ବିଚାର

ଧନୀ ହେବାର ଏକ ମାତ୍ର ରାସ୍ତା, ଏହା କରିଲେ ଧନ ବଢେ! ବିଶ୍ଵାସ ନଥିଲେ ଥରେ କରିକି ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଧନ ବୃଦ୍ଧି ହେବାର ଏକ ଛୋଟ ଉପାୟ ବିଷୟରେ କହିବାକୁ ଯାଉଛି । ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ସୁନାବେଶ ଦେଖିବା ପାଇଁ ଓଡିଶା କାହିଁକି ସାରା ଭାରତ ବର୍ଷ ରୁ କୋଟି କୋଟି ଲୋକ ମାନେ ପୁରୀ ଶ୍ରୀ କ୍ଷେତ୍ର କୁ । ଯେଉଁ ଦିନ ପ୍ରଭୁ ଙ୍କର ସୁନାବେଶ ରଥ ଉପରେ ହୋଇଥାଏ ସେହି ଦିନ ମହିଳା ବା ନାରୀ ମାନେ ନିଜର ସୁନା ଗହଣା ଯେଉଁ ବାକ୍ସ ରେ ରଖୁହନ୍ତି ବା ଯେ କୌଣସି ଜାଗାରେ ରଖୁଛନ୍ତି ସେଠାରେ ୪ ଟି ଅକ୍ଷର ଗୋଟେ କାଗଜ ରେ ନାଲି ରଙ୍ଗରେ ଲେଖନ୍ତୁ ।

ଏହି ୪ ଟି ଅକ୍ଷର ହେଉଛି ପରୀକ୍ଷିତ । ଯଦି ଏହି ଉପାୟ ଟି ନ କରି ପାରିବେ ତେବେ କଳି କଳୁଷ ନାସ ମନ୍ତ୍ର ଜପ କରନ୍ତୁ । ଏହି ଉପାୟ ଟି କଷ୍ଟକର ଅଟେ । ତେଣୁ ଆପଣ ମାନେ ଗହଣା ବାକ୍ସ ରେ ନାଲି କାଗଜ ରେ ପରୀକ୍ଷିତ ୪ଟି ଶବ୍ଦ ଲେଖି ରଖି ଦିଅନ୍ତୁ । ଦେଖିବେ ଆପଣଙ୍କର ଗହଣା ବାକ୍ସ ରେ ଯେତିକି ଗହଣା ଥିବ ତାହା ଦିନକୁ ଦିନ ବଢିବାରେ ଲାଗିବ । ମହାପ୍ରଭୁ ଙ୍କ ସୁନାବେଶ ହୁଏ ସେଥିପାଇଁ ସୁନା ରେ କଳି ବାସ କରେ ।

କିନ୍ତୁ ବେଦରେ ଲେଖା ଅଛି ଭଗବାନ କୃଷ୍ଣ କହିଛନ୍ତି ପକ୍ଷୀ ମାନଙ୍କ ମଧ୍ୟରେ ମୁଁ ହେଉଛି ଗରୁଡ, ମାସ ମାନଙ୍କ ମଧ୍ୟରେ ମୁଁ ହେଉଛି ମାର୍ଗଶିର, ଧାତୁ ମାନଙ୍କ ମଧ୍ୟରେ ମୁଁ ନିଜେ ହେଉଛି ସୁବର୍ଣ୍ଣ କିନ୍ତୁ ଭଗବାନ ନିଜେ ସୁନା ରେ ବାସ କରନ୍ତି ସେଥିପାଇଁ ମହାପ୍ରଭୁ ଜଗନାଥ ଙ୍କର ରଥ ଉପରେ ସୁନାବେଶ ହୋଇଥାଏ । କିନ୍ତୁ ପରୀକ୍ଷିତ ରାଜା କଳି କି ଯେବେ ବାନ୍ଧିଥିଲେ ମୁକ୍ତ କରି ଦେଲା ପରେ କଳି ପଚାରିଲା ମୁଁ କେଉଁଠି ରହିବି । ଆଉ ସେହି ସମୟରେ ରାଜା ପରୀକ୍ଷିତ କଳି କୁ ସ୍ଥାନ ଦେଇଥିଲେ ୪ଟି ଜାଗାରେ ।

ପ୍ରଥମ ଟି ଯେଉଁଠି ମ-ଦ୍ୟ-ପା-ନ ହେଉଥିବ ସେଠାରେ ରହିବୁ, ଦ୍ଵିତୟ ଟି ଏଉଛି ଯେଉଁଠି ଜୁ-ଆ ଖେଳ ହେଉଥିବ ସେଠାରେ ରହିବୁ, ତୃତୀୟ ଟି ହେଉଛି ଯେଉଁଠି ଜୀବ ହ-ତ୍ୟା ହେଉଥିବ ସେଠାରେ ରହିବ ଓ ଶେଷ ସ୍ଥାନ ଟି ହେଉଛି ଯେଉଁଠି ବେ-ଶ୍ୟା ପଡା ସେଠାରେ ରହିବୁ । ଏହା ଶୁଣିବା ପରେ କଳି ରାଜା ପରୀକ୍ଷିତ ଙ୍କୁ କହିଥିଲେ ମୋତେ ଭଲ ସ୍ଥାନ ଦିଅନ୍ତୁ ନାହି । ଏହା ପରେ ରାଜା ପରୀକ୍ଷିତ କଳି କୁ କହିଥିଲେ ସୁବର୍ଣ୍ଣ ବା ସୁନାରେ ବାସ କରିବୁ ।

ତେଣୁ ନାରୀ ମାନେ ମାନେ ରଖନ୍ତୁ ସୁନା ରେ କଳି ବାସ କରେ ଆଉ କଳି ରୁ କୌଳସ କୁ ହରଣ କରିବା ପାଇଁ କଳି ରୁ ପାପ ଭାରକୁ ହରଣ କରିବା ପାଇଁ ଯେଉଁ ବାକ୍ସ ରେ ସୁନା ଗହଣା ରଖୁଛନ୍ତି ସେଠାରେ ପରୀକ୍ଷିତ ଶବ୍ଦ ଲେଖି ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭାଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button