ ମହିଳାଙ୍କ ଅପେକ୍ଷା ଅଧିକ ହୋଇଥାଏ ବା ସାମାନ୍ୟ ଠାରୁ ଅଧିକ ହୋଇଥାଏ ତେବେ ତାଙ୍କର ଯାଁଆଳା ଛୁଆ ହବାର ଚାନ୍ସ ବଢି ଯାଇଥାଏ । ଏହା ଛଡା ଯେଉଁ ମହିଳାଙ୍କ ଛୋଟ ଛୁଆ ଅଛି ଯିଏ କ୍ଷୀର ପାନ କରୁଛି ଆଉ ସେହି ସମୟରେ ମହିଳାଙ୍କ ଗର୍ଭ ରହି ଯାଇଥାଏ ତେବେ ୮୦% ଚାନ୍ସ ହୋଇଥାଏ ଯେ ଯାଁଆଳା ଚା ହୋଇବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button