ଦେଶ ବିଦେଶ

ଶୋଇବା ଶୈଳୀରୁ ଜାଣନ୍ତୁ ନିଜର ଭାଗ୍ୟ…

ଆପଣ ମାନେ ଜାଣି ହଇରାଣ ରେ ପଡିଯିବେ, ଆମର ଶୋଇବାରୁ ଆମର ଭାଗ୍ୟ ଜଣା ପଡି ଯାଇଥାଏ । ବନ୍ଧୁଗଣ ଆମର ଶାସ୍ତ୍ର ପୁରାଣ ଅନୁସାରେ ଶୋଇବାର ମଧ୍ୟ ଏକ ନିର୍ଦ୍ଧିଷ୍ଟ ଦିଗ ଲକ୍ଷଣ ଆଦି ନିର୍ଧାରିତ ହୋଇ ରହିଅଛି । ଯେପରିକି ସମସ୍ତ ଙ୍କୁ ଶଅଇବା ସମୟରେ ନିଜର ମୁଣ୍ଡ ଙ୍କୁ ପୂର୍ବ ଦିଗ କିମ୍ବା ଦକ୍ଷିଣ ଦିଗ କରି ରଖି ଶୋଇବା ଉଚିତ । ଉତ୍ତର ଦିଗରେ କାଳ ଜଗି ରହି ରହିଥାଏ ।

 

ମଣିଷ ର ଶେଷ ସମୟରେ ହିଁ ମଣିଷ ର ମୁଣ୍ଡ ଉତ୍ତର ଦିଗ କରି ରଖା ଯାଇଥାଏ । ତେଣୁ ଏହି ଦିଗ ରେ ମୁଣ୍ଡ କରି ଶୋଇବା ଅତ୍ୟନ୍ତ ଖରାପ ହୋଇଥାଏ । ସେହିପରି ବନ୍ଧୁଗଣ ଯଦି କେହି ପଶ୍ଚିମ ଦିଗ କୁ ମୁଣ୍ଡ କରି ଶୁଏ, ତେବେ ସେହି ମଣିଷ ଜୀବନରେ ନକରାତ୍ମକ ଶକ୍ତି ଏଭଳି ଭାବରେ ପ୍ରବେଶ କରେ କି ସେ ମଣିଷ ନିଜ ଜୀବନରେ କେବେ ସଫଳତା ପ୍ରାପ୍ତ କରି ପାରେ ନାହିଁ ।

ତେଣୁ ସମସ୍ତଙ୍କୁ ଶୋଇବା ସମୟରେ ଠିକ ଭାବରେ ଠିକ ଦିଗରେ ମୁଣ୍ଡ ଦେଇ ଶୋଇବା ଉଚିତ । ବନ୍ଧୁଗଣ ଯେଉଁମାନେ ଶୋଇବା ସମୟରେ ସିଧା ହୋଇ ଶୋଇଥାନ୍ତି, ଓ ଏମାନଙ୍କର ମୁଣ୍ଡ ଉପରକୁ ହୋଇ ରହିଥାଏ । ଗୋତେ ଗୋଡ ଉପରେ ଆଉ ଏକ ଗୋଡ କୁ ଛନ୍ଦି ଶୁଅନ୍ତି, ସେହି ମାନେ ନିଜ ଜୀବନର ସବୁବେଳେ ମନ ଇଚ୍ଛା ରେ କାର୍ଯ୍ୟ ସବୁ କରିଥାନ୍ତି ।

 

ଅହଂ ଭାବ ଏହି ମାନକ ମଧ୍ୟ ରେ ଦେଖିବାକୁ ଖୁବ ଅଧିକ ମିଳିଥାଏ । ଭୟ ଏମାନଙ୍କ ମଧ୍ୟ ରେ ଦେଖିବାକୁ ମିଳିନଥାଏ । ସବୁବେଳେ ସମସ୍ତ ଙ୍କୁ ନିଜ ଅଧୀନରେ ରଖିବାକୁ ପସନ୍ଦ କରନ୍ତି । ଯେଉଁ ମାନେ ଶୋଇବା ସମୟରେ ଏକ ପାଖ ଦେଇ ଜାକି ହୋଇ ଶୋଇଥାନ୍ତି । ଯେପରିକି ତାଙ୍କ ମୁହଁ ଓ ଆଣ୍ଠୁ ଖୁବ ପାଖା ପାଖି ହୋଇ ରହିଥାଏ ।

 

ସେହି ମାନଙ୍କୁ ଜୀବନରେ କୌଣସି ପ୍ରକାରର ସୁଖ ସୁବିଧା ଆସି ପାରି ନ ଥାଏ । ଜୀବନରେ ଏମାନଙ୍କୁ ଭାଗ୍ୟର ସାଥ ଏତେ ମାତ୍ରାରେ ମିଳି ପାରି ନଥାଏ । ଯେଉଁ ମାନେ ଶୋଇବା ସମୟରେ ଗୋଟେ ପାଖ ହୋଇ ଶୋଇ ଥାନ୍ତି । ଏବଂ ହଲ ଚଳ ନ ହୋଇ ଏହି ପରି ଭାବରେ ଶୋଇ ରହିଥାନ୍ତି । ସେହିମାନଙ୍କୁ ଜୀବନରେ ସବୁ ପ୍ରକାରର ସୁଖ ସୁବିଧା ମିଳିଥାଏ । ଏହି ମାନଙ୍କର ଇଛା ଶକ୍ତି ଅଧିକ ରହିଥାଏ ।

 

ଏମାନେ ସବୁବେଳେ ଅକନ୍ୟାକୁ ପ୍ରେମ ଓ ସନ୍ନମାନ ଦେଇଥାନ୍ତି । ଖକୁ କେବେ ଏମାନେ ଠକି ନଥାନ୍ତି । ଏକ ଆଧାତ୍ମିକ ଶକ୍ତି ଏମାନଙ୍କୁ ଖୁବ ସହାୟତା କରିଥାଏ । ଯେଉନମାନେ ରାତିରେ ଶୋଇବା ସମୟରେ ଚତୁର୍ଦିଗରେ ଘୁରି ବୁଲିଥାନ୍ତି, ସେମାନେ ଆନେକ ଚଳ ଚଞ୍ଚଲ ସ୍ଵଭାବର ହୋଇଥାନ୍ତି । କିନ୍ତୁ ଏମାନଙ୍କୁ କେବେ କୌଣସି ନକରାତ୍ମକ ଶକ୍ତି ସ୍ପର୍ଶ କରି ପରି ନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button