ଜୀବନଶୈଳୀ

ଆପଣଙ୍କ ସବୁ ସମସ୍ୟାର ସମାଧାନ କରିବ କେବଳ 1 ତେଜ ପତ୍ର, ବାସ ଜାଣି ରଖନ୍ତୁ ଏହି ଉପାୟ-

ବନ୍ଧୁଗଣ, ତେଜ ପତ୍ର ଆମ ରୋଷେଇ ଘରେ ସହଜରେ ମିଳିଥାଏ। କଣ ଆପଣ ଜାଣନ୍ତି ଏହା ଆମ ପାଇଁ ଏକ ଆୟୁର୍ବେଦିକ ଔଷଧ ଠାରୁ କମ ନୁହେଁ। ଆମ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ତେଜପତ୍ର ବ୍ୟବହୃତ ହୁଏ।

ଆମେ ଅନୁଭବ କରୁ ଯେ ତେଜପତ୍ର କେବଳ ଖାଦ୍ୟରେ ଭଲ ସୁଗନ୍ଧ ଆଣିବାରେ ସାହାଯ୍ୟ କରେ। କିନ୍ତୁ ଆଜି ଆମେ ଆପଣଙ୍କୁ ତେଜପତ୍ରର ଆହୁରି ଅନେକ ଉପକାରିତା ଗୁଣ ବିଷୟରେ ଜଣାଇବୁ। ତେଜପତ୍ର ଆମ ଚର୍ମ ଏବଂ କେଶକୁ ମଧ୍ୟ ସୁନ୍ଦର କରିଥାଏ।

ସୌନ୍ଦର୍ୟ୍ୟ ବଢାଇବା ପାଇଁ ତେଜପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯେଉଁମାନଙ୍କ ମୁହଁରେ ଦାଗ ବା ପିମ୍ପଲ୍ ଥାଏ। ତେଜପତ୍ର ସେମାନଙ୍କ ପାଇଁ ଲାଭଦାୟକ ଅଟେ।

● ମୁହଁ କୁ ଚିକ୍କଣ କରିଥାଏ

ଏହାର ପେଷ୍ଟକୁ ଲଗାଇବା ଦ୍ୱାରା ମୁହଁରେ ଚମକ ଆସିଥାଏ ଏବଂ ସଫା ହୋଇଥାଏ। ଏହାର ପେଷ୍ଟ ବ୍ୟତୀତ ଆପଣ ତେଜପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁହଁ ମଧ୍ୟ ଧୋଇ ପାରିବେ। ଏହା ଆହୁରି ଭଲ ଫଳ ଦେଇଥାଏ।

● ସୂର୍ଯ୍ୟକିରଣରେ ତ୍ୱଚା କଳା ପଡ଼ିଲେ ଏହା ଅତ୍ୟନ୍ତ ଲାଭଦାୟକ

ଯେଉଁମାନଙ୍କର ମୁହଁ ଶକ୍ତିଶାଳୀ ସୂର୍ଯ୍ୟ କିରଣ ଦ୍ୱାରା କଳା ପଡ଼ିଯାଏ, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ଅଟେ। ମୁହଁକୁ ତେଜପତ୍ର ପାଣିରେ ଧୋଇବା ଦ୍ୱାରା ସନ୍ ଟ୍ୟାନ୍ ଦୂର ହୋଇଥାଏ ଏବଂ ମୁହଁର ଉଜ୍ଜ୍ବଳତା ବଜାୟ ରହିଥାଏ।

● କେଶର ଦୃଢ଼ତା ବଜାୟ ରଖେ

ତେଜପତ୍ର ପାଣି କେଶକୁ ସୁନ୍ଦର ଏବଂ ଶକ୍ତିଶାଳୀ କରିଥାଏ। ତେଲରେ ତେଜପତ୍ର ପକାଇ ସେହି ତେଲକୁ କେଶରେ ଲଗାଇଲେ କେଶର ମୂଳ ମଜବୁତ ହୁଏ ଏବଂ ତେଜପତ୍ର ପାଣିରେ ଧୋଇବା ଦ୍ୱାରା କେଶ ନରମ ଏବଂ ସାଇନିଂ ହୋଇଥାଏ।

● ରୁପି ସମସ୍ୟା ଦୂର ହୁଏ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button