ରାଶିଫଳ

ଏହି ୩ଟି ରାଶିର ବ୍ୟକ୍ତିଙ୍କ ସହିତ କେବେବି ପଙ୍ଗା ନିଅନ୍ତୁ ନାହିଁ, ଏହି ରାଶିର ବ୍ୟକ୍ତିଙ୍କୁ ନିଜେ ପ୍ରଭୁ ହନୁମାନ ସୁରକ୍ଷା କରିଥାନ୍ତି ।

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟଟି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହେବାକୁ ଯାଉଛି । ଆଜିର ଏହି ପୋଷ୍ଟରେ ଆମେ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କହିବୁ । ଯେଉଁ ମାନଙ୍କ ରକ୍ଷା ସ୍ୱୟଂ ପ୍ରଭୁ ହନୁମାନ କରି ଥାନ୍ତି ତେବେ ଆଉ ଡେରି ନ କରି ଏହି ଆର୍ଟିକିଲଟିକୁ ଶେଷ ଯାଏଁ ନିଶ୍ଚିତ ପଢନ୍ତୁ ।

ମେଷ ରାଶି :- ସମସ୍ତ ୧୨ଟି ରାଶି ମଧ୍ୟରୁ ପ୍ରଭୁ ହନୁମାନ ସବୁଠାରୁ ଅଧିକ ମେଷ ରାଶି ଉପରେ ନିଜର କୃପା ବର୍ଷା କରିଥାନ୍ତି। ଯଦି ଏହି ରାଶିର ବ୍ୟକ୍ତିଙ୍କ ଜାତକ ଉପରେ କୌଣସି ଅସୁବିଧା ଆସେ, ତାହେଲେ ପ୍ରଭୁ ହନୁମାନ ତୁରନ୍ତ ଏହି ଅସୁବିଧାର ନିବାରଣ କରିଦିଅନ୍ତି। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ଏହି ରାଶିର ଲୋକମାନେ ସେମାନଙ୍କର ବୁଦ୍ଧି ଏବଂ ଚତୁରତାକୁ କିପରି ଭଲ ଭାବରେ ବ୍ୟବହାର କରିବେ ଜାଣିଥାନ୍ତି। ଯଦି ଏହି ରାଶିର ଲୋକମାନେ କୌଣସି ଅସୁବିଧାରେ ପଡ଼ନ୍ତି, ତାହେଲେ ପ୍ରଭୁ ହନୁମାନ ନିଜେ ଏହି ସମସ୍ୟାର ସମାଧାନ ପାଇଁ ଏହି ଲୋକଙ୍କୁ ସାହାର୍ଯ୍ୟ କରନ୍ତି, ଏହି ଲୋକମାନଙ୍କର ଅଧିକ ଇଛା ଶକ୍ତି ରହିଥାଏ ଏବଂ ସେମାନଙ୍କ ପାଖରେ ଯେକୌଣସି ପରିସ୍ଥିତିକୁ ଧ୍ୟାନରେ ରଖି ଆୟତରେ ରଖିବାର କ୍ଷମତା ମଧ୍ୟ ଅଛି , ଏବଂ ସେମାନଙ୍କ ଜୀବନରେ କେବେବି ଅର୍ଥର ଅଭାବ ରହେ ନାହିଁ। ପ୍ରଭୁ ହନୁମାନଙ୍କ ଆଶୀର୍ବାଦରୁ ସେମାନେ ନିଜ ଜୀବନରେ ଅନେକ ସୁନାମ ଅର୍ଜନ କରନ୍ତି।

Google

କୁମ୍ଭ ରାଶି:- ମେଷ ରାଶି ପରେ କୁମ୍ଭରାଶିର ଲୋକମାନେ ସର୍ବଦା ପ୍ରଭୁ ହନୁମାନଙ୍କ ଚମତ୍କାରର ସାକ୍ଷୀ ଅଟନ୍ତି । ଏହି ରାଶିର ଲୋକମାନେ ସର୍ବଦା ଭଗବାନ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତି କରିଥାନ୍ତି। ଯଦି ସେମାନଙ୍କ ଜୀବନରେ କୌଣସି ପ୍ରକାରର ଖରାପ ସମସ୍ୟା ଆସେ, ତାହେଲେ ପ୍ରଭୁ ହନୁମାନ ନିଜେ ସେମାନଙ୍କୁ ସୁରକ୍ଷା ଦିଅନ୍ତି, ଏବଂ କୌଣସି ବିତର୍କ (ଯୁକ୍ତି ତର୍କ) ମାମଲାରେ ସେମାନେ ବିଜୟ ଲାଭ କରନ୍ତି । ପ୍ରଭୁ ହନୁମାନଙ୍କ କୃପାରୁ ଏହି ଲୋକମାନେ ସେମାନଙ୍କର ବ୍ୟବସାୟରେ ଅଗ୍ରଗତି କରନ୍ତି, ସେମାନେ କେବେବି ଧନ ରୋଜଗାର କରିବାର କୌଣସି ସୁଯୋଗ ହାତ ଛଡା କରନ୍ତି ନାହିଁ, ସେମାନେ ଜାଣନ୍ତି ଯେ କିପରି ପ୍ରତ୍ୟେକ ସୁଯୋଗର ଫାଇଦା ଉଠାଇବେ, ସମାଜରେ ସେମାନଙ୍କର ଅଧିକ ମାନ ସମ୍ମାନ ମିଳେ ।

Google

ବିଛାରାଶି :- ଏହି ରାଶିର ଲୋକମାନଙ୍କ ଉପରେ ସର୍ବଦା ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି ପଡିଥାଏ। ଏହି ରାଶିରେ ଚାକିରୀ କରୁଥିବା ଲୋକଙ୍କ ଉପରେ ପ୍ରଭୁ ହନୁମାନଙ୍କର କୃପାଦୃଷ୍ଟି ଅଧିକ ଥାଏ ଏବଂ ସେମାନେ ନିଜ କର୍ମକ୍ଷେତ୍ରରେ ସର୍ବଦା ଅଗ୍ରଗତି କରନ୍ତି ।ସେମାନଙ୍କ ଜୀବନରେ କେବେବି ଧନର ଅଭାବ ହୁଏ ନାହିଁ । ଯଦି ଏହି ଲୋକମାନେ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି, ତାହେଲେ ସେଥିରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ପ୍ରଭୁ ହନୁମାନଙ୍କ କୃପାରୁ ଦୂର ହୋଇଯାଇଥାଏ। ପ୍ରଭୁ ହନୁମାନ ଏହି ରାଶିର ଲୋକମାନଙ୍କ ଜୀବନରେ କେବେବି କୌଣସି ପ୍ରକାରର ଅର୍ଥର ଅଭାବ ରଖନ୍ତି ନାହିଁ। ଏହି ଲୋକମାନେ କୌଣସି ବି ପରିସ୍ଥିକୁ ସାହସର ସହିତ ସମ୍ମୁଖୀନ କରନ୍ତି ଏବଂ ପରିସ୍ଥିତି ସହିତ ନିଜକୁ ସମ୍ଭାଳି ନିଅନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ ସହିତ ଏହାକୁ ସେଆର କରି ଦିଅନ୍ତୁ । ଯଦି ଆପଣଙ୍କର ବି ଏହି ରାଶି ମାନଙ୍କ ଭିତରେ କୌଣସି ରାଶି ଅଟେ ତେବେ କମେଣ୍ଟ କରି ଜଣାନ୍ତୁ। ଭକ୍ତଗଣ ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button