ଯଦି ଆପଣ ବି କଞ୍ଚା ଲଙ୍କା ଖାଉଛନ୍ତି ତେବେ ଜାଣି ରଖନ୍ତୁ ଏହି କଥା, ନଚେତ ପସ୍ତେଇବେ

ଯଦି ଆପଣ ବି କଞ୍ଚା ଲଙ୍କା ଖାଉଛନ୍ତି ତେବେ ଜାଣି ରଖନ୍ତୁ ଏହି କଥା, ନଚେତ ପସ୍ତେଇବେ
ଯେଉଁ ଲୋକଙ୍କୁ ଆଇରନ ର ଅଭାବ ଥାଏ ସେମାଙ୍କୁ କଞ୍ଚା ଲଙ୍କାର ସେବନ ନିହାତି କରିବା ଆବଶ୍ୟକ । କାରଣ କଞ୍ଚା ଲଙ୍କା ଆଇରନ ର ଏକ ପ୍ରାକୃତିକ ସ୍ରୋତ ଅଟେ । ଏଥିରେ ଆଣ୍ଟିବେକ୍ଟ୍ରିରିଆଲ ଗୁଣବି ମହଜୁଦ ଥାଏ । ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ବଞ୍ଚାଇଥାଏ । ସାଥିରେ ଯେଉଁ ଲୋକମାନେ ଉଚ୍ଚ ରକ୍ତଚାପରେ ପୀଡିତ ସେମାନଙ୍କୁ ଏହାର ସେବନ ନିହାତି କରିବା ଆବଶ୍ୟକ ।
ଆଜିର ଏହି ସମୟରେ ବହୁତ ଲୋକ ନିଜ ବଢୁଥିବା ଓଜନ ନେଇ ଚିନ୍ତିତ । ଯଦି ଆପଣବି ନିଜ ଓଜନ କମ କରିବାକୁ ଚାହଁନ୍ତି ଆପଣାକୁ ପ୍ରତିଦିନ ସନ୍ତୁଳିତ ମାତ୍ରାରେ କଞ୍ଚା ଲଙ୍କାରସେବନ କରିବା ଆବଶ୍ୟକ । କଞ୍ଚା ଲଙ୍କାର ସେବନ କରିବା ଦ୍ୱାରା ଆମ ଶରୀରରେ ଓଷମା ବନିଥାଏ ଏବଂ ଏହା ଦ୍ୱାରା ଆମ ଶରୀରରେ ମହଜୁଦ କ୍ୟାଲୋରୀ ଶେଷ ହେବାକୁ ଲାଗିଥାଏ, ଯେଉଁ କାରଣରୁ ଆପଣଙ୍କ ଓଜନ ବଢି ନଥାଏ ।
କଞ୍ଚା ଲଙ୍କାର ସେବନ ଆମ ମସ୍ତିସ୍କ ପାଇଁ ବହୁ ଲାଭଦାୟକ ଅଟେ । ପ୍ରତିଦିନ କଞ୍ଚା ଲଙ୍କାର ସେବନ ଦ୍ୱାରା ମସ୍ତିସ୍କରେ ଏଣ୍ଡୋଫ୍ରୀନ ବନି ଥାଏ, ଯାହା ଆମର ମନେ ରଖିବାର କ୍ଷମତାକୁବି ବଢ଼ାଇଥାଏ, ସାଥିରେ ଆମ ମସ୍ତିସ୍କ ସୁଚାରରୂପରେ କାମ କରିଥାଏ ।