ଜୀବନଶୈଳୀ

ଏହି ସାବୁନ ଆପଣଙ୍କ ଶରୀରକୁ ଏତେ ଗୋରା କରି ଦବ ଯାହା ଆପଣ କେବେ ଭାବି ବି ନଥିବେ

ଆଜିକା ସମୟରେ ଝିଅ ବା ପୁଅ ସମସ୍ତେ ନିଜ ପର୍ଶନାଲିଟି ପାଇଁ ଚିନ୍ତିତ ରହୁଛନ୍ତି, ବିଶେଷ କରି ଝିଅମାନେ ଯିଏ ନିଜ ଚେହେରା ସୁନ୍ଦରତା ବଢେଇବା ପାଇଁ କୌଣସି କାମ ବି କରି ପାରନ୍ତି । କେତେକ ଥର ନିଜ ଚେହେରା ସୁନ୍ଦର କରିବା ବଦଳରେ ନିଜ ଚେହେରା ଆହୁରି ଖରାପ କରି ଦିଅନ୍ତି ଯାହା ପରେ ତାଙ୍କ ଚେହେରା ଆହୁରି ଖରାପ ଦେଖା ଯାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଖାସ ଟିପ୍ସ ଦେବାକୁ ଚାହୁଞ୍ଚୁ ।

ଯଦି କୌଣସି ଝିଅ ମୂହ ରେ ପିମ୍ପଲ ହୋଇ ଗଲେ, ପୁରା ଘର ମୁଣ୍ଡେଇ ନିଅନ୍ତି, ଜେଜେମାଁ ସମୟ ନୁକସା କାମ ଦିଏ କିନ୍ତୁ ଟିକେ ସମୟ ଲାଗେ କିନ୍ତୁ ଆଜିକା ଲୋକଙ୍କ ପାଖରେ ସମୟ ଅଭାବ ଅଟେ ।

ସମସ୍ତଙ୍କୁ ଆଧୁନିକ ସମୟ ଜିନିଷ ଦରକାର ଯାହା ବହୁତ ଶୀଘ୍ର କାମ କରି ଥାଏ । ଆଜିକା ସମୟରେ ବହୁତ କମ ଝିଅ ଏମିତି ଥିବେ ଯିଏ ଜେଜେମାଁ ସମୟ ଉପାୟ କରୁଥିବେ ଯାହା ସମୟ ଲଗାଏ କାମ କରିବା ପାଇଁ । ଏହି କଥାରେ କିଛି ସନ୍ଦେହ ନାହିଁ ଯେ ମଣିଷ ନିଜକୁ ସୁନ୍ଦର ଦେଖା ଯିବା ପାଇଁ କେତେ ପ୍ରକାର ଉପାୟ କରି ଥାଏ ଏବଂ ଏହି ଲିଷ୍ଟ ରେ ଝିଅଙ୍କ ନା ସବା ଉପରେ ଲେଖା ହୋଇ ଥାଏ ।

ଯଦି ଆମେ ଏହା କହିବୁ ଯେ ଝିଅଙ୍କ ଭିତରେ ନିଜକୁ ସୁନ୍ଦର ଦେଖେଇବା କ୍ରେଜ ଥାଏ ତେବେ ଏହା ଭୁଲ ହବ ନାହିଁ । ପ୍ରତେକ ଝିଅ ନିଜକୁ ସୁନ୍ଦର ବନେଇବା ପାଇଁ ବହୁତ ପରିଶ୍ରମ ମଧ୍ୟ କରି ଥାଏ, କେବେ ଟିବି ବା ଇଣ୍ଟର୍ନେଟ ରେ ସୁନ୍ଦର ହବା ପାଇଁ ଉପାୟ ଖୋଜୁ ଥାନ୍ତି । ଏହା ଛଡା ମାରକେଟ ରେ ମିଳୁଥିବା ସାବୁନ ଠାରୁ କ୍ରିମ ସବୁ ଉପାୟ କରି ଦେଖି ଦିଅନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ସାବୁକ କେମିକଳ ଦ୍ଵାରା ତିଆରି ହୋଇ ଥାଏ ଏବଂ ଏହା ବହୁତ ଖାତରନାକ ହୋଇ ଥାଏ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଭିଡିଓ ଦେଖେଇବୁ ଯାହା ଆପଣଙ୍କ ଏହି ଚିନ୍ତା ଦୂର କରି ଦବ । ଏହି ଭିଡିଓ ରେ ଆପଣ ଏମିତି ଗୋଟେ ସାବୁନ ବିଷୟରେ ଜାଣିବାକୁ ପାଇବେ ଯାହା ଜମା ବି ହାନିକାରକ ନୁହେଁ ଏବଂ ଏହା ଆପଣଙ୍କ ଚେହେରା ସହ ଆପଣଙ୍କ ଶରୀରକୁ ମଧ୍ୟ ଗୋରା କରି ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button