ଓଡିଶା

ବଂଶଧାରା ନଦୀରେ ଭାସି ୨ନିଖୋଜ – KNews Odisha – Utkal Mail


ରାୟଗଡ଼ା ଜିଲ୍ଲା ଗୁଣପୁରର ଚନ୍ଦ୍ରପୁର ଠାରେ ଅଘଟଣ। ମୀନାଝୋଲା ଶୌବ ପୀଠକୁ ଦର୍ଶନ କରିବାକୁ ଯାଇ ବଂଶଧାରା ନଦୀ ଜଳସ୍ରୋତରେ ଭାସିଗଲେ ଦୁଇଜଣ।

କେନ୍ୟୁଜ୍(ବ୍ୟୁରୋ): ବଂଶଧାରା ନଦୀରେ ଭାସି ୨ନିଖୋଜ। ରାୟଗଡ଼ା ଜିଲ୍ଲା ଗୁଣପୁରର ଚନ୍ଦ୍ରପୁର ଠାରେ ଅଘଟଣ। ମୀନାଝୋଲା ଶୌବ ପୀଠକୁ ଦର୍ଶନ କରିବାକୁ ଯାଇ ବଂଶଧାରା ନଦୀ ଜଳସ୍ରୋତରେ ଭାସିଗଲେ ଦୁଇଜଣ। ଏମାନଙ୍କ ମଧ୍ୟରେ ଜଣେ ୯ବର୍ଷର ନାବାଳକ ଓ ଅନ୍ୟ ଜଣକ ୧୦ବର୍ଷର ନାବାଳିକା ରହିଛନ୍ତି।

ଏମାନଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଶ୍ରୀରାମପୁର ବୋଲି ଜଣାପଡିଛି। ଦୁଇଜଣଙ୍କୁ ଠାବ କରିବାକୁ ସ୍ଥାନୀୟଲୋକଙ୍କ ସହ ଚନ୍ଦ୍ରପୁର ଦମକଳ ବାହିନୀ ଉଦ୍ୟମ କରିଥିଲେ ସୁଦ୍ଧା ସେମାନଙ୍କ ପତ୍ତା ମିଳିପାରିନାହିଁ।…


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button