କରୋନା
    56 minutes ago

    H3N2 ପାଇଁ ଆଜିଠୁ ହେଲା ସ୍କୁଲ ଛୁଟି! କେଉଁଠି ଲାଗୁ ହୋଇଛି ଏହି ନିୟମ ଦେଖନ୍ତୁ

    ନମସ୍କାର ବନ୍ଧୁଗଣ । ଆପଣ ଏମାନେ ଜାଣିଥିବେ ଗତ 3 ବର୍ଷ ତଳେ କୋ-ରୋ-ନା ମ-ହା-ମା-ରୀ କାରଣରୁ କେତେ ଲୋକଙ୍କର…
    ଜୀବନଶୈଳୀ
    58 minutes ago

    ଧିକ ଏଭଳି ଝିଅକୁ! ତଣ୍ଟିଆ ମାରି ବାପା-ମା’ ଙ୍କୁ ଘରୁ ତଡିଲା ଝିଅ! Video ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

    ଦାଣ୍ଡରେ ରଖା ଯାଇଛି ଘରର ସବୁ ଆସବବାପତ୍ର ଯେମିତି ଆଲଣା, ଖଟ, ଫ୍ରିଜ, ବାସନ କୁସନ ଇତ୍ୟାଦି । ହଠାତ…
    ଓଡିଶା
    60 minutes ago

    ଟ୍ଯୂବ ରୁ ଲକ୍ଷପତି ହେଲେ ଆଉ ଏବେ ଜେଲ ଯିବେ । ମିଛ ଭିଡିଓ ପାଇଁ ବନ୍ଧା ହେବେ ୟୂଟ୍ଯୂବର । ଦିନେ ୟୂଟ୍ଯୂବ ରୁ ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏବେ କିନ୍ତୁ ଜେଲରେ ଯାଇ ଚକି ପେଶିବେ । ଆଉ କରି ପାରିବେ ନାହି ଭିଡିଓ । ଆଉ ଚ୍ଯାନେଲ ମଧ୍ୟ ବନ୍ଦ କରା ଯାଇପାରେ । କାରଣ ୟୂଟ୍ଯୂବର ଜଣକ ତାଙ୍କ ଦର୍ଶକ ଙ୍କ ପାଇଁ ତିଆରି କରୁଥିଲେ ମିଛ ଭିଡିଓ । ମନିଷ କଶ୍ୟପ ବିହାରର ଜଣେ ପ୍ରସିଦ୍ଧ ୟୂଟ୍ଯୂବର । by TaboolaSponsored Links You May Like The Most Successful Way of Intraday Trading is “Market Profile” TradeWise ଯାହାକୁ ପୁରା ଦେଶ ଜାଣିଛି । ଯିଏ ଭିଡିଓ ପୋଷ୍ଟ କରିଲେ ମିଲିୟନ ମିଲିୟନ ଦର୍ଶକ ତାଙ୍କ ଭିଡିଓ କୁ ଦେଖନ୍ତି । ହଁ ଦର୍ଶକ ବନ୍ଧୁ ଏ ହେଉଛନ୍ତି ସେ ମନୀଷ କଶ୍ୟପ ଯିଏ ଅଧିକ ସମୟରେ କେନ୍ଦ୍ର ସରକାର ଙ୍କୁ ନେଇ ଟାର୍ଗେଟ କରିଛନ୍ତି । ଅ-ଶା-ଳୀ-ନ ଭା-ଷା-ରେ ଗା-ଳି ମଧ୍ୟ ଦିଅନ୍ତି ମନୀଷ । ଯେଉଁଥି ରୁ ସେ ରୋଜଗାର କରନ୍ତି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଏବେ ମନୀଷ କୁ ଘାରିଛି ଗିରଫ ହେବାର ଭୟ । ଭିଲିଲାନ୍ସ ମନୀଷ ଙ୍କ 4ଟି ବ୍ଯାଙ୍କ ଆକାଉଣ୍ଟ କୁ ଶିଚ କରି ଦେଇଛି । ଯେଉଁଥି ରେ 42 ଲକ୍ଷ ରୁ ଅଧିକ ଟଙ୍କା ଥିଲା । ମନୀଷ ଙ୍କ ବିରୁଦ୍ଧରେ ବିହାର ପୋଲିସ ରେ ଏକ ମାମଲା ରୁଜୁ କରିଛି । ଅଭିଯୋଗ ମୁତାବିକ ମନୀଷ ତାମିଲନାଡୁ ରେ ବିହାର ଶ୍ରମିକ ବିରୁଦ୍ଧରେ ହୋଇଥିବା ହିଂସା ର ମିଛ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ପୂର୍ବରୁ ମଧ୍ୟ ଅ-ପ-ରା-ଧି-କ ମାମଲାରେ ମନୀଷ ଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଇଛି । ଏପରିକି ମିଛ ଭିଡିଓ କରୁ ଥିବାରୁ ଭିଜିଲାନ୍ସ ରେଡ କରିବା ସହ ମନୀଷ କଶ୍ୟପ ଓ ଯୁବରାଜ ସିଂ ରାଜପୁତ ଙ୍କୁ କୌଣସି ବି ସମୟରେ ଗି-ର-ଫ କରିପାରେ । ଏହି 2 ଜଣଙ୍କୁ ଗି-ର-ଫ କରିବା ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରା ଯାଇଛି । ଦୁହେଁ ଏବେ ଫେରାର ଥିବାରୁ ଦୁଇ ଜଣଙ୍କୁ ଖୋଜିବା ପରେ ବିହାର ପୋଲିସ ଚାରି ଆଡେ ଖୋଜିବାରେ ଲାଗିଛି । ଯାହାକୁ ନେଇ ବିହାର ପୋଲିସ ତାଙ୍କ ଟ୍ବିଟ ରେ ସେୟାର କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ବିହାର ପୋଲିସ ଏବେ ଏହି ଦୁଇ ଜଣଙ୍କୁ ଖୋଜିବା ପାଇଁ ଏକ ଟିମ ଗଠନ କରିଛି ।

    ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଜାଣିଥିବେ ଭାଲୁ ହେଉଛି ଗୋଟେ ହିଂସ୍ର ଜନ୍ତୁ । ଯାହାକୁ ଦେଖିଲେ ମାତ୍ରେ…
    ବିଚାର
    1 hour ago

    Youtubeରୁ ଲକ୍ଷପତି ଏବେ ଜେଲ! ମିଛ ଭିଡିଓ ବନେଇବା ପଡିଲା ମହଙ୍ଗା… ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

    ଟ୍ଯୂବ ରୁ ଲକ୍ଷପତି ହେଲେ ଆଉ ଏବେ ଜେଲ ଯିବେ । ମିଛ ଭିଡିଓ ପାଇଁ ବନ୍ଧା ହେବେ ୟୂଟ୍ଯୂବର…
    ମନୋରଞ୍ଜନ
    1 hour ago

    ମୁଁ ବାହା ହେଲା ପରେ ଭାବିଥିଲି ମୁଁ ଗୋଟେ ରାଜା ଆଉ ଗୋଟେ ଚାକର ଆଣିଛି ..ହେଲେ ତାପରେ ଯାହା ହେଲା, ଦେଖନ୍ତୁ Bandana Pandaଙ୍କ Exclusive ଇନ୍ଟରଭିଉ

    ବନ୍ଧୁଗଣ 2010 ମସିହାରେ ଦୁଇ ଦୁଇ ଜଣ ପରସ୍ପରର ହାତ ଧରନ୍ତି ଏହା ପରେ ବାହାଘର ହୁଏ ଆଉ ନିଆଁକୁ…
    ସ୍ୱାସ୍ଥ୍ୟ
    1 hour ago

    କେବଳ 5 ମିନିଟରେ ମାସିକଧର୍ମ ଆଣିବାର ରାମବାଣ ଉପାୟ, Periods ଅନିୟମିତ ହେଉଥିଲେ ଏହାକୁ ନିଶ୍ଚୟ କରନ୍ତୁ

    ବନ୍ଧୁଗଣ ମାସିକ ଧର୍ମ ସମସ୍ୟାକୁ ନେଇ ଅନେକ ମହିଳା ଚିନ୍ତାରେ ରହିଥାନ୍ତି । ଯଦି କୌଣସି ମାସରେ ମାସିକ ଧର୍ମର…
    ରାଶିଫଳ
    1 hour ago

    ପଇସା ଗଣି ଗଣି ଥକିଯିବେ 72 ବର୍ଷ ପରେ 22 ରୁ 30 ମାର୍ଚ୍ଚ “ମହାଲକ୍ଷ୍ମୀ ଯୋଗ”, 6ଟି ରାଶି ହେବେ କୋଟିପତି

    ବନ୍ଧୁଗଣ ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ଵ ରହିଛି । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ 22 ମାର୍ଚ୍ଚ ଠାରୁ ଆରମ୍ଭ…
    ଜୀବନଶୈଳୀ
    1 hour ago

    ଏମିତି କଣ ହେଲା ଯେ, ରାସ୍ତାରେ ରାନ୍ଧୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ଶାଶୁ? ଦେଖନ୍ତୁ Video

    ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବିଭିନ୍ନ ଦେଶରେ ପ୍ରଧାନ ମନ୍ତ୍ରୀ ମାନଙ୍କର କେତେ ନାଁ ଆଉ ଖ୍ଯାତି ରହିଛି…

    Breaking News
      କରୋନା
      56 minutes ago

      H3N2 ପାଇଁ ଆଜିଠୁ ହେଲା ସ୍କୁଲ ଛୁଟି! କେଉଁଠି ଲାଗୁ ହୋଇଛି ଏହି ନିୟମ ଦେଖନ୍ତୁ

      ନମସ୍କାର ବନ୍ଧୁଗଣ । ଆପଣ ଏମାନେ ଜାଣିଥିବେ ଗତ 3 ବର୍ଷ ତଳେ କୋ-ରୋ-ନା ମ-ହା-ମା-ରୀ କାରଣରୁ କେତେ ଲୋକଙ୍କର ଅକାଳରେ ପ୍ରା-ଣ ଯାଇଥିଲା । ଏମିତିକି…
      ବିଚାର
      57 minutes ago

      ହେ ଭଗବାନ ଶବକୁ ବି ଛାଡିଲେନି, ଶବ ବ୍ୟବଛେଦ ପାଇଁ ମୂଲଚାଲ କରୁଛନ୍ତି Hospital କର୍ମଚାରୀ… ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇଛି ଏହି Video March 16, 2023

      ନମସ୍କାର ବନ୍ଧୁଗଣ । ଟାଉନ ଟାଇଗର ଜିପ ରେ ବସିଛନ୍ତି ଆଉ 800 ଟଙ୍କା ପାଇଁ କହୁଛନ୍ତି । ଏ ସବୁ ଦେଖିବା ପରେ ଆପଣ ହୁଏ…
      ଜୀବନଶୈଳୀ
      58 minutes ago

      ଧିକ ଏଭଳି ଝିଅକୁ! ତଣ୍ଟିଆ ମାରି ବାପା-ମା’ ଙ୍କୁ ଘରୁ ତଡିଲା ଝିଅ! Video ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

      ଦାଣ୍ଡରେ ରଖା ଯାଇଛି ଘରର ସବୁ ଆସବବାପତ୍ର ଯେମିତି ଆଲଣା, ଖଟ, ଫ୍ରିଜ, ବାସନ କୁସନ ଇତ୍ୟାଦି । ହଠାତ ଏ ଦୃଶ୍ୟ ଦେଖିଲେ ଦର୍ଶକ ବନ୍ଧୁ…
      ଓଡିଶା
      60 minutes ago

      ଟ୍ଯୂବ ରୁ ଲକ୍ଷପତି ହେଲେ ଆଉ ଏବେ ଜେଲ ଯିବେ । ମିଛ ଭିଡିଓ ପାଇଁ ବନ୍ଧା ହେବେ ୟୂଟ୍ଯୂବର । ଦିନେ ୟୂଟ୍ଯୂବ ରୁ ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏବେ କିନ୍ତୁ ଜେଲରେ ଯାଇ ଚକି ପେଶିବେ । ଆଉ କରି ପାରିବେ ନାହି ଭିଡିଓ । ଆଉ ଚ୍ଯାନେଲ ମଧ୍ୟ ବନ୍ଦ କରା ଯାଇପାରେ । କାରଣ ୟୂଟ୍ଯୂବର ଜଣକ ତାଙ୍କ ଦର୍ଶକ ଙ୍କ ପାଇଁ ତିଆରି କରୁଥିଲେ ମିଛ ଭିଡିଓ । ମନିଷ କଶ୍ୟପ ବିହାରର ଜଣେ ପ୍ରସିଦ୍ଧ ୟୂଟ୍ଯୂବର । by TaboolaSponsored Links You May Like The Most Successful Way of Intraday Trading is “Market Profile” TradeWise ଯାହାକୁ ପୁରା ଦେଶ ଜାଣିଛି । ଯିଏ ଭିଡିଓ ପୋଷ୍ଟ କରିଲେ ମିଲିୟନ ମିଲିୟନ ଦର୍ଶକ ତାଙ୍କ ଭିଡିଓ କୁ ଦେଖନ୍ତି । ହଁ ଦର୍ଶକ ବନ୍ଧୁ ଏ ହେଉଛନ୍ତି ସେ ମନୀଷ କଶ୍ୟପ ଯିଏ ଅଧିକ ସମୟରେ କେନ୍ଦ୍ର ସରକାର ଙ୍କୁ ନେଇ ଟାର୍ଗେଟ କରିଛନ୍ତି । ଅ-ଶା-ଳୀ-ନ ଭା-ଷା-ରେ ଗା-ଳି ମଧ୍ୟ ଦିଅନ୍ତି ମନୀଷ । ଯେଉଁଥି ରୁ ସେ ରୋଜଗାର କରନ୍ତି ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଏବେ ମନୀଷ କୁ ଘାରିଛି ଗିରଫ ହେବାର ଭୟ । ଭିଲିଲାନ୍ସ ମନୀଷ ଙ୍କ 4ଟି ବ୍ଯାଙ୍କ ଆକାଉଣ୍ଟ କୁ ଶିଚ କରି ଦେଇଛି । ଯେଉଁଥି ରେ 42 ଲକ୍ଷ ରୁ ଅଧିକ ଟଙ୍କା ଥିଲା । ମନୀଷ ଙ୍କ ବିରୁଦ୍ଧରେ ବିହାର ପୋଲିସ ରେ ଏକ ମାମଲା ରୁଜୁ କରିଛି । ଅଭିଯୋଗ ମୁତାବିକ ମନୀଷ ତାମିଲନାଡୁ ରେ ବିହାର ଶ୍ରମିକ ବିରୁଦ୍ଧରେ ହୋଇଥିବା ହିଂସା ର ମିଛ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ତେବେ ପୂର୍ବରୁ ମଧ୍ୟ ଅ-ପ-ରା-ଧି-କ ମାମଲାରେ ମନୀଷ ଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଇଛି । ଏପରିକି ମିଛ ଭିଡିଓ କରୁ ଥିବାରୁ ଭିଜିଲାନ୍ସ ରେଡ କରିବା ସହ ମନୀଷ କଶ୍ୟପ ଓ ଯୁବରାଜ ସିଂ ରାଜପୁତ ଙ୍କୁ କୌଣସି ବି ସମୟରେ ଗି-ର-ଫ କରିପାରେ । ଏହି 2 ଜଣଙ୍କୁ ଗି-ର-ଫ କରିବା ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରା ଯାଇଛି । ଦୁହେଁ ଏବେ ଫେରାର ଥିବାରୁ ଦୁଇ ଜଣଙ୍କୁ ଖୋଜିବା ପରେ ବିହାର ପୋଲିସ ଚାରି ଆଡେ ଖୋଜିବାରେ ଲାଗିଛି । ଯାହାକୁ ନେଇ ବିହାର ପୋଲିସ ତାଙ୍କ ଟ୍ବିଟ ରେ ସେୟାର କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ବିହାର ପୋଲିସ ଏବେ ଏହି ଦୁଇ ଜଣଙ୍କୁ ଖୋଜିବା ପାଇଁ ଏକ ଟିମ ଗଠନ କରିଛି ।

      ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଜାଣିଥିବେ ଭାଲୁ ହେଉଛି ଗୋଟେ ହିଂସ୍ର ଜନ୍ତୁ । ଯାହାକୁ ଦେଖିଲେ ମାତ୍ରେ ମନରେ ଛନକା ପଶିଥାଏ । ଏବେ…
      Back to top button