ସ୍ୱାସ୍ଥ୍ୟ

ଜୀବନ ସାରା ପେଟ ରୋଗ ଦ୍ଵାରା ପୀଡିତ ରୁହନ୍ତି ଏହି ଭଳି ଲୋକ

ଏବେ ଏମିତିକା ସମୟ ଆସିଛି ଯେବେ ସମସ୍ତେ ପେଟ ରୋଗ ଦ୍ଵାରା ପୀଡିତ ଅଛନ୍ତି ଏହାର ମୁଖ୍ୟ କାରଣ ଆଜିକାଲିକା ଖାଦ୍ଯ ଅଟେ, ଆଜିକା ସମୟରେ ଲୋକ ଫାଷ୍ଟ ଫୁଡ ଭଳି ଜିନିଷ ଖାଇବା ପାଇଁ ଅତ୍ୟନ୍ତ ପସନ୍ଦ ଲାଗୁଛି କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ଅଟେ । ଆଜିକା ସମୟରେ ସମସ୍ତଙ୍କୁ ପେଟ ରୋଗ ହଉଛି, କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ହାତ ରେଖା ମଧ୍ୟ ଜଣେଇ ଥାଏ ।

ହସ୍ତରେଖା ବିଶେଷଜ୍ଞ ଏବେ ଭରଦ୍ବାଜ ଅନୁଯାଇ ରେଖା ଓ ପର୍ବତ ଚିହ୍ନ ହୋଇଥାଏ ଯାହା ରୋଗ ରେଖା ହୋଇଥାଏ ।

– ଯଦି ଆପଣଙ୍କ ହାତ ପାପୁଲି ରେ ଚନ୍ଦ୍ର ପର୍ବତ ଚିହ୍ନ ଅଛି ତେବେ ଆପଣ ଜୀବନ ସାରା ପେଟ ରୋଗ ଦ୍ଵାରା ପୀଡିତ ରହିବେ । ଯଦି ହୃଦୟ ରେଖା ଉପରେ ଗୋଲ ଦ୍ଵିପ ଚିହ୍ନ ଅଛି ତେବେ ଶନି ନଖେଟର ତଳେ ଆୟୁ ରେଖା ପାଖରେ ମଙ୍ଗଳ କ୍ଷେତ୍ର ଉପରେ ଯଦି କଳା ଚିହ୍ନ ପଡିଥାଏ ତେବେ ବେହୋସ ହବା ବା ହାର୍ଟ ଏତେକ ହବାର ସମ୍ଭାବନା ଅଟେ ।

– ଯଦି ହାତ ଓ ନଖ ହଳଦିଆ ହୋଇ ଯାଏ ବା ନଖ ଉପରେ କୌଣସି ପ୍ରକାର କଟା ଚିହ୍ନ ଥାଏ ତେବେ ଏହି ଭଳି ଲୋକ ଅନ୍ତ୍ର ରୋଗ ଦ୍ଵାରା ପୀଡିତ ରୁହନ୍ତି ।

– ଯଦି ଶନି କ୍ଷେତ୍ର ଉଚ୍ଚ ଏବଂ ରେଖା ଦ୍ଵାରା ପରି ପୂର୍ଣ ହୋଇଥାଏ ତେବେ ଦାନ୍ତ ରୋଗ ହୋଇଥାଏ, ଯଦି ମସ୍ତିସ୍କ ରେଖା ମଙ୍ଗଳ ପାଖ ରେ ଯଦି ଧଳା ଦାଗ ଦେଖା ଯାଏ ଏବଂ ଦୁଇ ହାତରେ ହୃଦୟ ରେଖା ମଧ୍ୟ ରେ ଖଣ୍ଡିତ ହୁଏ ତେବେ ଗୁର୍ଦା ରେ ରୋଗ ହବା ନିଶ୍ଚିନ୍ତ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button