ଦେଶ ବିଦେଶ

Jagruti କଣ ଏମିତି reply ଦେଲେ ଯେ ଖେଳିଗଲା ଚହଳ

ବର୍ତ୍ତମାନ ଏକ ବହୁତ ବଡ଼ ଖବର ସାମ୍ନାକୁ ଆସିଛି। କଣ ଏମିତି ଜାଗ୍ରତୀ ଦେଲେ ଯାହା ବର୍ଷା ଦେଇ ପାରିଲେ ନାହିଁ।କେଉଁ ସୁଖ ଜାଗ୍ରତୀ ଏମିତି ଓଜାଡ଼ି ପକାଇଲେ ଯାହା ପ୍ରେମ ଆଉ ବିବାହର ଏତେ ବର୍ଷରେ ବର୍ଷା ଅନୁଭବ ଙ୍କୁ ଦେଇ ପାରିଲେ ନାହିଁ।ଆଉ ହଠାତ୍ ଜାଗ୍ରତୀ ସବୁକିଛି ପାଲଟି ଗଲେ।ଆଉ ଦିଲ୍ଲୀରେ ରହି ମଜା ଦେଖୁଛନ୍ତି।

ଜଣେ ଓଡିଶା ବାହାରେ ରହୁଥିବା ମହିଳାଙ୍କୁ ବାହା ହେବା ପାଇଁ ନିଜ ସ୍ତ୍ରୀ କୁ ବଦନାମ କରି ତଳି ତଳାନ୍ତ କରିବା ପାଇଁ ଏହା ଷଡ଼ଯନ୍ତ୍ର ନୁହେଁ ତ? ମାନ୍ୟବର କାହିଁକି ରାଜଧାନୀ ଦିଲ୍ଲୀରେ ଏକ ଟିମକୁ ହାୟର କରି ସୋସିଆଲ ମିଡିଆରେ ଅଧିକରୁ ଅଧିକ ସମର୍ଥନ ପାଇବାକୁ ଓ କଂମେଣ୍ଟସରେ ତାଙ୍କୁ ସମର୍ଥନ କରିବାକୁ ପ୍ରବଳ ପଇସା ଇନଭେଷ୍ଟ କରିଛନ୍ତି ?

ନିଜ ସ୍ତ୍ରୀକୁ ଏକା ପାରିଲେନି ? ନା ତାଙ୍କ ଲୋକପ୍ରିୟତାକୁ ସହିପାରିଲେନି ? ଯେଉଁଥିପାଇଁ ଗୋଟେ ସ୍ପେଶାଲ୍ ଟିମ୍ ଗଠନ କରି ପ୍ରଚୁର ପଇସା ଖର୍ଚ୍ଚ କରିଛନ୍ତି, କାହିଁକି ଏତେ ଡର ?ଏତେ ମନ୍ଦ ଉଦ୍ଦେଶ୍ୟ ରଖ୍ ଗୋଟେ ବାପା ଛେଉଣ୍ଡ ଝିଅକୁ ବରବାଦ କରି ତାକୁ ତଳିତଳାନ୍ତ କରିବାଟା ଠିକ୍ ?ନା ସମାଧାନର ବାଟ ବାହାର କରି ଜୀବନକୁ ସୁନ୍ଦର କରି ସମ୍ମାନର ସହ ବଞ୍ଚିବା ଠିକ୍?

 

ମାନ୍ୟବର ତାଙ୍କ ସ୍ତ୍ରୀକୁ ପ୍ରଶ୍ନ ପଚାରୁଛନ୍ତି। ଚ୍ୟାଲେଞ୍ଜ କରୁଛନ୍ତି।ସୋସିଆଲ ମିଡିଆରେ କାହିଁକି? କଣ ତାଙ୍କ ପାଖରେ ତାଙ୍କ ସ୍ତ୍ରୀଙ୍କ ଫୋନ ନମ୍ବର ନାହିଁକି ? ଓହୋ ବ୍ଲକ କରିଦେଇଛନ୍ତି ପରା ! ଅନବ୍ଲକ କରି କଥା ହେଇପାରିବେନି କି?ଏମିତି ଅନେକ କିଛି ଲେଖା ହୋଇଛି ବର୍ଷା ପ୍ରିୟଦର୍ଶିନୀ ଙ୍କ ଫ୍ୟାନ ଙ୍କ ଦ୍ଵାରା।ଏମିତି ଅନେକ କିଛି କଥା ଧାଡ଼ି ଧାଡ଼ି ହୋଇ ଅନେକ ପ୍ରଶ୍ନ ସହିତ ଅନେକ ତର୍ଜମା ସହିତ ଆଉ ଅନେକ ତର୍କ ସହିତ ଉପସ୍ଥାପିତ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button