ଜୀବନଶୈଳୀ

ଯଦି ଆପଣଙ୍କର ପିଲାମାନଙ୍କର ପାଠ ପଢ଼ାରେ ମନ ଲାଗୁ ନାହିଁମ ତେବେ କରନ୍ତୁ ଏହି ଉପାୟ ସବୁ , ବାସ୍ତୁ ଦୋଷ ସବୁ ଦୂର ହେବ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯଦି ଆପଣଙ୍କର ପିଲା ମାନଙ୍କର ପାଠ ପଢ଼ାରେ ମନ ଲାଗୁ ନାହିଁ ତେବେ ନିଶ୍ଚୟ କରନ୍ତୁ ଏହି ସବୁ ଉପାୟ ଦୂର ହେବ ବାସ୍ତୁଦୋଷ। ପ୍ରାୟତଃ ଦେଖିବାକୁ ମିଳିଥାଏ କି ପିଲାନେ ଅତ୍ୟନ୍ତ ପରିଶ୍ରମ କରିବା ସ୍ୱତେ ମଧ୍ୟ ତାଙ୍କର ପାଠ ମନେ ରହି ନଥାଏ। କ୍ୟାରିଅର ଗଢିବାରେ ତାଙ୍କୁ ବହୁତ ବାଧାବିଘ୍ନର ସମୁଖୀନ ହେବାକୁ ପଡିଥାଏ। ଯେତେ ପଢିଲେ ମଧ୍ୟ ସେମାନେ ସବୁ ପାଠ ଭୁଲି ଯାଆନ୍ତି। ଆପଣମାନେ ଜାଣିଛନ୍ତି କି ଏହା କଣ ପାଇଁ ହୋଇଥାଏ? ଏହାର କାରଣ ହୋଇପାରେ ଆପଣଙ୍କ ଘରେ ଥିବା କୌଣସି ବାସ୍ତୁଦୋଷ। ତେଣୁ ଏହି କଥା ଉପରେ ନିଶ୍ଚିତ ଧ୍ୟାନ ଦେବା ଉଚିତ। ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ପାଠ ପଢା ଘରେ କଣ ସବୁ ଜିନିଷ ରଖିଲେ ଆପଣଙ୍କ ପିଲାମାନଙ୍କ ପାଠ ନିଶ୍ଚୟ ମନେ ରହିବ।

ମା ସ୍ୱରସ୍ୱତୀ ଦେବୀଙ୍କ ମୂର୍ତି:-

ମା ସ୍ୱରସ୍ୱତୀ ବିଦ୍ୟାର ଦେବୀ ଅଟନ୍ତି। ତେଣୁ ପିଲାଙ୍କ ପଢ଼ା ଘରେ ମା ସ୍ୱରସ୍ୱତୀଙ୍କର ଫୋଟ ରଖିବା ଦ୍ୱାରା ସେମାନଙ୍କ ନଜର ମା ସରସ୍ୱତୀଙ୍କ ଫୋଟ ଉପରେ ପଡିଲେ ସେମାନଙ୍କ ମନ ଶାନ୍ତ ରହିଥାଏ ଏବଂ ପଢ଼ାରେ ମନ ଲାଗିଥାଏ ଏବଂ ତାଙ୍କର ପାଠ ମନେ ରହିଥାଏ।

ବୀଣା:-

Google

ଯଦି ଆପଣ ନିଜ ଘରେ ମା ସରସ୍ଵତୀଙ୍କ ଫୋଟ କିମ୍ବା ମୂର୍ତି ପାଖରେ ବୀଣା ରଖୁଛନ୍ତି ତେବେ ଆପଣ ସୁଖ ଶାନ୍ତି ଲାଭ କରିବା ସହିତ ଆପଣଙ୍କର ପିଲା ଯାହାବି ପଢିବ ତାହା ନିଶ୍ଚୟ ସବୁ ମନେ ରହିଯିବ।

ହଂସ:-

Google

ହଂସର ଫୋଟ କିମ୍ବା ମୂର୍ତି ଘରର ଦ୍ୱାର କିମ୍ବା ମୁଖରେ ରଖିଲେ ପିଲାମାନେ ଅନ୍ୟମନସ୍କ ହେବେ ନାହିଁ। ପାଠପଢ଼ାରେ ସର୍ବଦା ମନ ଲାଗିରହିବ ଏବଂ ବାସ୍ତୁ ଅନୁସାରେ ଏହା ଅତ୍ୟନ୍ତ ଶୁଭ ହୋଇର୍ହାଏ।

ମୟୁରପର:-

Google

ଏହାକୁ ଘରେ ରଖିବା ଦ୍ୱାରା ଏହା ନକରାତ୍ମକ ଶକ୍ତିକୁ ପ୍ରବେଶ କରିବାକୁ ଦିଏ ନାହିଁ। ପିଲାମାନଙ୍କ ମନରେ ଶାନ୍ତି ରହିଥାଏ ଏବଂ ସେମାନଙ୍କ ମନରେ ଅନ୍ୟ କୌଣସି ଚିନ୍ତା ପଶେ ନାହିଁ। ଏହା ରଖିଲେ ପିଲାମାନଙ୍କର ସ୍ୱସ୍ଥ୍ୟ ମଧ୍ୟ ଭଲ ରହିଥାଏ ଏବଂ ପିଲାମାନଙ୍କର ଯେଉଁ subject ଭଲ ହେଉନଥାଏ ସେହି ବହି ଭିତରେ ଗୋଟେ ମୟୁରପଙ୍ଖ ରଖିବେ ତାହା ନିଶ୍ଚିତ ଧୀରେ ଧୀରେ ପିଲାମାନଙ୍କର ପାଠ ମନେ ରହିବା ଆରମ୍ଭ ହୋଇଯିବ।

ପଦ୍ମ ଫୁଲ:-

Google

ପୂଜା ସମୟରେ ଅନ୍ୟ ଫୁଲ ସହିତ ପଦ୍ମଫୁଲ ବ୍ୟବହାର କରିବା ଦ୍ୱାରା ଏହା ପିଲାଙ୍କ ପାଠପଢ଼ାରେ ଅନେକ ଫାଇଦା ଏବଂ ପ୍ରଭାବ ପକାଇଥାଏ ତେଣୁ ପିଲାମାନଙ୍କର ସବୁ କିଛି ପାଠ ମନେ ରହିଥାଏ। ତ ଆପଣ ପଦ୍ମଫୁଲର ବ୍ୟବହାର ମଧ୍ୟ କରିପାରିବେ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button